Sign in
Sign in
Recover your password.
A password will be e-mailed to you.
ଭଙ୍ଗା କୁଡ଼ିଆ ଘରେ ରହୁଛନ୍ତି ଇଶ୍ଵର ପରିଜା ସରକାରୀ ସହାୟତା ପାଲଟିଛି ସାତ ସପନ
ଜଗତସିଂହପୁର -ନାଉଗାଁ ପ୍ରିତିରଞ୍ଜନ ଦାସ :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ଗ୍ରାମରେ ଇଶ୍ୱର ଚନ୍ଦ୍ର ପରିଜା ଓ ତାଙ୍କ ପତ୍ନୀ ମାନସୀ ପରିଜା ଅସହାୟ ଦାରିଦ୍ର ସୀମା ରେଖା ତଳେ ଥିବା ନିଜର ଜୀବନ ଜୀବିକା କରି ଚଳିଥାନ୍ତି |ଏହି ପରିବାରକୁ ଦୁଃଖ ମାଡି ଆସିଛି ମୁଣ୍ଡ…
ଜିଲ୍ଲାସ୍ତରୀୟ ବିଶ୍ୱରୋଗୀ ସୁରକ୍ଷା ସପ୍ତାହ ପାଳନ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ୱାସ୍ଥ୍ୟ ସମିତି,ଜଗତସିଂହପୁର ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ନିଉ ଓପିଡି କନଫରେନ୍ସ ସଭା ଗୃହରେ ଜିଲ୍ଲାସ୍ତରୀୟ ବିଶ୍ୱରୋଗୀ ସପ୍ତାହ ପାଳନ କରାଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. କ୍ଷେତ୍ରବାସୀ ଦାଶ…
ବ୍ଲକ ସାମ୍ବାଦିକ ସଂଘ ତରଫରୁ ବିଡ଼ିଓ ଙ୍କୁ ଦାବିପତ୍ର
ନବରଙ୍ଗପୁରରୁ ଅଶୋକ ସାହୁଙ୍କ ରିପୋର୍ଟ.: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାମ୍ବାଦିକ ସଙ୍ଗ ତରଫରୁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି. ବ୍ଲକ ସାମ୍ବାଦିକ ସଂଘ ସଭାପତି ଏନ. ଜନାର୍ଦନ ରାଓ ଙ୍କ ନେତୃତ୍ୱରେ ଜିଲ୍ଲା ଓୟୁଜେ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ଉପସ୍ଥିତରେ…
କେରଳର ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ…
ଗୁରୁବାୟୁର (କେରଳ): କେରଳର ପ୍ରସିଦ୍ଧ ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ | ଆଜି (ଶନିବାର) ନିଜର ସାନପୁଅ ଅନନ୍ତ ଅମ୍ବାନିଙ୍କ ଭାବି-ପତ୍ନୀ ରାଧିକା ମରଚାଣ୍ଟଙ୍କ ସହ ଏହି…
ତଳେ ନୀଳ ଜଳରାଶି.ଉପରେ ନୀଳାକାଶ: ମଝିରେ ସୂର୍ଯ୍ୟକିରଣର ଜଲସା
ପୁରୀ (ଅନିମେଶ ପଟ୍ଟନାୟକ ): ନୀଳ ଆକାଶରେ ଚମତ୍କାର ସମର ଜଲସା ଦେଖାଇଛି ବାୟୁସେନାର ସୂର୍ଯ୍ୟକିରଣ ଟିମ୍ । ଯାହାକୁ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଛନ୍ତି ।
ସମ୍ଭାବ୍ୟ ଲଘୁଚାପ ଜନିତ ଖରାପ ପାଣିପାଗକୁ ନଜରରେ ରଖି ସୂର୍ଯ୍ୟକିରଣ ସୋ କୁ ଶନିବାର କରାଯାଇଥିଲା । ବେଳାଭୂମିରେ ସକାଳ ୧୦…
ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜିର 5T ରେ ହେବ ରୂପାନ୍ତରିକରଣ.
ମାଷ୍ଟରପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ
2026 ସୁଦ୍ଧା ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବେ,
୨୭ଟି ସେଣ୍ଟର ଅଫ ଏକ୍ସେଲେନ୍ସ ଗଠନ କରାଯିବ
୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି ଟଙ୍କା
ଡ଼ିସେମ୍ବର ଶେଷ ସୁଦ୍ଧା ସ୍ମାର୍ଟ class ରୁମ…
ପାପଡାହାଣ୍ଡି ବ୍ଲକ ଘାଟଗୁଡ଼ା ପଂଚାୟତରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର
ନବରଙ୍ଗପୁରରୁ ଜିଲ୍ଲା ପ୍ରତିନିଧି ଅଶୋକ ସାହୁ: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ୧୭.୦୯.୨୦୨୨ ରିଖ ଦିନ ଘାଟଗୁଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣିତ ଥିବା ବିଭିନ୍ନ ଜନହିତକାରୀ ସରକାରୀ ଯୋଜନା, ସ୍ଥାଇ ଲୋକ ଅଦାଲତ ଓ…
ସମସ୍ତଙ୍କ ପ୍ରିୟ ଚିକେନ୍ ମାଉସୀର ଅନ୍ତିମ ସଂସ୍କାର କଲା ଓଡ଼ିଶା ମୋ ପରିବାର
ଭୁବନେଶ୍ୱର: ସମସ୍ତଙ୍କୁ ନିଜ ସ୍ନେହର ଡୋରୀରେ ବାନ୍ଧି ରଖୁଥିବା ଚିକେନ୍ ମାଉସୀ ଆଜି ଚିର ନିଦ୍ରାରେ ଶୋଇଯାଇଛି । ତା’ ଉପସ୍ଥିତିକୁ ଆଜି ଝୁରି ହେଉଛନ୍ତି ସତ୍ୟବିହାର ଅଞ୍ଚଳର ବାସିନ୍ଦା ମାନେ । ମା’ କୁ ହରାଇ ବେସାହାରା ହୋଇ ଯାଇଥିବା ଛୋଟ ଛୋଟ ତିନି ସନ୍ତାନ ତା’ର ମୃତ୍ୟୁରେ ସ୍ତବ୍ଧ…
ଦିବ୍ୟାଙ୍ଗ ଲିପୁନାଙ୍କୁ ବଞ୍ଚିବାର ରାହା ଦେଲା ଓଡିଶା ମୋ ପରିବାର
ଭୁବନେଶ୍ୱର: ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବାରୁ ଭିକ ମାଗି ପେଟ ପୋଷୁଥିଲେ, ବେଳେ ଖାଇ ବେଳେ ଉପାସ ରହୁଥିଲେ ଲିପୁନା ଓ ତାଙ୍କ ପରିବାର । ଭିକ ମାଗିବା ଛଡ଼ା ତାଙ୍କ ପାଖରେ ଆଉ କିଛି ଉପାୟ ନଥିଲା । ଜୀବନ ଜିଇବା ତାଙ୍କ ପକ୍ଷେ ଦୁର୍ବିସହ ହୋଇପଡ଼ିଥିଲା ଯେମିତି । ଭିକ ମାଗୁଥିବାରୁ ଅନେକ ଲୋକଙ୍କର…
ଓଡ଼ିଶାରେ ଆଇଟି କ୍ଷେତ୍ରରେ ନିବେଶ ପାଇଁ ବ୍ୟାପକ ସୁଯୋଗ ରହିଛି : ମନ୍ତ୍ରୀ
ହାଇଦ୍ରାବାଦରେ ଅନୁଷ୍ଠିତ ଡିଜିଟାଲ୍ ରୂପାନ୍ତରଣ ସମାବେଶରେ ଯୋଗଦେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା
ପୁଞ୍ଜିନିବେଶ ଏବଂ ଆଇଟି କ୍ଷେତ୍ରର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ହାଇଦ୍ରାବାଦ୍ଠାରେ ଅନୁଷ୍ଠିତ ଡିଜିଟାଲ୍ ରୂପାନ୍ତରଣ ସମାବେଶ ସପ୍ତମ ସଂସ୍କରଣରେ…