Sign in
Sign in
Recover your password.
A password will be e-mailed to you.
ପୋଖରୀରେ ବୁଡି ଶିଶୁ କନ୍ୟା ମୃତ
ଭଦ୍ରକ/ସୀତାକାନ୍ତ ପାଢ଼ୀ : ପୋଖରୀରେ ପଡିଯାଇ 8 ମାସ ର ଶିଶୁ କନ୍ୟା ମୃତ ଘଟିଛି | ମୃତ ଶିଶୁ କନ୍ୟା ଜଣକ ଭଦ୍ରକ ସହର ଉପକଣ୍ଠ ଉପର ବାଗୁରାଇ ଅଞ୍ଚଳର ହୋଇଥିବା ସୂଚନା ମିଳିଛି |ଭଦ୍ରକ ଉପର ବାଗୁରାଇ ସ୍ଥିତ ଫିସରୀ ବନ୍ଧ ଉପରେ ଶିଶୁ ଟି ଆଜି ସକାଳେ ଖେଳୁଥିବା ସମୟରେ ପୋଖରୀ ଭିତରକୁ ଖସି…
ଉନ୍ମୋଚନ ହେଲା ଓଡିଶା ପଲିଟେକ୍ନିକ୍ ରାଙ୍କ
ଭୁବନେଶ୍ୱର,: ରାଜ୍ୟର ଉଭୟ ସରକାରୀ ଏବଂ ବେସରକାରୀ ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନମାନଙ୍କର ରାଙ୍କିଙ୍ଗ୍ ପ୍ରକାଶ ପାଇଛି । ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ପରିଷଦରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ…
ଅନାଥଙ୍କ ନାଥ ସ୍ୱୟଂ ଜଗନ୍ନାଥ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାକୃତିକ ଦୁର୍ବିପାକ ଏବଂ ଦୈବ ସିନା ସହିଲାନି , ପିଲାମାନଙ୍କ ଠାରୁ ବାପା ଓ ମାଙ୍କୁ ନେଇଗଲା କିନ୍ତୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ କିନ୍ତୁ ପିଲାମାନଙ୍କୁ ବାପା ମାଁ ର ସ୍ନେହ , ମମତା ,…
ଜିଲ୍ଲାର ସମସ୍ତ ଶିଶୁଙ୍କୁ ପରିବାର ଦେବା ପାଇଁ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଶିଶୁଙ୍କୁ ପରିବାର ଦେବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ମୁଖ୍ୟ ଉଦ୍ଦେଶ୍ୟ…
ନ୍ୟାୟ ପାଇଁ ଏସ୍ପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ତଦନ୍ତ ଶୂନ୍ୟ l ନ୍ୟାୟ ପାଇଁ ଶତାଧିକ ଲୋକଙ୍କୁ ଏସ୍ପି ଅଫିସ ନିକଟରେ ଧାରଣା l ସୂଚନା ଅନୁଯାଇ ଗତ 27 ତାରିଖ ବିଳମ୍ବିତ ରାତ୍ରି ସମୟରେ ରଘୁନାଥପୁର ଥାନା ଅନ୍ତର୍ଗତ ବଣିକୁନ୍ଦ ଗ୍ରାମର କାହ୍ନୁ ଚରଣ ସ୍ୱାଇଁ ଓ…
ନିମ୍ନ ମାନର ଖାଦ୍ୟ ଯୋଗାଣ ର ପଦକ୍ଷେପ ପାଇଁ ଯୁବ କଂଗ୍ରେସ ପକ୍ଷ ରୁ ଦାବିପତ୍ର ପ୍ରଦାନ।
ବାସୁଦେବପୁର/ପ୍ରତାପ ପାଢ଼ୀ - କିଛି ଦିନ ଧରି ବାସୁଦେବପୁର ରେ ପୌର ପରିଷଦ ର ବିଭିନ୍ନ ବିଦ୍ୟାଳୟ ମାନଙ୍କ ରେ ଦେଖିବାକୁ ମିଳୁଛି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ। ବିଦ୍ୟାଳୟ କୁ ଆସୁଥିବା ମଧ୍ୟାହ୍ନ ଭୋଜନ ନିମ୍ନ ମାନର, ପୋକ ଜୋକ ବାହାରୁ ଥିବାର ଅଭିଯୋଗ କରି କିଛି ବିଦ୍ୟାଳୟ ରୁ ଅଭିଭାବକ…
ଦିବ୍ୟାଙ୍ଗ ମାନଙ୍କ ପାଇଁ ଦେବଦୂତ ସାଜିଲେ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା: ନିଜସ୍ୱ ପାଣ୍ଠି ରୁ ୧୫ଜଣ…
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ଉତ୍ତମ ନିଆରା ଚିନ୍ତାଧାରା ନେଇ ସତେଯେପରି ସମସ୍ତଙ୍କ ପାଇଁ ଦେବଦୂତ ସାଜି ଆଜି ପୁର୍ବତନ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ତାଙ୍କ ନିଜସ୍ୱ ପାଣ୍ଠିରୁ ୧୫ ଜଣ ଦିବ୍ୟାଙ୍ଗ ମାନଙ୍କୁ…
ଭଞ୍ଜନଗର ମେଡ଼ିକାଲରେ ଥିବା ବିଭିନ୍ନ ସମସ୍ୟାକୁ ସମାଧାନ ଦାବିରେ ମେଡ଼ିକାଲ ସମ୍ମୁଖରେ ଧାରଣା I
ଭଞ୍ଜନଗର/ନିଲୁ ବିଷୋୟୀ : ଗତ ଏକ ସପ୍ତାହ ପୂର୍ବରୁ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ୨୪ ଡ଼ାକ୍ତର ବଦଳରେ ୧୨ ଡ଼ାକ୍ତର, ଡ଼ାକ୍ତର ଅଭାବ ସତ୍ତ୍ୱେ ତିନି ଡ଼ାକ୍ତରଙ୍କୁ ଅନ୍ୟତ୍ର ବଦଳି,୩୦ ଜଣ ସେବିକା ବଦଳରେ ମାତ୍ର ୧୩ ଜଣ ସେବିକା ଥିବା ଅଭିଯୋଗ ସହିତ ରକ୍ତ…
କବି ଓ ସୁଦକ୍ଷ ପ୍ରଶାସକ ଶ୍ରୀ ବିଷ୍ଣୁପଦ ସେଠୀଙ୍କଅନୁବାଦ କବିତା ପୁସ୍ତକ “ରଜନୀର ସଙ୍ଗୀତ ଓ ଅନ୍ୟାନ୍ୟ କବିତା”ର…
ଭୁବନେଶ୍ୱର (ଶାସକ ପ୍ରଶାସକ) : ମଣିଷ ଅସୀମ । କବିତ।ରେସେହି ଅସୀମତ।କୁ ଆହ୍ବାନ କରୁଥିବା ଚେତନା ଥିଲେ ହିଁ ମଣିଷର ପ୍ରତିଟି ପ୍ରାଣକୁ ସଞ୍ଚରି ଥାଏ । ବରିଷ୍ଟ ପ୍ରଶାସକ ତଥା କବି ବିଷ୍ଣୁପଦ ସେଠୀଙ୍କ ଅନୁଦିତ କବିତା ପୁସ୍ତକ “ରଜନୀର ସଙ୍ଗୀତ ଓ ଅନ୍ୟାନ୍ୟ କବିତା” ପୁସ୍ତକ ରେ ସେହି ଅସୀମ…
ବାଲ୍ୟବିବାହ ବିରୋଧରେ ଶପଥ ନେଲେ ଛାତ୍ରଛାତ୍ରୀ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ବାଲ୍ୟବିବାହ ବିରୋଧରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଓଡ଼ଗାଁ ବ୍ଲକ ସାକେରି ପଞ୍ଚାୟତ ରାହାସ ବିଦ୍ୟାପୀଠ ଠାରେ ପ୍ରଧାନ ଶିକ୍ଷକ ରଘୁନାଥ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସୋମବାର ଦିନ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…