ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଝାଡା ବାନ୍ତି ମୃତ୍ୟୁ ସଂଖ୍ୟା ସରକାରୀ ଆଉ ବେସରକାରୀ ହିସାବରେ ତାଳ ମେଳ ନାହିଁ

କାଶୀପୁର ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଝାଡାବାନ୍ତି ମୃତ୍ୟୁ ସଂଖ୍ୟା ପ୍ରଶାସନ ଲୁଚଉଥିବା ଅଭିଯୋଗ |ସରକାରୀ ସ୍ତରରେ ମୃତ୍ୟୁ ସଂଖ୍ୟା ସହିତ ବେସରକାରୀ ସ୍ତରରେ ମୃତ୍ୟୁ ସଂଖ୍ୟାର ତାଳ ମେଳ ରହୁନାହିଁ |କାଶୀପୁର ବ୍ଲକରେ ପ୍ରାୟ ଦୁଇମାସ ଧରି ହଇଜା କଲବଲ କରୁଥିବା ବେଳେ ଦଶ ଦିନ ଧରି…

କେବଳ ମେଣ୍ଟାଲ କଂକ୍ରିଟରେ ଚାଲିଛି ଗାର୍ଡ ୱାଲ ନିର୍ମାଣ

ଓଡ଼ଗାଁ,୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ୍ ଭାଡିକିଳା ପଞ୍ଚାୟତ ପାଖ ପୋଖରୀର ଗାଡଓ୍ବାଲ ନିର୍ମାଣ ପାଇଁ ଗ୍ରାମବାସୀମାନେ ବାରମ୍ଭାର ଦାବିକରି ଆସୁଥିବା ବେଳେ କେବଳ ମେଟାଲ କଂକ୍ରିଟରେ ନିର୍ମାଣ ହେଉଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଉକ୍ତ ସ୍ଥାନରେ ଗାର୍ଡ଼ଓ୍ୟାଲ…

ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ବ୍ଲକ ସ୍ତରୀୟ ଚୟନ ଓ ପରାମର୍ଶ ଶିବିର

ଭଞ୍ଜନଗର : ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଦିନଦୟାଲ କୌଶଲ୍ୟ ଯୋଜନା ବ୍ଲକ ସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ ଓ ବିଡ଼ିଓ ଶଶୀ ଭୂଷଣ ମହାପାତ୍ର ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ । ଏଥି ସହିତ…

ପଞ୍ଚାୟତ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରୁନି ବ୍ଳକ ପ୍ରଶାସନ

ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଭଞ୍ଜନଗର ବ୍ଳକର ୧୧ ସରପଞ୍ଚ ଓ ସମିତି ସଭ୍ୟ ଭଞ୍ଜନଗର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟ ହାସଲ କରିଥିବା ଭଞ୍ଜନଗର ବ୍ଳକର ୧୧ ଗୋଟି ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ରେ ବ୍ଳକ ପ୍ରଶାସନ…

ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ “ମହଙ୍ଗାଇ ପର ଚର୍ଚ୍ଚା କାର୍ଯ୍ୟକ୍ରମ”

ଜଗତସିଂହପୁର/ସୁମନ୍ତ କୁମାର ଦାସ: ପେଟ୍ରୋଲ, ଡିଜେଲ୍, ଇନ୍ଧନ ଗ୍ୟାସ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ତଥା ଉତ୍କଟ ବେକାରୀ ସମସ୍ୟା ବିରୋଧରେ "ମହଙ୍ଗାଇ ପର ଚର୍ଚ୍ଚା କାର୍ଯ୍ୟକ୍ରମ" ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ସଭାପତି ନଟବର ବାରିକଙ୍କ…

ବରିକେଳ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପରିବେଶ ସଚେତନତା କାର୍ଯ୍ୟକ୍ରମ।

ପଦ୍ମପୁର:  ପଦ୍ମପୁର ବ୍ଳକ୍ ଅନ୍ତର୍ଗତ ବରିକେଳ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ ସଭାପତି ତ୍ବ କରି ସଭା ପରିଚାଳନା  କରିଥିଲେ ।ଏହି କାର୍ଯ୍ୟକ୍ରମ ରେ…

ଯୌତୁକ ଦାବୀ କରି ବୋହୁକୁ ମାରିଦେଲେ

ଭଦ୍ରକ, ସୀତାକାନ୍ତ ପାଢ଼ୀ -:ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ଗ୍ରାମରେ ଯୌତୁକ ପାଇଁ ନବ ଵିଭାହିତା ମହିଳା ଙ୍କୁ ଶଶୁର ହତ୍ୟା କରିଥିବା ଅଭିଯୋଗ ହୋଇଛି Iସୂଚନା ଅନୁଯାଇ ଯାଜପୁର କୁଆଖିଆ ବରଜଙ୍ଗ ଅଂଚଳ ର ଲଷ୍ମୀଧର ଦଳାଇ ଙ୍କ ଝିଅ ପ୍ରିୟଙ୍କା ଦଳାଇ ଗତ ଜୁନ 7 ରେ ବୈଦିକ ରୀତିରେ…

ଭଞ୍ଜନଗର କୋର୍ଟର ନୂତନ କୋଠା ଓ ଜଗନ୍ନାଥପ୍ରସାଦ ଜେଏମ୍‌ଏଫ୍‌ସି କୋର୍ଟ ଆରମ୍ଭ

କାର୍ଯ୍ୟକ୍ରମ ତଦାରଖ ନେଇ ଜିଲ୍ଲା ଜଜ୍‌ଙ୍କ ଗସ୍ତ ଭଞ୍ଜନଗର/ନିଲୁ ବିଷୋୟୀ: ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟର ନୂତନ କୋଠା ନିର୍ମାଣ କରାଯିବ। ଏଥିନେଇ ଜମି ଚିହ୍ନଟ ଠାରୁ ଆରମ୍ଭ କରି ଅର୍ଥ ମଞ୍ଜୁର ହୋଇ ସାରିଥିବା ବେଳେ ଆସନ୍ତା ୩୧ ତାରିଖ ଦିନ ଉଚ୍ଚ ନ୍ୟାୟାଳୟର ମୁଖ୍ୟ…

ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ସୋଆ ଏବଂ ସିଫା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇସିଏଆର୍‌-ସେଂଟ୍ରାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ରେଶ୍‌ୱାଟର୍ ଆକ୍ୱାକଲ୍‌ଚର୍ (ସିଫା) ମଧ୍ୟରେ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ ଓ ଗବେଷଣା ନିମନ୍ତେ ବୁଧବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ହର୍ବାଲ୍ ବାୟୋମେଡିସିନ୍‌ସ,…

ସୋଆରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ଉପଲକ୍ଷେ ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତା

ଭୁବନେଶ୍ୱର : ସୋମବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନ୍ସସେସ୍‌ରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ଉପଲକ୍ଷେ ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ସମାପନ ଉତ୍ସବରେ ସୋଆର ଉପ-କୁଳପତି ପ୍ରଫେସର…