Sign in
Sign in
Recover your password.
A password will be e-mailed to you.
ହାଟର ସ୍ଥିତି ତଦାରଖ କଲେ ବିଡ଼ିଓ;ରକ୍ଷଣାରକ୍ଷଣ ଅଭାବରୁ ମଡେଲ ହାଟ ନର୍କ କୁଣ୍ଡରେ ପରିଣତ;କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ନିଶ୍ଚିନ୍ତକୋଇଲି-କଟକ ଜିଲ୍ଲାର ସର୍ବ ବୃହତ ନିଶ୍ଚିନ୍ତକୋଇଲି ଆଦର୍ଶ ମଡେଲ ହାଟ ର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଶ୍ଚିନ୍ତକୋଇଲି ଗ୍ରାମ ପଂଚାୟତ ଅଧିନରେ ରହିଛି । କିନ୍ତୁ ଗ୍ରାମପଂଚାୟତର କ ର୍ବ୍ୟରେ ଚରମ ଅବହେଳା ସର୍ବୋପରି ରକ୍ଷଣାବେକ୍ଷଣ ଅଭାବରୁ ମଡେ଼ଲ ହାଟ ପରିବେଶ ଦିନକୁ ଦିନ ନର୍କ…
ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ପ୍ରୟାସ ; ଅପପ୍ରଚାରକୁ ବୁଦ୍ଧିଜୀବୀ ମହଲରେ ଦୃଢ ନିନ୍ଦା
ନିଶ୍ଚିନ୍ତକୋଇଲି: ଆଜିର ସମାଜରେ କିଛି ଲୋକ ଅଛନ୍ତି ଯେଉଁମାନେ ଯେକୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉ ନାଁ କାହିଁକି ସେଥିରେ ଯୋଜନାବଦ୍ଧ ଭାବେ ନିଜର ହୀନ ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ ପ୍ରକାର ଅପପ୍ରଚାର କରି ବାଧା ସୃଷ୍ଟି କରିବାକୁ ଚକ୍ରାନ୍ତ କରିଥାନ୍ତି । ଯାହାର ଏକ ନଗ୍ନ ନମୁନା…
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର :ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପରିସରରେ ପାଳିତ ହୋଇଯାଇଛିା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଶୁଭ ଉଦ୍ଘାଟନ କରିଥିଲୋ ଏହି ଅବସରରେ…
ଇଛାଶକ୍ତି ଥିଲେ ସାଧନର ଅଭାବ ନାହିଁ
ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ପ୍ରୟାସରତ ଦିବସ
ବୈତାଳି କ୍ଲଷ୍ଟରରେ ଇକୋ କ୍ଲବ ପୁନର୍ଗଠନ ସହ ପରିଚୟ ପତ୍ର ପ୍ରଦାନ
ବରଗଡ଼ :- ଅଧିକାଂଶ ଅଂଚଳରେ ସରକାରୀ ସ୍କୁଲ ରେ ପାଠ ପଢ଼ୁଥିବା ଛୁଆ ମାନଙ୍କର ଶିକ୍ଷାର ମାନ ଦେଖିଲେ ସ୍ପଷ୍ଟ ଭାବରେ ଜଣା ପଡି ଯାଉଥିଲା…
ନୂତନ ରାଜ୍ୟ ଜଳ ନୀତି ସଂପର୍କିତ ବୈଠକ ଅନୁଷ୍ଠିତ
ଭୁବନେଶ୍ୱରତା - ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ ସଂପର୍କିତ ଅନ୍ତଃ ବିଭାଗୀୟ ବୈଠକ ଶନିବାର ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗଦେଇ ଆଗାମୀ ଦିନରେ ପ୍ରଣୟନ ତଥା…
ବାଲୁଗାଁ- ବାଣପୁର ବାଇପାସ ଓଭର ବ୍ରିଜ ଉପରେ ଗାଡି ଦୁର୍ଘଟଣା: ଡ୍ରାଇଭର ଗୁରୁତର !!!
ଚିଲିକା/ଖୋର୍ଦ୍ଧା :- (ସେକ୍ କୌଶର): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ- ବାଣପୁର ବାଇପାସ ଓଭର ବ୍ରିଜ ଉପରେ ଘଟି ଯାଇଛି ଏକ ସଡ଼କ ଦୁର୍ଘଟଣା । ସୂଚନା ମୁତାବକ ଆଜି ସକାଳେ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ୪୦୭ ମିନିଟ୍ରକ ବାଲୁଗାଁ- ବାଣପୁର ବାଇପାସ…
ଭାରତ ଯୋଡ଼ୋ- ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର - ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭାରତ ଯୋଡ଼ୋ- ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି କର୍ମକର୍ତା, ପୂର୍ବତନ ଏଆଇସିସି…
ଭାରତକୁ ଯୋଡ଼ି ରଖିବା ପାଇଁ “ଭାରତ ଯୋଡ଼ୋ” କାର୍ଯ୍ୟକ୍ରମ : ଜୟରାମ ରମେଶ
ଭୁବନେଶ୍ୱର- “ଭାରତ ଯୋଡ଼ୋ” କାର୍ଯ୍ୟକ୍ରମର ଆୟୋଜନ ମୁଖ୍ୟତଃ ତିନୋଟି କାରଣ ପାଇଁ କରାଯାଇଅଛି । ପ୍ରଥମତଃ ଅର୍ଥନୈତିକ ଅସମତା, ଦ୍ୱିତୀୟତଃ ସାମାଜିକ ଧୃବିକରଣ ଓ ତୃତୀୟତଃ ରାଜନୈତିକ କେନ୍ଦ୍ରୀକରଣ । ଭାରତ ଏହି ସବୁ କାରଣ ପାଇଁ ଆଜି ଭାଙ୍ଗି ତୁଟି ଯିବା ଅବସ୍ଥାରେ ପଂହଚିଛି ବୋଲି ଏ ଦେଶର…
ଜନଶିକ୍ଷଣ ସଂସ୍ଥାନ ନୟାଗଡ଼ ଶାଖା ଦ୍ବାରା ପ୍ରଶିକ୍ଷାର୍ଥୀମାନକୁ ପ୍ରମାଣ ପତ୍ର ପ୍ରଦାନ
ନୟାଗଡ଼(ବିଶ୍ଵଜିତ ନାୟକ) -ଗତ କାଲି ପବିତ୍ର ବିଶ୍ଵକର୍ମାଙ୍କ ତିଥିରେ ଜନଶିକ୍ଷଣ ସଂସ୍ଥାନ ନୟାଗଡ଼ ସାଖା ଦ୍ଵାରା ପରିଚାଳିତ ବିଭିନ୍ନ ବର୍ଗର ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଗୁରୁପ୍ରସାଦ ଜେନା ଉପାଧ୍ୟକ୍ଷ…
କାଶୀପୁର ବ୍ଲକ ମାଁ ମାଣିକେଶ୍ୱରୀ ଚିତ୍ର କଳାକାର ସଂଘ ପକ୍ଷରୁ ମହାପ୍ରଭୁ ବିଶ୍ଵସକର୍ମା ପୂଜା ପାଳିତ ।
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ମହାପ୍ରଭୁ ବିଶ୍ଵକର୍ମା ପୂଜା ଉପଲକ୍ଷେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ବିଭିନ୍ନ କାରିଗର,ଚିତ୍ରକାର ଓ କଲକାର ମାନେ ପ୍ରଥମକରି ସଂଗଠିତ ହୋଇ ମିଳିତ ଭାବେ ମହାପ୍ରଭୁ ଶ୍ରୀ ବିଶ୍ଵକର୍ମା ଙ୍କ ଭବ୍ୟ ପୂଜାର୍ଚନାରେ ହର୍ଷଉଲ୍ଲାସ ଭାବେ ତା ୧୭/୯/୨୦୨୨ ରିଖ…