ସମାଜ ଗଠନରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା…

 ଗୁରୁଦିବସ ଉତ୍ସବ ଅବସରରେ ଗୁରୁପୂଜା ଓ ଶିକ୍ଷକ ଗୌରବ ସମ୍ମାନ କାର୍ଯ୍ୟକ୍ରମ : ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର 240 ଜଣ ଗୁରୁ ସମ୍ବର୍ଦ୍ଧିତ l (ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ )- ପୂର୍ବତନ ମନ୍ତ୍ରୀ ତଥା 7ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ବିଧାୟକ ପ୍ରତାପ ଜେନାଙ୍କ…

ଗୁରୁ ଦିବସ ଉପଲକ୍ଷେ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ।

ବାଲେଶ୍ଵର, ସିମୁଳିଆ (ଅକ୍ଷୟ କୁମାର ଜେନା): ସର୍ଵ ପଲ୍ଲୀ ରାଧାକ୍ରୀଷ୍ଣ ଙ୍କ ଜୟନ୍ତୀ ଏବଂ ଗୁରୁ ଦିବସ ଉପଲକ୍ଷେ ଏକ ଗଣ ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କଟକଣା ଯୋଗୁଁ ତିନି ବର୍ଷ ଧରି ବନ୍ଦ ରହିଥିବା ଗଣ ଦୌଡ ଆଜି ଭାରତ ସେବାନିଧୀ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ର।ମବିନ୍ଧା ରୟାଲ୍…

ବସନ୍ତ କୁମାର ବିଶ୍ଵାଳ ସ୍ମୃତି କମିଟି ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡ଼ିଶାର ବରପୁତ୍ର, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ କୁମାର ବିଶ୍ଵାଳଙ୍କ19ତମ ଶ୍ରାଦ୍ଧ ବାର୍ଷିକୀ ବସନ୍ତ କୁମାର ବିଶ୍ଵାଳ ସ୍ମୃତି କମିଟି, ଜଗତସିଂହପୁର ପକ୍ଷରୁ ଆସନ୍ତା-7 ସେପ୍ଟେମ୍ବର ଦିବା10ଘଟିକା ସମୟରେ ଆଦିକବି ସାରଳା ଦାସ ସଂସ୍କୃତି…

ଜଗତସିଂହପୁର ସ୍ଥାନୀୟ ଦେ ଭୋଗରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ସୁଚନା ଅନୁଯାୟୀ ୧୩ ନମ୍ୱର ଔଡ୍ ଦେ ଭୋଗର ଜଣେ ବନିଆ କାଣ୍ଡି ନାମକ ଜଣେ ବ୍ୟକ୍ତି ପୂର୍ବରୁ ତାଙ୍କ ଭାଇ ବୋହୂ ବିଧବା ମହିଳା ଲିନା କାଣ୍ଡିକୁ ଜବର ଦସ୍ତ ବାହା ହେବାକୁ କହି ଆକ୍ରମଣ ଅତ୍ୟାଚାର ନିର୍ଯ୍ୟାତନା ଦିଏ ଲିନା ଏହି ଘଟଣା ନେଇ ଜଗତସିଂହପୁର ଥାନାରେ…

ମୁକ୍ତା ଯୋଜନାର କାର୍ଯ୍ୟକାରିତାରେ ତ୍ରୁଟି ପାଇଁ କଠୋର କାର୍ଯ୍ୟାନୁଷ୍ଠାନ

ଦୁର୍ନୀତି ବିରୁଦ୍ଧରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁପାଳନ ଉପରେ ଗୁରୂତ୍ଵ ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ବର୍ଗଙ୍କୁ ଜୀବିକା ସୁରକ୍ଷା ଯୋଗାଇଦେବା ସହ ଗୋଷ୍ଠୀ ନେତୃତ୍ଵରେ ସଂଚାଳିତ ସାମୂହିକ ଭିତ୍ତି ନିର୍ମାଣ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ…

ଏକାଠି ନୂଆଖାଇ ପାଳନ କଲେ ସାରମସିଲି ଗ୍ରାମବାସୀ l

ଝାରବନ୍ଧ -ମନୋହର ଦାଶ: ନୂଆଖାଇ ପଶ୍ଚିମ ଓଡିଶା ର କୃଷିଭିତ୍ତିକ ଗଣପର୍ବ l ଏହାକୁ ପଶ୍ଚିମ ଓଡିଶା ର ସବୁଠାରୁ ବଡ଼ ପର୍ବ ବା ବଡ଼ଖା ତିହାର ବୋଲି କୁହାଯାଏ l ବରଗଡ଼ ଜିଲ୍ଲା ର ଲୋକେ ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା ବେଳେ ଏହି ପର୍ବ ସମ୍ପୂର୍ଣ ରୂପେ କୃଷିଭିତ୍ତିକ ଅଟେ l ଏଥିରେ…

ଭୋଟର ତାଲିକାରେ ଆଧାର ନମ୍ବର ସଂଯୋଗୀକରଣ ପାଇଁ ଭୁବନେଶ୍ୱରରେ ସଚେତନତା ରଥବୁଲିଲା ।

ସ୍ୱେଚ୍ଛାକୃତଆଧାର-ଫଟୋ ପରିଚୟ ପତ୍ର ସଂଯୋଗୀକରଣପାଇଁ ମତଦାତାମାନଙ୍କୁ ନିବେଦନ କରିବ ରଥ । ଭୁବନେଶ୍ୱର : ଭାରତର ନିର୍ବାଚନ କମିଶନ ଅଗଷ୍ଟ ୧ ତାରିଖ,୨୦୨୨ ରୁ ମତଦାତାମାନଙ୍କ ପାଇଁ ଉଦ୍ଦିଷ୍ଟ ମତଦାତା ପ୍ରାମାଣୀକରଣ କାର୍ଯ୍ୟକ୍ରମ (ଇଏପି)ଆରମ୍ଭ କରିଛନ୍ତି । ଏହା ଦ୍ୱାରା ମତଦାତାମାନେ…

ଜିଓର ୬ ବର୍ଷ ପୂର୍ତି; ଡାଟା ବ୍ୟବହାରରେ ୧୦୦ ଗୁଣ ବୃଦ୍ଧି

ବ୍ରଡ୍‌ବ୍ୟାଣ୍ଡ ଗ୍ରାହକ ୪ ଗୁଣ ଏବଂ ଇଟଂରନେଟ୍ ସ୍ପିଡ୍ ୫ ଗୁଣରୁ ଅଧିକ ବୃଦ୍ଧି  ଡାଟା ମୂଲ୍ୟ ୯୫% ହ୍ରାସ ଭୁବନେଶ୍ୱର: ଦୂରସଂଚାର କ୍ଷେତ୍ରରେ ସର୍ବାଗ୍ରେ ରହିଥିବା ରିଲାଏନ୍ସ ଜିଓ ୨୦୨୨ ସେପ୍ଟେମ୍ବର ୫ ତାରିଖରେ ଏହାର ବ୍ୟାବସାୟିକ ଶୁଭାରମ୍ଭର ଷଷ୍ଠ ବର୍ଷ ପୂର୍ତି ପାଳନ…

ପୌରପରିଷଦ ଶ୍ରୀକୃଷ୍ଣ ଏକାଡେମୀ ସମ୍ମୁଖସ୍ଥ ଚଲାପଥ ଶୁଭ ଉଦ୍ଘାଟନ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ପୌରପରିଷଦ ଶ୍ରୀକୃଷ୍ଣ ଏକାଡେମୀ ସମ୍ମୁଖସ୍ଥ ଚଲାପଥ ଶୁଭ ଉଦ୍ଘାଟନ ଗତ ୩୧/୮/୨୦୨୨ ସ୍ୱାୟତ୍ତ ଶାସନ ଦିବସ ଦିନ ହୋଇଥିବାର ପାଞ୍ଚଦିନ ନ ପୁରୁଣୁ ଏଠି କିନ୍ତୁ ଚେୟାର ଗୁଡିକ ଭାଂଗି ଗଲାଣି । ଏବଂ ନିର୍ମାଣ ହୋଇଥିବା ଚେୟାର କାଳେ ଅଧିକ ଭାଂଗି…

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ।।

ନବରଙ୍ଗପୁର/ଅଶୋକ ସାହୁ -ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ଡକ୍ଟର ମିଶ୍ର…