ଛତିଶଗଡ଼ ଚାଲାଣ ହେଉଥିବା ଚାଉଳ ବୋଝେଇ ମିନି ଟ୍ରକ ଜବତ

୨୦ ହଜାର ଟଙ୍କା ବଲାଙ୍ଗୀର ବାଣିଜ୍ୟ କର ବିଭାଗ ଦ୍ଵାରା ଜରିମାନା ଆଦାୟ ପରେ ମିନି ଟ୍ରକ କୁ ଛାଡିଲା ଡୁଙ୍ଗୁରିପାଲି ପୋଲି ଡୁଙ୍ଗୁରିପାଲି : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାରେ ଛତିଶଗଡ଼ ଚାଲାଣ ହେଉଥିବା ଚାଉଳ ବୋଝେଇ ମିନି ଟ୍ରକ ଜବତ ଘଟଣାର ଚାଲାଣ କରୁଥିବା ମାଲିକ ଙ୍କ ଉପରେ ୨୦…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ( ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ…

ଗୋପେଶ୍ଵର ବୋଲବମ ସଂଘ ପକ୍ଷ ରୁ ବୋଲବମ ଶୋଭାଯାତ୍ରା

ହାଟଡ଼ିହି (ମକର ଧ୍ୱଜ ଯେନା):  ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଅନ୍ତର୍ଗତ ଗୋପ ଗ୍ରାମର ବୋଲବମ ଭକ୍ତମାନେ ରବିବାର ଦିନ ମୁଗୁପୂର ନିକଟସ୍ଥ ବାଲିଘାଟ ରୁ ଜଳ ଉଠାଇ ଗୋପ ଗ୍ରାମ ନିକଟସ୍ଥ ଗୋପେଶ୍ଵର ମନ୍ଦିର ରେ ଆଜି ଜଳ ଢାଳିଲେ । କରୋନା ମହାମାରୀ ଯୋଗୁ ୨ ବର୍ଷ ହେଲା ବୋଲବମ ଯାତ୍ରା ବନ୍ଦ…

‘ମୋ କଲେଜ’ ଅଭିଯାନ ଅଧୀନରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍’ କାର୍ଯ୍ୟକ୍ରମ

ବାଣିଜ୍ୟ ବିଭାଗରେ ଇ-ଲାଇବ୍ରେରି ଓ କମ୍ପ୍ୟୁଟର ଲ୍ୟାବର ଉଦଘାଟନ କଲେ ଆକାଶ ଦାସନାୟକ ଭୁବନେଶ୍ୱର/ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରବିବାର ଦିନ ଏକ ‘ଆଲୁମିନ ମିଟ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ଭୁଲିଗଲେ ମାନବିକତା: ନିରୀହ ଯୁବକ ଙ୍କୁ ଉଲଗ୍ନ କରି ମାଡ

ଉମରକୋଟ ରୁ ଜିତେନ୍ଦ୍ର ମହାନ୍ତି: ଭୁଲିଗଲେ ମାନବିକତା । ଜଣେ ଯୁବକଙ୍କୁ ରାସ୍ତାରେ ହାତ ବାନ୍ଧି ଅମାନବିକ ଭାବେ ମାଡ଼ ମାରିଛନ୍ତି କେତେକ ଯୁବକ । ଯଦି ଜଣେ କିଛି ଭୁଲ କରିଛି ଓ ଅନ୍ୟ କିଛି ସନ୍ଦେହ ରହିଛି ତେବେ ପୋଲିସ ଓ ଆଇନର ଆଶ୍ରୟ ନେଇ ପାରିବ । ସତେ ଯେମିତି କିଛି ବଡ଼ ଭୁଲ କଲା ଭଳି…

କୁଜଙ୍ଗ ବ୍ଲକଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,/ସୁମନ୍ତ କୁମାର ଦାସ; ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁଜଙ୍ଗ ବ୍ଲକଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଶିବିରରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l…

ସ୍ବର୍ଗତଃ ମହେଶ ପାଢ଼ୀ ସ୍ମାରକୀ ସମାରୋହ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ବର୍ଗତଃ ମହେଶ ପାଢ଼ୀ ସ୍ମାରକୀ ସମାରୋହ ପୁରସ୍କାର ବିତରଣ ଉତ୍ସବ ସୋମବାର ଦିନ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇ ଯାଇଛି। ସ୍ବର୍ଗତଃ ମହେଶ ପାଢ଼ୀ ପରିବାର ଓ ପୁରାତନ ଛାତ୍ର ସଂସଦ ଆନୁକୁଲ୍ୟ ଓ…

ରାସ୍ତା ନ ଥିବାରୁ ୩ କିମି ଘାଟି ରାସ୍ତାରେ ଦୋଳା କରି ବୁହା ହେଲେ ରୋଗୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭଲ ରାସ୍ତା ନ ଥିବାରୁ ଗାଁରେ ପହଞ୍ଚି ପାରିଲାନି ୧୦୮ ଆମ୍ବୁଲାନ୍ସ। ଫଳରେ ବାଧ୍ୟ ହୋଇ ୩ କିମି ପାହାଡିଆ ଘାଟି ରାସ୍ତାରେ ରୋଗୀକୁ ଭାରରେ ବୋହି ମୋହନା ଗୋଷ୍ଠୀ ସ୍ୱାସ୍ଯୁ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ଗାଁ ଲୋକେ। ଏଭକି ଏକ ଘଟଣା ପୁଣି ଥରେ…

ଘର ବିବାଦ ପାଇଁ ଗୁଳିକାଣ୍ଡ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସଦର ଥାନା ତରଡ଼ାପଡା ବ୍ଲକ ମଜୁରାଇଠାରେ ଗୁଳିକାଣ୍ଡ l ଗୁଳିକାଣ୍ଡରେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି l ଗୁରୁତରମାନେ ହେଲେ ମଜୁରାଇ ଗ୍ରାମର ପ୍ରୀତବାସ ଦାସ ଓ ଅଭିନାଶ ଦାସ l ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ…

ସାମ୍ବାଦିକ ଓ ତାଙ୍କ ପରିବାର କୁ କୋଭିଡ ପ୍ରିକସନାରୀ ଡୋଜ ଟୀକା ପ୍ରଦାନ

ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଗୋପବନ୍ଧୁ ସ୍ୱାସ୍ଥ୍ୟ ବିମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଓ ତାଙ୍କ ପରିବାର କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଓ ପାରାଦୀପ ବିଜୁ ମେମୋରିଆଲ ହସ୍ପିଟାଲ ରେ…