ପ୍ରଦୀପ ଦଲାଇ ଙ୍କ ରିପୋର୍ଟ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ରାଉତପରଡି ଗୁଡା ଗାଁର ଯୁବକ ମହୁମାଛି ଆକ୍ରମଣ ରେ ଗୁରୁତରହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି ।ଆଜି କିଛି ଯୁବକ ମିଶି ରାଉତପରଡି ଗୁଡା ଗାଁରୁ ନିକଟସ୍ଥ ଜଙ୍ଗଲକୁ କାଠ ସଂଗ୍ରହ କରିବାପାଇଁ ଯାଇ ଫେରୁଥିବା ବେଳେ ଜଙ୍ଗଲରେ ହିଁ ଚିନ୍ତାମଣୀ କୁଲେସିକା କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା ।ସାଙ୍ଗରେ ଯାଇଥିବା ସାଥି ମାନେ ଦେଖି ଚିନ୍ତାମଣି କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ୧୦୮ଆମ୍ବୁଲାନ୍ସ କୁ ସୂଚନା ଦେଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ଏଠାରେ ଡାକ୍ତର ସଂଗ୍ରାମ କେଶରୀ ନିମାଲ ଚିକିତ୍ସା ଚଲାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.