Sign in
Sign in
Recover your password.
A password will be e-mailed to you.
ହଇଜା ନେଲା ପୂଣି ଦୁଇ ଜୀବନ, ମୃତ୍ୟୁ ସଂଖ୍ୟା 12ରେ ପହଞ୍ଚିଲା
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁ ମାନଙ୍କରେ ବ୍ୟାପିଥିବା ହଇଜା ଗମ୍ଭୀର ହେଉଛି। ହଇଜା ନିୟନ୍ତ୍ରଣକୁ ଆସୁନଥିବା କାରଣରୁ ଚିନ୍ତା ବଢ଼ିବାରେ ଲାଗିଛି । ଥମିବା ପରିବର୍ତ୍ତେ ପ୍ରତିଦିନ ନୂତନ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି…
“ନକଲି ମିନିଟ୍ରକ ଆସୋସିଏସନ୍ ପ୍ରତି ସାବଧାନ”
ଭୁବନେଶ୍ୱର, ଚକ୍ରଧର ମାଝୀ– ରାଜ୍ୟରେ ସାଧାରଣ ଦ୍ରବ୍ୟ ପରିବହନ କ୍ଷେତ୍ରରେ ମିନିଟ୍ରକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେ ଦୃଷ୍ଟିରୁ ଓଡିଶାରେ ବହୁ ମାତ୍ରାରେ ମିନିଟ୍ରକ ଚଳାଚଳ କରିଥାଏ । ପରିବହାନ କ୍ଷେତ୍ରରେ ଅନ୍ୟ ଯାନବାହାନ ତୁଳନାରେ ମିନିଟ୍ରକ ସଂଖ୍ୟା ବହୁ ଅଧିକ ।…
ଜିଲ୍ଲା ସ୍ତରୀୟ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ବିଦ୍ୟୁତ ମହୋତ୍ସବ
https://youtu.be/DSSB3Y_8YPk
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ "ଆଜାଦୀ କା ଅମୃତ ମହୋତ୍ସବ" ଅନ୍ତର୍ଗତ ବିଦ୍ୟୁତ ମହୋତ୍ସବ କେନ୍ଦ୍ର ସରକାର ବିଦ୍ୟୁତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କର ସହଯୋଗିତାରେ…
ପାରଳାଖେମୁଣ୍ଡି ୟୁନିଅନ ଆର୍ସେଟି ଦ୍ଵାରା ବଡପଦା ଗ୍ରାମରେ ମହମବତୀ ତିଆରି ଟ୍ରେନିଂ ଆରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୟୁନିଅନ ବ୍ୟାଙ୍କ୍ ଦ୍ଵାରା ପରିଚାଳିତ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ତା ୨୬.୦୭.୨୦୨୨ରିଖ ମଙ୍ଗଳବାର ଠାରୁ ମହମବତୀ ତିଆରି ଟ୍ରେନିଂ ନୂଆଗଡ ବ୍ଲକର ବଡପଦା ଠାରେ ଆରମ୍ଭ ହେଇଛି। ଏହି ଟ୍ରେନିଂ…
ଶହୀଦଙ୍କ ତ୍ୟାଗର ପଟାନ୍ତର ନାହିଁ
ଜିଲ୍ଲା ସାଂବାଦିକ ସଂଘ ଓ ଅବସରପ୍ରାପ୍ତ ସୈନିକ ସଂଘ ଆନୁକୂଲ୍ୟରେ ୨୩ତମ କାରଗିଲ ବିଜୟ ଦିବସ ପାଳିତ
ବଲାଙ୍ଗିର(ନିରୋଜ ମିଶ୍ର) - ମା ଭାରତୀର ବୀରପୁତ୍ର ମାନଙ୍କ ଅଦମ୍ୟ ସାହାଶ ଓ ପରାକ୍ରମ ଫଳରେ ୨୩ ବର୍ଷ ପୂର୍ବେ ଭାରତୀୟ ସେନା ବହୁ ପ୍ରାଣବଳି ଦେଇ କାରଗୀଲ ବିଜୟ କରବାକୁ ସଫଳ ହୋଇଥିଲା ।…
ସୁକୁଲିପାହାଡ ଗ୍ରାମରେ ଅଜଣା ରୋଗ, ଜଣେ ମୃତ ୫ ଗୁରୁତର
ପଦ୍ମପୁର: ପଦ୍ମପୁର ଉପଖଣ୍ଡ ସରେଇକେଲା ପଞ୍ଚାୟତ ଅନ୍ତର୍ଗତ ସୁକୁଲିପାହାଡ ଗ୍ରାମରେ ଅଜଣା ରୋଗର ଆତଙ୍କ ଗାଁ ରେ ଜ୍ବର ଲାଗି ରହିଛି ଯାହାର କାରଣ ଜଣା ପଡ଼ିନାହିଁ । ତେଣୁ ଏକ ଡାକ୍ତରୀ ଟିମ ଯାଇ ଘଟଣା ସ୍ଥଳରେ ଲୋକଙ୍କ ଯାଞ୍ଚ କରୁଛନ୍ତି। ଏହି ଜ୍ବର ଗାଁ ର ଚିନ୍ତା ବଢାଇ ଦେଇଛି। ଅଜଣା ରୋଗରେ…
ଅଟୋ ମାଲିକଙ୍କ ପକ୍ଷରୁ ଦାବି ପତ୍ର ପ୍ରଦାନ
ବାସୁଦେବପୁର/ପ୍ରତାପ ପାଢ଼ୀ: ବାସୁଦେବପୁରରେ ମୁଖ୍ୟ ବଜାର ରେ ରହିଛି ଅନେକ ସମସ୍ୟା, ରାସ୍ତା କାମ ସରି ନ ଥିବା ବେଳେ ଆରମ୍ଭ ହୋଇଛି ଡ୍ରେନେଜ୍ କାମ | ଧିର ଗତିରେ କାମ ଚାଲୁ ଥିବା ବେଳେ ବ୍ୟବସାୟୀ ଓ ଜନ ସାଧାରଣ ଭୋଗୁ ଛନ୍ତି ଅନେକ ସମସ୍ୟା| ଉଠା ଦୋକାନ ବ୍ୟବସାୟ କୁ ନେଇ ଓ ଅଟୋ ବ୍ୟବସାୟ…
ଭୂତଳ ଜଳସ୍ତର ବୃଦ୍ଧି ପାଇଁ ସହରାଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ
୨୨ହଜାରରୁ ଅଧିକ ପ୍ରକଳ୍ପ ନିର୍ମାଣ : ଗୋଷ୍ଠି ସହଭାଗିତାକୁ ଅଗ୍ରାଧିକାର
ଭୁବନେଶ୍ୱର,- ଦ୍ରୁତ ଶିଳ୍ପାୟନ ସମେତ ସହରୀକରଣ ଯୋଗୁଁ ହ୍ରାସ ପାଉଥିବା ଭୂତଳ ଜଳସ୍ତରକୁ ରୋକିବା ସହିତ ଜଳସ୍ତର ବୃଦ୍ଧିପାଇଁ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ସମସ୍ତ ୧୧୫ ପୌରାଞ୍ଚଳ ଅନ୍ତର୍ଗତ ପ୍ରତ୍ୟେକ…
ଭିଜିଲାନ୍ସ ଜାଲରେ ବିଦ୍ୟୁତ୍ ବିଭାଗର କନିଷ୍ଟ ଯନ୍ତ୍ରୀ
ରାୟଗଡରୁ ସରୋଜ କୁମାର ସାହୁ: ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ | ରାୟଗଡ଼ା ଜିଲା ପଦ୍ମପୁର ବିଦ୍ୟୁତ ବିଭାଗ (TPSODL) କନିଷ୍ଟ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ ଭଡ଼ା ଘରେ ଜଣେ ଗ୍ରାହକ ଠାରୁ ଉଠା ଜଳସେଚନ ପ୍ରକଳ୍ପକୁ ଲାଇନ୍ ସଂଯୋଗ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା…
ମାହାଙ୍ଗା ଥାନା ନୂତନ ଆଇଆଇସି ବିଜୟ କୁମାର ମଲ୍ଲିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ମାହାଙ୍ଗା ଥାନାରେ ନୂତନ ଭାବେ ଯୋଗଦେଇଥିବା ଆଇଆଇସି ଶ୍ରୀଯୁକ୍ତ ବିଜୟ କୁମାର ମଲ୍ଲିକ ଙ୍କୁ ପଣସପୁର ପଞ୍ଚାୟତର ସରପଞ୍ଚ ଚିନ୍ମୟ ସାମନ୍ତରାୟଙ୍କ ନେତୃତ୍ୱରେ ପଞ୍ଚାୟତବାସୀ ଆଇଆଇସିଙ୍କୁ ଭେଟି ପୁଷ୍ପଗଛ ସହ ଉତ୍ତରୀୟ…