Sign in
Sign in
Recover your password.
A password will be e-mailed to you.
ନାଚୁଣି ପଞ୍ଚାୟତରେ ନୂତନ ମିଶନ ଶକ୍ତି ଗୃହ ଉଦଘାଟନ
ଚିଲିକା /ଖୋର୍ଦ୍ଧା(ସେକ କୌଶର):ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ଅନ୍ତର୍ଗତ ନାଚୁଣି ପଞ୍ଚାୟତରେ ଆରମ୍ଭ ହେଲା ମିଶନ ଶକ୍ତି ଗୃହ ଉଦଘାଟନ । ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ମା ମାନେ ସରକାଙ୍କ ଋଣ ନେଇ ବିଭିନ୍ନ ଉପାୟରେ ହେଉଛନ୍ତି ସ୍ୱାବଲମ୍ଭି। ସେହିଭଳି ଆଜି ଏସଜି ଗ୍ରୁପର ନାଚୁଣି…
ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ
ପଦ୍ମପୁର: ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁରର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀଯୁକ୍ତ କାଳୀଚରଣ ଦୁବେଙ୍କ ସଭାପତିତ୍ୱରେ ଅନୁଷ୍ଠାନର ୫୭ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ…
ସ୍ଥାନୀୟ ଲୋକଙ୍କ ଦ୍ଵାରା ରାସ୍ତା ରୋକ
ଭଦ୍ରକ, ସୀତାକାନ୍ତ ପାଢ଼ୀ :-ଡିବିଏଲ କମ୍ପାନୀ ର ମନମୁଖୀ କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ଦ୍ଵାରା ରାସ୍ତା ରୋକ |ଭଦ୍ରକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥରଜ ଗେଲପୁର ଛକ ନିକଟରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରଯାଇଥିଲା। ଦୀର୍ଘ ସମୟ ଧରି ଜାତୀୟ ରାଜପଥରେ ଗାଡି…
‘ରେଡ୍ବ୍ଲୁ ରିଭଲ୍ୟୁସନ’ ଜରିଆରେ ପ୍ରଥମଥର ଭାରତର ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍କୁ ମିଳିବ ଏକ ନିର୍ଦିଷ୍ଟ ପରିଚୟ
ଭାରତରେ ଆର୍ଥିକ ସ୍ୱାଧୀନତା ଆଣିବା ଲାଗି ଭାରତର ୭୫ତମ ସ୍ୱାଧୀନତା ଦିବସ ଅବସରରେ ରେଡ୍ବ୍ଲୁ ରିଭଲ୍ୟୁସନର ଶୁଭାରମ୍ଭ କରାଯାଇଛି
ଲାଲ ରଙ୍ଗ ହେଉଛି ଅଭିବୃଦ୍ଧି ଓ ଶକ୍ତି ଏବଂ ନୀଳ ହେଉଛି ସୁରକ୍ଷା ଓ ବିଶ୍ୱାସର ପ୍ରତୀକ
ଭୁବନେଶ୍ୱର: ଚଳିତ ବର୍ଷ ସ୍ୱାଧୀନତାର ୭୫ତମ ବର୍ଷ…
ଆଇପିଏସ ସ୍ତରରେ ଅଦଳବଦଳ
ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ବରିଷ୍ଠ ଆଇପିଏସ ଅଫିସର ଯତୀନ୍ଦ୍ର କୋଏଲଙ୍କୁ ରାଜ୍ୟ ସରକାର ଆଇଜି ପ୍ରୋଭିଜନିଙ୍ଗ ଭାବେ ଅବସ୍ଥାପିତ କରିଛନ୍ତି | ସେହିପରି ଆଇଜିପି (ଆଇନ ଶୃଙ୍ଖଳା) ଭାବେ କାର୍ଯ୍ୟରତ ବରିଷ୍ଠ ଆଇପିଏସ ଅଫିସର ପ୍ରବୀଣ କୁମାରଙ୍କୁ ଆଇଜିପି (ପର୍ଶନେଲ )…
ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ଗାଁ ବାସିନ୍ଦା।
ଖସି ପଳାଇଲେ ଦୁଇ ପୁଅ
କାଶୀପୁରରୁ ବୈକୁଣ୍ଠ ଦୁରିଆ : ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ଗାଁ ବାସିନ୍ଦା। ଖାସି ପଳାଇଲେ ଦୁଇ ପୁଅ। ଏପରି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡୁଦୁକାବାହାଲ ପଞ୍ଚାୟତ ଟିଟିଗୁଡା ଗାଁରୁ, ସୂଚନା ଅନୁସାରେ ଦଇ ମାଝି ସ୍ତ୍ରୀ ଓ ଦୁଇ…
ଐତିହାସିକ ବାରବଖରାରେ ନିର୍ମାଣ ହେବ ପର୍ଯ୍ୟଟକ ସୁବିଧା କେନ୍ଦ୍ର ଓ ଭବ୍ୟ ଶିଶୁ ଉଦ୍ୟାନ
ବରଗଡ :- ଐତିହାସିକ ମହତ୍ୱ ରଖୁଥିବା ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟ ରେ ରହିଛି ଐତିହାସିକ ପୀଠ ବାରବଖରା । ପ୍ରତେକ ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖାରେ ପର୍ଯଟକ , ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଓ ପ୍ରକୃତିର କୋଳରେ କିଛି ସମୟ ଅତିବାହିତ…
ଜଗଦଲପୁର ଆମ ପୋଲିସ ସମିତି ବୈଠକl
ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜଗଦଲପୁର ଥାନା ଅଧିକାରୀ ସୁଶମା କୁଅଁର ଅଧ୍ୟକ୍ଷତା କରିଥିଲେ l ଅନୁଷ୍ଠିତ ସଭା ରେ ଏ ଏସ ଆଇ ଜଗବନ୍ଧୁ ନାୟକ, ପ୍ରଦୀପ ପାଣି, ଜିତେନ୍ଦ୍ର ଦାଶ, ଜଗଦଳପୁର…
ବି.କେ.ଆର୍ଟ କଲେଜର ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ
ପ୍ରଦର୍ଶିତ ଚାରୁକଳା ଅତ୍ୟନ୍ତ ମନୋମୁଗ୍ଧର ଓ ଆକର୍ଷଣୀୟ–ସଂସ୍କୃତି ମନ୍ତ୍ରୀ ଶ୍ରୀ ପାତ୍ର
ଭୁବନେଶ୍ୱର: ‘କଳା’ହେଉଛି କାଳଜୟୀ। କଳାର ବିକାଶ ଅନ୍ୟମାନଙ୍କୁ ମାର୍ଗଦର୍ଶନ କରିବାରେ ପ୍ରେରଣା ଯୋଗାଏ।କଥାର ଚାତୁରୀ ଭଳି ଶିଳ୍ପୀ ତା’ର କଳାର ଚାତୁରୀରେ ଅତି ସୁନ୍ଦର ଚାରୁକଳା ଅଙ୍କନ କରିପାରେ।…
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ସୂର୍ଯ୍ୟ ଦେଓଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବିଶିଷ୍ଟ ସିନେ ସମୀକ୍ଷକ ତଥା ଲେଖକ ଶ୍ରୀ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବୁଧବାର ସମ୍ବଦ୍ଧି ର୍ତ କରାଯାଇଛି । ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୦ ନିମନ୍ତେ ଶ୍ରୀ ଦେଓଙ୍କ ଦ୍ୱାରା ଲିଖିତ…