ଭୁବନେଶ୍ୱର: ଏଠାରେ ମେକ୍ ଇନ ଓଡ଼ିଶା କନ୍କ୍ଲେଭ ୨୦୨୨ ଚାଲିଥିବାବେଳେ କଟକ ଜିଲ୍ଲାରେ ଅଲ୍ଟ୍ରା ଟେକ୍ ସିମେଣ୍ଟ କାରଖାନା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ଏହି ଅବସରରେ ହିଣ୍ଡାଲ୍କୋର ଏମ୍ଡି ଶ୍ରୀ ସତୀଶ ପାଇ ଉପସ୍ଥିତ ଥିଲେ ।
ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ଅଲ୍ଟ୍ରା ଟେକ୍ ସିମେଣ୍ଟସ୍ ଓଡ଼ିଶାର କଟକ ଜିଲ୍ଲାର ଗୁରୁଡିଝାଟିଆ ଅଞ୍ଚଳର ଖମାରନୂଆଗାଁ ଠାରେ ୯୪ ଏକର ପରିମିତ ସ୍ଥାନରେ ବାର୍ଷିକ ୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ ସ୍ଥାପନ କରିଛି ।
Sign in
Sign in
Recover your password.
A password will be e-mailed to you.