ପାଇକମାଲ ରେ ନୂତନ ବିଡ଼ିଓ ଙ୍କର କାର୍ଯରେ ଯୋଗଦାନ

0

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ପଞ୍ଚାୟତ ସମିତି ରେ ଆଜି ନୂତନ ବିଡ଼ିଓ ଭାବରେ ଶ୍ରୀ ସୁରେନ୍ଦ୍ର ନାଥ ସାହୁ କାର୍ଯରେ ଯୋଗଦାନ କରିଛନ୍ତି । ଆଜି ସନ୍ଧ୍ୟାରେ ଶ୍ରୀ ସାହୁ , ଉପାଞ୍ଜଳି ମାଝୀ ଙ୍କର ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ପାଇକମାଲ ଏବିଡ଼ିଓ ଶ୍ରୀ ଦେବାଶିଷ ସିହ୍ନାଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଶ୍ରୀ ସାହୁଙ୍କୁ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.