Sign in
Sign in
Recover your password.
A password will be e-mailed to you.
‘ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନରେ ସାମିଲ ହେବାକୁ ରାଜ୍ୟପାଳଙ୍କ ନିବେଦନ
ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ (NI-KSHAY 2.0) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଉଦ୍ଦ୍ଘାବଟିତ ହୋଇଯାଇଛି । ଭିଡ଼ିଓ କନ୍ଫଫରେନ୍ସିଙ୍ଗ ମାଧ୍ୟମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ଅଂଶଗ୍ରହଣ କରିଥିଲେ।୨୦୨୫ ମସିହା ସୁଦ୍ଧା…
ପାରାଦ୍ୱୀପ ନୂଆଗଡରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ଛତୁ ବିହନ ୟୁନିଟ୍ ଉଦ୍ଘାଟିତ
ପାରାଦ୍ୱୀପ- ସ୍ଥାନୀୟ ଅଚଂଳରେ ମହିଳାମାନଙ୍କୁ ସଶକ୍ତ ଏବଂ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଆର୍ସଲରମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ସିଏସ୍ଆର କାର୍ଯ୍ୟକ୍ରମ ଅଧିନରେ ପାରାଦ୍ୱୀପର ନୂଆଗଡଠାରେ ଛତୁ ବିହନ ୟୁନିଟ୍ ଉଦ୍ଘାଟିତ କରାଯାଇଛି । ଏହି ଅବସରରେ ବିଭିନ୍ନ…
ଟିପିସିଓଡିଏଲ୍ ପକ୍ଷରୁ ଖୋର୍ଦ୍ଧାରେ ନୂଆ ଡିଭିଜନ କାର୍ଯ୍ୟାଳୟ, ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ
କାର୍ଯ୍ୟାଳୟରେ ରହିଛି ଖୋର୍ଦ୍ଧା ଡିଭିଜନ୍ ପାଇଁ ସମର୍ପିତ ନୂଆ ଗ୍ରାହକ ସେବା କେନ୍ଦ୍ର
୧,୮୦,୦୦୦ରୁ ଅଧିକ ଉପଭୋକ୍ତା ଉପକୃତ ହେବେ
ଭୁବନେଶ୍ୱର: ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା…
ଟାଟାଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ପ୍ରତିଯୋଗିତାର ୧୬ତମ ସଂସ୍କରଣ ଏବେ ଅନ୍ଲାଇନ୍ରେ
ପଠାଣିସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ଆୟୋଜିତ
ଭୁବନେଶ୍ୱର : ମହାକାଶବିଜ୍ଞାନ କ୍ଷେତ୍ରରେ ଓଡ଼ିଶାରଛାତ୍ରଛାତ୍ରୀମାନଙ୍କ ପ୍ରତିଭାଚିହ୍ନଟ ଓ ପ୍ରସାରଲକ୍ଷ୍ୟରେ ଆୟୋଜିତକରାଯାଉଥିବାଟାଟାଷ୍ଟିଲ ଯୁବଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ପ୍ରତିଯୋଗିତାର ୧୬ତମ ସଂସ୍କରଣଏବେ…
ସେପ୍ଟେମ୍ବର ୧୦ରୁ ୨୭ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡ୍ମିଶନ ପ୍ରକ୍ରିୟା
ଭାଗ ନେଇପାରିବେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ
ଭୁବନେଶ୍ୱର :ଦଶମ ବା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ଇ-ଆଡ୍ମିଶନରେ ଭାଗ ନେଇପାରିନଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର…
ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟ୍ ଘାଟ୍ ଧୂମଧାମରେ ପାଳିତ
https://youtu.be/2vMoP456Z5M
ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଟାଉନ ହଲ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ଓ ସମଲେଇ ନୃତ୍ୟକଳା ପରିଷଦର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ ଭେଟ୍ ଘାଟ୍ -୨୦୨୨ ଧୁମଧାମରେ…
ଭୋଟର ସଚେତନତା ରଥର ଶୁଭାରମ୍ଭ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆଠାରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଭୋଟର ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ଭୋଟର ସଚେତନତା ରଖି ଦୁଇଟି ଜଗତସିଂହପୁର ଜିଲ୍ଲାର ୮ ଟି ବ୍ଲକ ଓ ୨ ଗୋଟି ମ୍ୟୁନିସିପାଲିଟି ଅଞ୍ଚଳରେ…
ଜନ ସମୁଦ୍ରରେ ବିଦାୟ ନେଲେ ବରିଷ୍ଠ ସାମ୍ବାଦିକ ନଟ ଆଜ୍ଞା
https://youtu.be/0EazXT9aylY
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅଧିନସ୍ଥ ବିର୍ଜାମ ବାସିନ୍ଦା ତଥା ବରିଷ୍ଠ ସାମ୍ବାଦିକ ନଟବର ସାହୁଙ୍କ ଗୁରୁବାର ଦିନ ଅକାଳ ବିୟୋଗ ଘଟିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହେଉଥିଲା । ସ୍ୱର୍ଗତ ସାହୁ ଏକାଧାରରେ ଅନେକ ଗୁଣର ଅଧିକାରୀ…
ଶ୍ରେଷ୍ଠ ସିଏସଆର ଇମ୍ପାକ୍ଟ ଇନିସିଏଟିଭ୍ ପାଇଁ ଜିନ୍ଦଲ ଷ୍ଟିଲ୍ ଏବଂ ପାୱାର୍ ସମ୍ମାନିତ
ଭୁବନେଶ୍ୱର(ଶାସକ ପ୍ରଶାସକ); କର୍ପୋରେଟ୍ ସାମାଜିକ ଦାୟିତ୍ଵ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସମ୍ମାନିତ କରାଯାଇଛି । କୋଲକାତାରେ ଆଜି (୦୮ ସେପ୍ଟେମ୍ବର ୨୦୨୨) ଆୟୋଜିତ ହୋଇଥିବା ଇଷ୍ଟର୍ଣ୍ଣ ଇଣ୍ଡିଆ ଲିଡରସିପ୍ ପୁରସ୍କାର…
ଜାତିସଂଘ ପକ୍ଷରୁ କିସ୍କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର
ଭୁବନେଶ୍ୱର: ଆଜି କିସ୍ ସମେତ ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହେଉଥିବା ବେଳେ କିସ୍କୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିସ୍କୁ ମିଳିଛି ସମ୍ମାନଜନକ ୟୁନେସ୍କୋ ଇଣ୍ଟରନ୍ୟାସ୍ନାଲ୍ ଲିଟେରାସି…