Sign in
Sign in
Recover your password.
A password will be e-mailed to you.
ବିଧାୟକଙ୍କ ଉଦ୍ୟମରେ ସୋହେଲା ରେ ହେବାକୁ ଯାଉଛି ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର
ରାୟପୁର ର ଘରୋଇ ହସ୍ପିଟାଲ ର 25 ରୁ ଅଧିକ ଡାକ୍ତର କରିବେ ସ୍ୱାସ୍ଥ୍ୟ ପରୀକ୍ଷା
ବରଗଡ :- ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଦାସର୍ବଦା ସଚେତନ ରହିଥାନ୍ତି ଏହା ଅନ୍ତତଃ ପଶ୍ଚିମ ଓଡ଼ିଶାର କାହାରିକୁ ଅଛପା ନାହିଁ । ବିଧାୟକ ହେଲା ପରେ…
ସଖୀ ର ଜିଲ୍ଳା ସ୍ତରୀୟ ଦ୍ଵିତୀୟ ଟାକ୍ସ ଫୋର୍ସ ବୈଠକ
ନିର୍ଯାତିତ ମହିଳା ଓ ବାଳିକା ମାନଙ୍କ ସମନ୍ୱିତ ସୁବିଧା ଓ ସହଯୋଗ ର ନିର୍ଭର ଯୋଗ୍ୟ ପରାମର୍ଶ କେନ୍ଦ୍ର :ସଖୀ
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୋନପୁର ଜିଲ୍ଲାସ୍ତରୀୟ ଦ୍ଵିତୀୟ ଟାସ୍କ ଫୋର୍ସ ସଖି ବୈଠକ ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ ) ନିଶି ପୁନମ ମିଞ୍ଜ ଙ୍କ ଅଧ୍ୟକ୍ଷତା ରେ…
ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡ଼ି ରେ ଯୋଗଦାନ କଲେ ବିଜେପି କର୍ମୀ
ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ): ମାହାଙ୍ଗା ବ୍ଲକ ଅଂଚଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ତଥା ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉନ୍ନୟନମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାହାଣିଆ ଗ୍ରାମପଂଚାୟତ କାଳିଅଂଟିି ଗ୍ରାମର ୧୦ରୁ…
ରୋଟାରୀ କ୍ଲବ ଆନୁକୂଲ୍ୟରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ
ନୟାଗଡ ( ବିଶ୍ୱଜିତ ନାୟକ ) – ନୟାଗଡ଼ ରୋଟାରୀ କ୍ଲବ ଆନୁକୂଲ୍ୟରେ ବରିଷ୍ଠ ରୋଟାରୀଆନ ସୁବୋଧ୍ୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ସଭାପତି ପ୍ରବିର କୁମାର ପୃଷ୍ଟି , ସମ୍ପାଦକ ବାସୁଦେବ ସାହୁ ,…
ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ରାଉରକେଲା ଗସ୍ତ
ସୁନ୍ଦରଗଡ଼ ଜିଲ୍ଲାରେ ଏମଏସଏମଇ ସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଭିତ୍ତିକ ଉଦ୍ୟୋଗର ବିକାଶ କରାଯାଇ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ନିର୍ଦ୍ଦେଶ
ରାଉରକେଲାରେ କ୍ରୀଡ଼ା ଭିତ୍ତିଭୂମିର ଅନୁଧ୍ୟାନ, ଓଏସଏପି କ୍ୟାମ୍ପସରେ କଲ୍ୟାଣ ମଣ୍ଡପର ଉଦଘାଟନ
ରାଉରକେଲା/ବସନ୍ତ ଜେନା:…
ଭଞ୍ଜନଗର ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର
ଭଞ୍ଜନଗର/ନିଲୁ ବିଷୋୟୀ : ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ୍ରମେ ତଥା ଭଞ୍ଜନଗର ପଞ୍ଚାୟତ ସମିତି ସୌଜନ୍ୟରେ ସହରର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏନଏସି ନଗରପାଳ…
ରାଜଵୋଡାସମ୍ବର ସମିତି ସଭ୍ୟ ସଂଘର ବୈଠକ ଅନୁଷ୍ଠିତ ।
ପଦ୍ମପୁର- ରାଜଵୋଡାସମ୍ବର ବ୍ଲକ ବୁଡାମାଲ ପଂଚାୟତ କାର୍ୟଳୟରେ ବ୍ଲକର ସମିତି ସଭ୍ୟ ସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ତଥା ମେଳଛାମୁଣ୍ଡା ସମିତି ସଭ୍ୟ ଠାକୁର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହାଙ୍କ…
ଜଗତସିଂହପୁର ଜିଲ୍ଲା ପୋଷ୍ଟ ଅଫିସର “ହର ଘର ତ୍ରିରଙ୍ଗା” ଅଭିଯାନରେ ସାମିଲ ହେବାକୁ ଅନୁରୋଧ
ଜଗତସିଂହପୁର ଜିଲ୍ଲାକୁ ସୁକନ୍ୟା ସମୃଦ୍ଧି ଯୋଜନାରେ ସମଗ୍ର ରାଜ୍ୟରେ ତଥା ଦେଶରେ ପ୍ରଥମ ଜିଲ୍ଲା ଭାବେ ପରିଗଣିତ କରିବାକୁ ସମଗ୍ର ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ଆହ୍ୱାନ
ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମଧ୍ୟ୍ୟରେ…
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ର ପରାମର୍ଶଦାତା କମିଟିକୁ ମନୋନୀତ ହେଲେ ସାଂସଦ ମାନସ ମଙ୍ଗରାଜ
ନୂଆଦିଲ୍ଲୀ : ବିଜେଡି ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଆଉ ଏକ ଗୁରୁ ଦାୟିତ୍ୱ ମିଳିଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଇଁ ଉଦ୍ଦିଷ୍ଟ ପରାମର୍ଶଦାତା କମିଟିକୁ ସଦସ୍ୟ ଭାବେ ମନୋନୀତ ହେଲେ ସାଂସଦ ଶ୍ରୀ ମଙ୍ଗରାଜ । ଏହି ନୂତନ ଦାୟିତ୍ୱ ପାଇବା ପରେ ଏହାର ସମସ୍ତ ଶ୍ରେୟ…
ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ନିଜସ୍ୱ ଅର୍ଥ ରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଦରଦୀ ବନ୍ଧୁ ସାଜି ୨୫ ଜଣ…
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ଦିବ୍ୟାଙ୍ଗମାନଙ୍କ ପାଇଁ ସୁଖ, ଦୁଃଖ , ଦରଦୀ ବନ୍ଧୁ ସାଜି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୁର୍ବତନ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ତାଙ୍କ ନିଜସ୍ୱ ଅର୍ଥରୁ ୨୫ ଜଣ ଦିବ୍ୟାଙ୍ଗ ମାନଙ୍କୁ…