Sign in
Sign in
Recover your password.
A password will be e-mailed to you.
ଜମିବାଡ଼ି ବିବାଦକୁ ନେଇ ଦମ୍ପତି ଙ୍କୁ ଏସିଡ ମାଡ଼
(ସତ୍ୟବ୍ରତ ନାୟକ,ଭଦ୍ରକ) ଜିଲ୍ଲା ବାସୁଦେବପୁର ବ୍ଲକ ରାଜଘର ପୋଖରୀ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଜଣେ ଯୁବକ ଦମ୍ପତିଙ୍କ ଉପରେ ଏସିଡ ମାଡ଼ କରିଛନ୍ତି | ଏହି ଏସିଡ ମାଡ଼ରେ ଦମ୍ପତି ଗୁରୁତ୍ୱର ହୋଇ ପ୍ରଥମେ ବାସୁଦେବପୁର ପରେ କଟକ ବଡ଼ମେଡିକାଲ କୁ ସ୍ଥାନାତର ହୋଇଛନ୍ତି | ସୂଚନା…
ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗୀ କରଣ ତଥା ଭୋଟର ତାଲିକା ସଂଶୋଧନ ସମ୍ପର୍କ
ପାରଳାଖେମୁଣ୍ଡି / ବାାଳକୃଷ୍ଣ ପାଣିଗ୍ରାହୀ : ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ୦୧/୦୮/୨୦୨୨ ତାରିଖ ଠାରୁ ୩୧/୦୩/୨୦୨୩ ତାରିଖ ପର୍ଯ୍ୟନ୍ତ ଆଧାର ନମ୍ବର ସହ ଭୋଟର ପରିଚୟ ପତ୍ରର ନମ୍ବରକୁ ସଂଯୋଗୀ କରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁ ଭୋଟର ମାନଙ୍କର ମୂଳ ଭୋଟର…
ଦୁଇ ପରିବାରର ୬ ଅନାଥ ଶିଶୁଙ୍କୁ ପ୍ରଶାସନର ସହାୟତା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବିଭିନ୍ନ ସମ୍ବାଦପତ୍ରରେ ଏବଂ ବୈଦୁତିକ ମାଧ୍ୟମରୁ ଖବର ପାଇଲା ପରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ପିଲାମାନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛି। ଆପଣ ଜାଣିଥିବେ ରାୟଗଡ ପଞ୍ଚାୟତ ସମିତିର କରଡ଼ାସିଙ୍ଗି ପଞ୍ଚାୟତର ନୂଆସାହି…
ୱେବ ଚାନେଲ ର ମାଲିକଙ୍କୁ ଦୁର୍ବ୍ୟବହାର
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ନିଜକୁ ବଡ଼ ସାମ୍ବାଦିକ ବୋଲାଇ ଜଗସିଂହପୁର ଜିଲ୍ଲା ର ଓଟିଭି ର ପ୍ରତିନିଧି ସଂସାଙ୍କ ଶେଖର ପଣ୍ଡା ନିଜର ମାନବିକତା ହରାଇ ୱେବ ଚାନେଲ ର ମାଲିକଙ୍କୁ ଦୁର୍ବ୍ୟବହାର କରିବା ସହିତ ସୋସିଆଲ ମିଡ଼ିଆ ର ବିଭିନ୍ନ ଗ୍ରୁପରେ ମିଲନ ଙ୍କ ନାଁ ରେ ଅପପ୍ରଚାର କରି ଏବେ…
ପଦ୍ମପୁର ରେ ପୋଲିସର ବିରୋଧରେ ଗର୍ଜିଲେ ଆଦିବାସୀ
ପଦ୍ମପୁର:ଥାନା ଅଧିକାରୀ ଆଇନ ଖିଲାପ କରିବା ସହ ସୁପ୍ରିମ କୋର୍ଟ ଜାରି କରିଥିବା ନିର୍ଦ୍ଦେଶନାମା କୁ ଉଲ୍ଲଙ୍ଘନ କରିଥିବା ବିରୋଧରେ ଆଜି ଆଦିବାସୀ ମାନେ ପଦ୍ମପୁର ଥାନା ଘେରାଉ କାରିବା ସହ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ନିୟମ ଅନୁସାରେ କୌଣସି…
ଧରା ପଡିଲେ ଦୁଇ ଅଭ୍ୟାସଗତ ଚୋର ଓ ଲୁଟେରା: ନିଶା ଖାଇ କରୁଥିଲେ ଚୋରି ଓ ଲୁଟ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ପୋଲିସ ଆଜି ଦୁଇ ଜଣ ଅଭ୍ୟାସଗତ ଚୋର ଓ ଲୁଟେରା କୁ ଧରିବାରେ ସଫଳ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ପାଇକମାଲ ମାହାରପଡା ନିବାସୀ ପ୍ରଣୟ ବାଗ ( ସିଧୁ ) , ପି :- ସୁରେଶ ବାଗ ଓ ଜର୍ଜଗଡ଼ ନିବାସୀ ଶିବସଙ୍କର ସାହୁ (ଶିବା) ପିତା '- ଟିକେଲାଲ ସାହୁ କୁ…
ଲେଉଟିଲେ ଅରବିନ୍ଦ :କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ନିଯୁକ୍ତ
ଅଶ୍ୱଥିଙ୍କୁ ଗଣଶିକ୍ଷା, ସଞ୍ଜୟଙ୍କୁ ଗ୍ରାମ୍ୟ ଉନ୍ନୟନ: ଆଉ ବିଷ୍ଣୁପଦଙ୍କୁ ଉଚ୍ଚଶିକ୍ଷା
ଭୁବନେଶ୍ୱର (ଶାସକ ପ୍ରଶାସକ ): ବରିଷ୍ଠ ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ଅଦଳବଦଳ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରିଥିବା ବରିଷ୍ଠ ଆଇଏଏସ ଅଫିସର ଡ଼. ଅରବିନ୍ଦ ପାଢ଼ୀଙ୍କୁ କୃଷି…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପାଟଣାଗଡ ଓ କୁଚିଣ୍ଡାରେ ଖୋଲାଯିବ ନୂଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ
ଭୁବନେଶ୍ୱର: ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ। କୁଚିଣ୍ଡାରେ…
ନିଶାଦ୍ରବ୍ୟ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ ଓ ପରିଚାଳନା କମିଟି ବୈଠକ l
ସୁବର୍ଣ୍ଣପୁର(ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲାରେ ନିଶା ଦ୍ରବ୍ୟର ବ୍ୟବହାର ରେ ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ ଓ ପରିଚାଳନା କମିଟି ବୈଠକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟ ରେ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷ ଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ…
ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ଉତ୍କଳ ସାମ୍ବାଦିକ ସଂଘ
ତୁରନ୍ତ ନିଯୁକ୍ତ ହେବେ ୪ ଡାକ୍ତର; ଅତିଶୀଘ୍ର ମେଡ଼ିକାଲ ସମସ୍ୟାର ସମାଧାନ : ଉପଜିଲ୍ଲାପାଳ
ଭଞ୍ଜନଗର/ନିଲୁ ବିଷୋୟୀ. ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଅଭାବ ଓ ବିଭିନ୍ନ ସମସ୍ୟା ଯୋଗୁଁ ରୋଗୀସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଉତ୍କଳ…