ନଗର ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ସହରାଚଂଳ ଉନ୍ନୟନ ସଂସ୍ଥା (ସୁଡା)ର ନୂତନ ୱେବ ପୋର୍ଟାଲ ଉଦ୍‌ଘାଟିତ

ଭୁବନେଶ୍ୱର - ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଆଜି ନଗରଉନ୍ନୟନ ବିଭାଗ ଅଧିନସ୍ଥ ସହରାଚଂଳ ଉନ୍ନୟନ ସଂସ୍ଥା ପରିଦର୍ଶନ କରିଥିଲେ । ଏହି ଅବସରରେ ସହରାଚଂଳ ଉନ୍ନୟନ ସଂସ୍ଥାର ନୂତନ ପୋର୍ଟାଲ ଉଦ୍‌ଘାଟନ କରିବା ସହିତ ସଂସ୍ଥା ତରଫରୁ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ଓ…

ମଦ୍ୟପାନ ଯୋଗୁଁ ବର୍ଷକୁ ପୃଥିବୀରେ ୩୦ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି

PHOTO FROM NET ଭୁବନେଶ୍ୱର : ମଦ୍ୟପାନ ଯୋଗୁଁ ପ୍ରତିବର୍ଷ ପୃଥିବୀରେ ପ୍ରାୟ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି । ଏହା ସବୁ ମୃତ୍ୟୁର ପ୍ରାୟ ୫.୩ ପ୍ରତିଶତ । ତେଣୁ ମଦ୍ୟପାନ ଅଭ୍ୟାସକୁ ହ୍ରାସ କରିବା ପାଇଁ ସମସ୍ତ ପ୍ରଚେଷ୍ଟା ଆବଶ୍ୟକ ବୋଲି ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ଡକ୍ଟର…

ଆଶାୟୀ ନିରାଶ, ସୁରେଶଙ୍କ ମୁହଁରେ ହସ

ପୁଣି ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଭୁବନେଶ୍ୱର (ଶାସକ ପ୍ରଶାସକ): ଅନ୍ୟ କୌଣସି ବରିଷ୍ଠ ଅଧିକାରୀ ମୁଖ୍ୟ ଶାସନ ସଚିବ ପଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭରସା ଜିତିବାରେ ସକ୍ଷମ ହୋଇନାହାନ୍ତି |  ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ମୁଖ୍ୟ ଶାସନ ସଚିବ ପଦ ପାଇଁ ଦାବିଦାର ଥିବା…

ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ହେଲେ ଶୁଭ୍ରଜିତ

ଭୁବନେଶ୍ୱର,(ଶାସକ ପ୍ରଶାସକ): ସାଧାରଣ ନିର୍ବାଚନକୁ ଲକ୍ଷ୍ୟ କରି ବିଜୁ ଜନତା ଦଳ ତାର ବିଭିନ୍ନ ସଂଗଠନକୁ ସୁଦୃଢ କରିବାରେ ଲାଗିଛି । ନିକଟରେ ଯୁବ ସଙ୍ଗଠନକୁ ପୁନର୍ଗଠିତ କରିଥିବ ବେଳେ ଛାତ୍ର ସଙ୍ଗଠନକୁ ନୂଆ ରୂପ ଦେଇଛି ବିଜେଡି | ଯୁବ ଛାତ୍ରଙ୍କୁ ଗୁରୁତ୍ବଦେଇ ସେମାନଙ୍କୁ ସାଙ୍ଗଠନିକ…

ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଜଣାଶୁଣା ଛାତ୍ର ନେତା ତଥା ମିକୁ ପ୍ରଧାନଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ଯୋଗୁ ତାଙ୍କୁ ଏଥିପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି | ବହୁ ଛାତ୍ର ନେତା ନେତ୍ରୀ ଓ ବିଭିନ୍ନ ଛାତ୍ର ସଂଗଠନର ପ୍ରତିନିଧି ମାନେ…

ମରଣ ଯନ୍ତା ପାଲଟିଛି ରାୟଗଡ ଫ୍ଲାଏ ଓଭର ବ୍ରିଜ : ଏହାର ସ୍ଥାୟୀ ସମାଧାନ କରିବାକୁ ଦାବୀ କରିଛି ରାୟଗଡ ଜିଲ୍ଲା ବିକାଶ…

ରାୟଗଡ/ସରୋଜ ସାହୁ  : ରାୟଗଡ ସହର ମଧ୍ୟ ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ ଉପରେ ଥିବା ଫ୍ଲାଏ ଓଭର ବ୍ରିଜଟି ଶୋଚନୀୟ ଅବସ୍ଥାର ସ୍ଥାୟୀ ସମାଧାନ ନିମନ୍ତେ ଦାବୀ ଜଣାଇ ରାୟଗଡ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି ରାୟଗଡ ଜିଲ୍ଲା ବିକାଶ ମଞ୍ଚ ବିସ୍ତୃତ ଖବରରୁ ପ୍ରକାଶ ଯେ, ୩୨୬ନଂ…

ନୃସିଂହନାଥ ମଠରେ ଭାଗବତ ପାରାୟଣ ଉଦଯାପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠ ( ନୃସିଂହନାଥ ମଠ) ରେ ସପ୍ତାହ ବ୍ୟାପି ଚାଲିଥିବା ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ଉଦଯାପିତ ହୋଇଯାଇଛି। ଏହି ଶ୍ରୀମଦ୍ ଭାଗବତ ପାରାୟଣ ଦୀର୍ଘ ୧୧ ମାସ ଧରି ଶ୍ରୀ ମହନ୍ତ ମୋଦନ…

ଗଣଶିକ୍ଷାମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ଏବଂ ରିଲିଫ୍ ଉର୍ଦ୍ଧାର କାର୍ଯ୍ୟ ସମୀକ୍ଷା

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ରାଜ୍ୟ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ଜଗତସିଂହପୁର ଜିଲ୍ଲା ଗ୍ରସ୍ତରେ ଆସି କୁଜଙ୍ଗ ବ୍ଲକର ବନ୍ୟାଞ୍ଚଳ ଜିଲ୍ଲାନାସୀ ପଞ୍ଚାୟତର ସହାରଡ଼ିଆ, ବରିହାଦିହା, ତେନ୍ତୁଳିଆ, ଖମାର ପ୍ରଭୁତି ପରିଦର୍ଶନ କରି ଗ୍ରାମବାସୀଙ୍କ ସୁବିଧା ଅସୁବିଧା…

ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ

ସାରସକଣା/ ଦିପୁ ମହାପାତ୍ର -ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସାରସ କଣା ନୋଡାଲ ସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରାଜ୍ୟଶୋଭା ସାଂସଦ ମମତା ମହାନ୍ତ , ସାରସକଣା ନିର୍ବାଚନ ମଣ୍ଡଳୀ ର ବିଧାୟକ ବୁଢାନ ମୁର୍ମୁ, ବ୍ଲକ ଅଧଖ୍ୟା ତୁଳସୀ ସିଂ ,…

ପିଲାଙ୍କୁ ପାଠ ପଢ଼ାଇଲେ ସହକାରୀ ଜିଲ୍ଲାପାଳ

https://youtu.be/EWnm-nZoaBo ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ସହକାରୀ ଜିଲ୍ଲାପାଳଙ୍କ ଶିକ୍ଷାଦାନ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଠାରେ ବିଦ୍ୟାଳୟର…