ସ୍କୁଲରେ ଠାକୁର ପୂଜା ବେଳେ ଗୋଡ ବାଜି ଢାଳିଗଲା ପାଣି, ଶିକ୍ଷୟିତ୍ରୀଙ୍କ ବେତ ପାହାରରେ ଗୁରୁତର ହେଲେ ଛାତ୍ରୀ

ଭଦ୍ରକ :( ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି)ସ୍କୁଲରେ ଠାକୁର ପୂଜା କରିବା ପାଇଁ କହିଲେ ଶିକ୍ଷୟିତ୍ରୀ । ପୂଜା ବେଳେ ଭୁଲ ବଶତଃ ଢାଳି ହୋଇଗଲା ପାଣି । ଏତିକି କଥା ପାଇଁ ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ…

କେନ୍ଦ୍ର ସରକାରଙ୍କ ଗୁଣୁପୁର ପ୍ରତି ବଡ଼ ଭେଟି : ଆଜିଠୁ ଚାଲିଲା ଗୁଣୁପୁର-କଟକ ମେମୁ ଏକ୍ସପ୍ରେସ ଟ୍ରେନ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର -କେନ୍ଦ୍ର ସରକାରଙ୍କ ଗୁଣୁପୁର ପ୍ରତି ବଡ଼ ଭେଟି । ପୂରଣ ହୋଇଛି ଦୀର୍ଘ ବର୍ଷର ଦାବୀ । ଆଜିଠାରୁ ସର୍ବପୁରାତନ ତଥା ଶତାୟୁ ରେଳପଥ ରେ ଗୁଣୁପୁର-କଟକ ମେମୁ ଏକ୍ସପ୍ରେସ ଟ୍ରେନ ଗୁଣୁପୁର ଠାରୁ ଚଳାଚଳ ଆରମ୍ଭ ହୋଇଛି । ଏହାଦ୍ବାରା ଲୋକେ ସିଧାସଳଖ…

ଆଦର୍ଶ ବିଦ୍ୟାଳୟରେ ବୃକ୍ଷ ରୋପଣ

ବରଗଡ - ବିଜୁ ଜନତା ଦଳର ଦୀର୍ଘ ୨୫ ବର୍ଷର ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…

ଭିଜିଲାନ୍ସ ଦ୍ବାରା ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ।

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ :ରାୟଗଡା ଭିଜିଲାନ୍ସ ଦ୍ବାରା ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ। କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ମାଣ୍ଡାଙ୍ଗିଙ୍କୁ ଗିରଫ କଲା ଭିଜିଲାନ୍ସ। ୨୭ ଲକ୍ଷରୁ ଅଧିକ ଭତ୍ତା ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ କରିଛି…

ଘଡ଼ଘଡିରେ ଚାଲି ଗଲା ଜୀବନ

ମଇତାପୁର (ଅକ୍ଷୟ କୁମାର ଜେନା):ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକର ମଇତା ପୁର ଅଞ୍ଚଳ ସାନ ମଇତାପୁର ଅଞ୍ଚଳ ର ପର୍ଶୁ ରାମ ବେହେରା ବିଲକୁ ଛେଳି ଆଣି ବାକୁ ଯାଇଥିବା ସମୟ ରେ ଘଡଘଡି ମାରିବା ଯୋଗୁଁ ଅକାଳ ରେ ଜୀବନ ଚାଲି ଯାଇଥିଲା। ସୂଚନା ରୁ ପ୍ରକାଶ ଲଗତାର ବର୍ଷା ଲାଗି ରହିଥିବା ବେଳେ ଆଜି…

ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଗତକାଲି ରାତିରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ଟିଟିଲାଗଡ଼ ରେ ବର୍ଷିଲା କୃଷକ ଅଭିଯାନ ସଂଗଠନ

କୃଷି ବୀମା ଦାବୀ ସହ ସାର କଳାବଜାର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ଟିଟିଲାଗଡ଼./ରଶ୍ମିରେଖା ମହାପାତ୍ର: ଗତ ବର୍ଷ ମରୁଡି ଜନିତ କୃଷି ବୀମା ବର୍ତମାନ ସୁଦ୍ଧା ଅନେକ ଚାଷୀ ପାଇ ନ ଥିବା ଯୋଗୁଁ ଅଧିକାଂଶ ପଞ୍ଚାୟତ ର ଚାଷୀ ମାନେ ମରୁଡି ଜନିତ କ୍ଷତିପୂରଣ ଦାବୀ, କୃଷି ବୀମା କମ୍ପାନୀ ର…

ଶରଣକୁଳ ମହାବିଦ୍ୟାଳୟ ଠିକା କର୍ମଚାରୀଙ୍କ ଫାଟକ ଆଗରେ ଧାରଣା ଓ ପ୍ରତିବାଦ

ଓଡଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଲକ ଶରଣକୁଳ ମହାବିଦ୍ୟାଳୟ ଠିକା କର୍ମଚାରୀ ବୁଧବାର ଦିନ ଫାଟକ ସାମନାରେ ୧୦୦ ଦିନିଆ ଧାରଣା ଓ ପ୍ରତିବାଦ ଆରମ୍ଭ କରିଛନ୍ତି । ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ସଭାପତି ବିଶ୍ୱରଂଜନ ଦାସଙ୍କ ଡ଼ାକରାରେ ୨୦୦୮ ମସିହା ପରେ ନିଯୁକ୍ତି…

ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ବୁଷ୍ଟର ଡୋଜ୍ ଟୀକାକରଣ ଓ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ଠାରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ଭାବେ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କ ପାଇଁ କୋଭିଡ୍ ବୁଷ୍ଟର ଡୋଜ୍ ଟୀକାକରଣ ଓ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ ଓ ପରିବେଶ ସ୍ୱଚ୍ଛତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ ଓ ପରିବେଶ ସ୍ୱଚ୍ଛତାକୁ ନେଇ ବିଦ୍ୟାଳୟ ପରିସରରେ ସଫେଇ ଓ ରାଲି କାର୍ଯ୍ୟକ୍ରମ…