ବରିଷ୍ଠ ସାମ୍ବାଦିକ କିଶୋର ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼ (ବିଶ୍ୱଜିତ ନାୟକ) - ନୟାଗଡ଼ ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୟାଗଡ ସାମ୍ବାଦିକ ଭବନରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ କରାଯାଇଥିଲା । କିଶୋର ଚନ୍ଦ୍ର ମହାପାତ୍ରଙ୍କର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ…

ନୟାଗଡ଼ ପୋଲିସକୁ ବଡ଼ ସଫଳତା । ୫୧ଟି ମୋଟରସାଇକେଲ ଜବତ , ୫ ଗିରଫ

ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ ପୋଲିସକୁ ମିଲିଛି ଏକ ବଡ଼ ସଫଳତା । ୫୧ଟି ମୋଟରସାଇକେଲ ଜବତ କରିବା ସହ ଏକ ୫ଜଣିଆ ଚୋର ଗ୍ୟାଙ୍ଗକୁ ମଧ୍ୟ ଗିରଫ କରିଛି ।ସୂଚନା ଅନୁଯାଇ ସେଥିମଧ୍ୟରୁ ଜଣେ ହେଉଛି କୁଖ୍ୟାତ ଡକାୟତ । ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଟାର୍ଗେଟ କରି ବହୁ ନାମୀଦାମୀ…

ପଂଚାୟତ ହାଇ ସ୍କୁଲରେ ପିଟିଏମ ମିଟିଙ୍ଗ ଅନୁଷ୍ଠିତ

ପଦ୍ମପୁର : ପଂଚାୟତ ହାଇ ସ୍କୁଲ ପରିସର ରେ ପ୍ରଧାନ ଶିକ୍ଷକ ରେଣୁଧର ସାହୁ ଙ୍କ ସଭାପତିତ୍ୱ ରେ ପିଟିଏମ ମିଟିଙ୍ଗ ଅନୁଷ୍ଠିତ ହୋଇ ଯାଇଛି।5T ସ୍କୁଲ ରୂପାନ୍ତରଣ ସମ୍ପର୍କରେ ଆଲୋଚନା କରିବା ସହ ମୋ ସ୍କୁଲ ଅଭିଯାନ ବିଷୟ ରେ ସମ୍ୟକ ଧାରଣା ଦେଇଥିଲେ।ଗଣିତ ଶିକ୍ଷକ ପ୍ରମୋଦ ନାଥ ଅଭିଭାବକ ଓ…

କବିୟତ୍ରୀ ପାର୍ବତୀ ବିଶ୍ୱାଳଙ୍କ ଜନ୍ମଜୟନ୍ତୀ ପାଳନ

ଭଦ୍ରକ (ସତ୍ୟବ୍ରତ ନାୟକ )ଜିଲ୍ଲାର ର ସଂସ୍କୃତି ଭବନ ରେ ବିଶିଷ୍ଟ ଶିକ୍ଷାବିତ ଓ କବିୟତ୍ରୀ ସ୍ନେହୀ ଚରିତ୍ରବାନ ସ୍ବର୍ଗତ ପାର୍ବତୀ ବିଶ୍ୱାଳ ଙ୍କ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଛି l ଏହି ସଭାରେ ବିଶିଷ୍ଟ ଅତିଥି ଭାବେ ଭଦ୍ରକ ର ବିଧାୟକ ସଞ୍ଜିବ ମଲ୍କିକ, ମୁଖ୍ୟ ଅତିଥି ଶିକ୍ଷାବିତ ବ୍ରଜ…

ପୂର୍ବତଟ ରେଳବାଇ କ୍ରୀଡା ସଂଘ, ମଞ୍ଚେଶ୍ୱର ତରଫରୁ ବାର୍ଷିକ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦଘାଟିତ

ଭୁବନେଶ୍ୱର : ଆଜି ପୂର୍ବତଟ ରେଳବାଇ କ୍ରୀଡା ସଂଘ, ମଞ୍ଚେଶ୍ୱର ତରଫରୁ ସ୍ଥାନୀୟ ରେଳବାଇ ଇନଡୋର ଷ୍ଟାଡିୟମରେ ବାର୍ଷିକ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦଘାଟିତ ହୋଇଯାଇଛି। ମଞ୍ଚେଶ୍ୱର ରେଳଡବା କାରଖାନାର ମୂଖ୍ୟ କାରଖାନା ପ୍ରବନ୍ଧକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର କର ମହୋଦୟ ମୂଖ୍ୟ ଅତିଥି ରୂପେ…

ଆମ ଗାଁ ଗାଦି ଗୋସାଇଁ ପୁସ୍ତକ ଉନ୍ମୋଚିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଂଚାୟତ ଅଧିନ ତେନ୍ତୁଳିପଦା ଗ୍ରାମର ସର୍ବ ପୁରାତନ ଶ୍ରୀ ଶ୍ରୀ ଗାଦି ଗୋସାଇଁଙ୍କ ପୀଠରେ ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଉପଲକ୍ଷେ ଭାଗବତ ଭାଗବତ ଜନ୍ମ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଉପଲକ୍ଷେ…

ଅଧିକ କେନ୍ଦ୍ରୀୟ ସମ୍ବଳ ଓ ସହଯୋଗ ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଗୁରୁତ୍ୱ

ଅହମଦାବାଦରେ ବିଜ୍ଞାନ ଓ କାରିଗର ମନ୍ତ୍ରୀମାନଙ୍କ ସମ୍ମିଳନୀ ଭୁବନେଶ୍ୱର: ରାଜ୍ୟଗୁଡ଼ିକରେ ବିଜ୍ଞାନ ଓ ବୈଷୟିକ ପରିମଣ୍ଡଳର ଅଭିବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ଅଧିକ ସମ୍ବଳ ଓ ସମର୍ଥନ ଯୋଗାଇଦେବା ଉପରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୁରୁତ୍ୱାରୋପ…

ବାଣପୁର ଦେଓଗାଁ ସମବାୟ ସମିତିରେ ସାର ବିକ୍ରିରେ କଳାବଜାରି !!!

ଚିଲିକା/ବାଣପୁର :- (ସେକ୍ କୌଶର) " ସରକାର ଚାଷୀଙ୍କୁ ଉପଯୁକ୍ତ କ୍ରେୟରେ ସାର ଦେବାପାଇଁ ଡେଙ୍ଗୁରା ପିଟୁଥିବା ବେଳେ  ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ସମବାୟ ସମିତି କର୍ତୃପକ୍ଷ  ଚାଷୀଙ୍କୁ ଶୋଷଣ କରି ପକେଟ ଗରମ କରୁଛନ୍ତି | ଚାଷୀଙ୍କ ଆଖିରେ କଳା କନା ବାନ୍ଧି କଳା ବଜାରୀ ରେ…

ଏକ ଦିନକେ ଦି ଦି ଟା ଚିଠି ଲେଖିଲେ ଧର୍ମେନ୍ଦ୍ର

 ଗୋଟେ କେନ୍ଦ୍ର କୋଇଲା,ଖଣି ମନ୍ତ୍ରୀଙ୍କୁ , ଆଉ ଗୋଟେ  କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କୁ  ହାଇ ପାଓ୍ୱାର୍ କମିଟି ଓ ସିଏସିଏଲବିର ପରାମର୍ଶକୁ କଡ଼ାକଡ଼ି ପାଳନ କରିବା ପାଇଁ କଲେ ଅନୁରୋଧ ନାଲକୋରେ ନିଯୁକ୍ତ ଠିକା ଶ୍ରମିକଙ୍କ ମଜୁରୀ ସୁନିଶ୍ଚିତ କରିବା ପାଇଁ ଅନୁରୋଧ…

ଆଇଟିଆଇ କଲେଜରେ ଛାତ୍ରଙ୍କୁ ରାଗିଂ ! ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ : (ସତ୍ୟବ୍ରତ ନାୟକ )ଛାତ୍ରଙ୍କୁ ରାଗିଂ ଅଭିଯୋଗ। ରାଗିଂରେ କଥା ସହିନପାରି ଆତ୍ମହତ୍ୟା ଊଦ୍ୟମ। ବିଷ ପିଇ ଗୁରୁତର ଅଵସ୍ଥାରେ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲ ସ୍ଥାନାନ୍ତର । ଅଵସ୍ଥାରେ ସୁଧାର ନହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡି଼ ବଜାରରେ ଥିବା…