Sign in
Sign in
Recover your password.
A password will be e-mailed to you.
କିଟ୍ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଆମେରିକାର ଆବେଟ୍ ସ୍ୱୀକୃତି
୬ଟି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ସ୍ୱୀକୃତି ମିଳିବାରେ ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂର ୬ଟି ପାଠ୍ୟକ୍ରମକୁ ଆମେରିକାର ପ୍ରତିଷ୍ଠିତ ଆକ୍ରିଡିଟେସନ୍ ବୋର୍ଡ ଫର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍)ର ସ୍ୱୀକୃତି ମିଳିଛି । ଗୋଟିଏ…
ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟର୍ମିନାଲ ନିର୍ମାଣ ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ
ମାର୍ଚ୍ଚ 2023 ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ.
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥ ବରମୁଣ୍ଡା inter state bus terminal ରାଜ୍ୟର ବ୍ୟସ୍ତ ବସ terminnal. ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ ବସ ଚଳା ଚଳ କରିଥାଏ|ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତା…
ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟର୍ମିନାଲ ନିର୍ମାଣ ଅଗ୍ରଗତି ସମୀକ୍ଷା କାଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ
ମାର୍ଚ୍ଚ 2023 ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ.
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥ ବରମୁଣ୍ଡା inter state bus terminal ରାଜ୍ୟର ବ୍ୟସ୍ତ ବସ terminnal. ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ ବସ ଚଳା ଚଳ କରିଥାଏ|ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତା…
ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତଃ ତ୍ରିନାଥ ସାହୁଙ୍କ ପୂଣ୍ୟତିଥି ଅବସରରେ ସ୍ମୃତିଚାରଣ ସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ପାରଳାର ପ୍ରାକ୍ତନ ବିଧାୟକ ଓ ଜନନାୟକ ସ୍ବର୍ଗତଃ ତ୍ରିନାଥ ସାହୁଙ୍କ ୧୨ତମ ପୂଣ୍ୟତିଥି ଅବସରରେଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ…
ଜାଲ ବିଲ ସଂଗ୍ରହ ସମ୍ପର୍କରେ ଗ୍ରାହକଙ୍କୁ ସଚେତନ କଲା ଟିପିଏସ୍ଓଡିଏଲ୍
ବ୍ରହ୍ମପୁର,: ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ଯୌଥ ଉଦ୍ୟୋଗ ଟିପି ସାଉଥ୍ ଓଡିଶା ବିତରଣ ଲିମିଟେଡ୍ ଆଜି ଠକମାନଙ୍କ ବିଲ୍ ସଂଗ୍ରହ ସମ୍ପର୍କରେ ଏକ ସଚେତନତା ବାର୍ତ୍ତା ଜାରି କରିଛି। ଟିପିଏସ୍ଓଡିଏଲ୍ କର୍ମଚାରୀଙ୍କ ଛଦ୍ମବେଶରେ କିଛି ଠକ ଜାଲ ଏମପିଓଏସ ମେସିନ ଯୋଗେ ବିଲ…
ଶାଳଣିଆଁ ବିଦ୍ୟୁତ୍ ସବ୍ ଷ୍ଟେସନ୍ ରେ ବିଶ୍ବକର୍ମା ପୂଜା ପାଳିତ
ହାଟଡିହି ମକରଧ୍ବଜ ଯେନା) : କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ବିଦ୍ୟୁତ୍ କେନ୍ଦ୍ର ର ବିଶ୍ବକର୍ମା ପୂଜା ମହାଅଡମ୍ବରରେ ପାଳିତ ହୋଇଯାଇଅଛି। କୂଳ ପୂରୋହିତ ଧରଣୀ ଧର ଦ୍ବୀବେଦି ଙ୍କ ଦ୍ବାରା ପୂଜାପାଠ ର ଆୟୋଜନ କରାଯାଇଥିବା ବେଳେ କର୍ତ୍ତା ଭାବରେ ପ୍ରଦିପ କୁମାର ଜେନା ଙ୍କ ଦ୍ବାରା…
ଦୁରାବସ୍ଥା ଘେରରେ ପାଇକମାଲ ମୁଖ୍ୟ ଛକ
ଲାଜ ସରମ ବିକି ଖାଇଲା କି ପ୍ରଶାସନ ?
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ମୁଖ୍ୟ ଛକ ଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ । ଗୋଟିଏ ପଟେ ପଦ୍ମପୁର ,ଗୋଟିଏ ପଟେ ନୂଆପଡା , ଗୋଟିଏ ପଟେ ଛତିଶଗଡ଼ ର ସରେଇପାଲି ବସନା କୁ ସଂଯୋଗ କରୁଥିବା ଏହି ଛକ ଅତିକ୍ରମ କରି , ମୁଖ୍ୟ ଛକରୁ ମାତ୍ର…
କହିଲେ ରହିବନି, ସହିଲେ ରହିବ
ଆହୁତି ମହାନ୍ତି
ଝଗଡା ସମସ୍ତଙ୍କ ଘରେ ହୁଏ | ମୋ ଘରେ ବି ହୁଏ,ଆପଣ ଙ୍କ ଘରେ ବି ହୁଏ | ରାଷ୍ଟ୍ରମୁଖ୍ୟଙ୍କ ଘରେ ବି ହୁଏ,ପ୍ରଧାନଙ୍କ ଘରେ ବି ହୁଏ , ସାଧାରଣ ଗରିବ ଘରେ ବି ହୁଏ | ସ୍ୱାମୀ ଓ ସ୍ତ୍ରୀ ଭିତରେ ଝଗଡା ଲାଗେ, ପୁଣି କିଛି ସମୟ ପରେ ସେ ଝଗଡା ଶାନ୍ତ ହୁଏ। ଭଲ ପାଇବା ଯେଉଁ ଠି…
ଏବିଟିୱାଇପି ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ
ଭୁବନେଶ୍ୱର: ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ଏବଂ ତେରାପନ୍ଥ ଯୁବକ ପରିଷଦ, ଭୁବନେଶ୍ୱର ପକ୍ଷରୁ ଭୁବନେଶ୍ୱର ଶାଖା ଅଧିନରେ ଭୁବନେଶ୍ୱର, ପୁରୀ, ବାଲେଶ୍ୱର ତଥା ବାରିପଦା ଆଦି ସ୍ଥାନରେ ୧୧ଟି କ୍ୟାମ୍ପ ଆୟୋଜିତ ହୋଇଯାଇଅଛି ଯେଉଁଥିରେ ୨୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏହି…
ଗଜପତି ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଶନିବାର ଦିନ ) ଠାରୁ ରାଜ୍ୟରେ ୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ମାନ୍ୟବର ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ୩୦ ଜିଲ୍ଲା ଭିଡିଓ…