Sign in
Sign in
Recover your password.
A password will be e-mailed to you.
ଶିଶୁ ମଙ୍ଗଳ ଓ ଶିଶୁ ସୁରକ୍ଷା କମିଟି ଭାବରେ କାର୍ଯ୍ୟ କରିବ ଗାଁ କଲ୍ୟାଣ ସମିତି
ନବରଙ୍ଗପୁର /ଅଶୋକ ସାହୁ : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ…
ଓଡିଶା ମୋ ପରିବାରର ସହାୟତା: ଘରକୁ ଫେରିଲା ଦୁଇ ବର୍ଷ ଶିଶୁର ମୃତ ଶରୀର
ଭୁବନେଶ୍ୱର : ଅର୍ଥ ଅଭାବରୁ ନିଜ ଘରକୁ ଫେରି ପାରୁନଥିଲା ଦୁଇ ବର୍ଷ ଶିଶୁର ମୃତ ଶରୀର । ବାପା ମା’ ଦୁହିଁଙ୍କର ଅସହାୟତାକୁ ଦେଖି ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ବାସିନ୍ଦା ଗୋପାଳ ଭୁଏଙ୍କର ଦୁଇ ବର୍ଷର ପୁଅ ରୋଷନ ଭୁଏ ଲିଭର ଟ୍ୟୁମର୍ ରୋଗରେ…
ଆସନ୍ତା ପହିଲା ସୁଦ୍ଧା ପାକ୍ସ ଗୁଡିକୁ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ
ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) କମ୍ପ୍ୟୁଟରୀକରଣ ସଂପର୍କରେ ସମୀକ୍ଷା ବୈଠକ
ବିଭାଗରେ ୫ଟି ଆଧାରରେ ସମସ୍ତ କାର୍ଯ୍ୟ ସମ୍ପାଦନ ଉପରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଗୁରୁତ୍ୱ ଆରୋପ
ଭୁବନେଶ୍ୱର : ସମବାୟ ବିଭାଗରେ ୫ଟି ଆଧାରରେ ସମସ୍ତ କାର୍ଯ୍ୟ ସମ୍ପାଦନ ଉପରେ ଖାଦ୍ୟ ଯୋଗାଣ , ଖାଉଟି…
ଥାଲାସେମିଆ ଆକ୍ରାନ୍ତ ଶିଶୁଙ୍କୁ ମିଳୁନି ସୁବିଧାରେ ରକ୍ତ : ହେଉଛନ୍ତି ହନ୍ତସନ୍ତ
ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ୨୫ ଶିଶୁ
ନୟାଗଡ଼/ବିଶ୍ୱଜିତ ନାୟକ : ନୟାଗଡ଼ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ୨୫ ଜଣ ଶିଶୁ ଏବଂ ସେମାନଙ୍କ ଅଭିଭାବକମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାକୁ ଆସିଛନ୍ତି । ଶିଶୁମାନେ ଥାଲାସେମିଆ ଭଳି ଦୂରାରୋଗ୍ୟରେ ଆକ୍ରାନ୍ତ ଥିବା ବେଳେ ଜିଲ୍ଲା…
ଭାରତୀୟ ସ୍ୱଚ୍ଛତା ଲିଗ୍ରେ ଦେଶର ଲକ୍ଷାଧିକ ଯୁବକଙ୍କ ଯୋଗଦାନରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ
ଭୁବନେଶ୍ୱର: ଭାରତରେ ଏପର୍ଯ୍ୟନ୍ତ କ୍ରିକେଟ, ଫୁଟବଲ, ହକି ଏବଂ କବାଡି ଭଳି ଖେଳର ଲିଗ୍ ଆୟୋଜିତ ହେବା ଦେଖିଥିବେ, କିନ୍ତୁ ଦେଶର ୧୮୫୦ରୁ ଉର୍ଦ୍ଧ ସହରରେ ଏକ ସ୍ୱତନ୍ତ୍ର ଲିଗ୍ର ଆରମ୍ଭ ହୋଇଛି, ଯାହାର ଉଦ୍ଦେଶ୍ୟ ଖେଳ ନୁହେଁ ବରଂ ଆବର୍ଜନା ମୁକ୍ତ ସହର । ଦେଶର ସବୁଠାରୁ ବଡ଼ ସ୍ୱଚ୍ଛତା…
*ଜବର ଦଖଲ ଉଚ୍ଛେଦ ବେଳେ ପୋଲିସ ଓ ଜନତା ହାତାହାତି, ବନ୍ତ ଛକରେ ୧୪୪ ଧାରା ଜାରି*
ଭଦ୍ରକ : (ସତ୍ୟବ୍ରତ ନାୟକ)ବନ୍ତ ଛକରେ ୧୪୪ ଧାରା ଜାରି । ଉଚ୍ଛେଦ ସରିବା ଯାଏଁ ଲାଗୁ ରହିବ ୧୪୪ ଧାରା । ଉଚ୍ଛେଦ ବେଳେ ପୋଲିସକୁ ଦୁର୍ବ୍ୟବହାର ଓ ବିରୋଧକୁ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ । ଏନେଇ ଭଦ୍ରକ ତହସିଲଦାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଖବର ଅନୁଯାୟୀ, ଭଦ୍ରକ ସହରର ବନ୍ତ ଛକ…
ଅନ୍ଲାଇନ୍ ଶିକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏନ୍ଏସ୍ଏସ୍ର ଦାୟିତ୍ୱ ରହିଛି : ଶ୍ରୀ ସେଠୀ
ଭୁବନେଶ୍ୱର,: ସମାଜ ସେବା ସହିତ ଗ୍ରାମାଂଚଳରେ ଅନ୍ଲାଇନ୍ ଶିକ୍ଷା ଗ୍ରହଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ନ୍ୟାସ୍ନାଲ୍ ସର୍ଭିସ୍ ସ୍କିମ୍ (ଏନ୍ଏସ୍ଏସ୍) ନିଜକୁ ସାମିଲ କରିବା ଉଚିତ୍ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ…
ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ କଲ୍ୟାଣସିଂହପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ।
ପ୍ରଦୀପ ଦଲାଇ ଙ୍କ ରିପୋର୍ଟ//ବିଶ୍ବର ଲୋକପ୍ରିୟ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ସାରା ଭାରତରେ ସେପ୍ଟେମ୍ବର ୧୭ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ ହେବା ଅବସରରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ର…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଳନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଅଛି l ଏହି ଅଭିଯୋଗର ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଜନସାଧାରଣଙ୍କ ବିଭିନ୍ନ…
ସିମାନ୍ତବର୍ତୀ ଅଞ୍ଚଳରେ ଚାଲିଛି ଜୁଆ ଖେଳ,ପୋଲିସର ପାରିବା ପଣିଆ ଉପରେ ଉଠୁଛି ପ୍ରଶ୍ନ ।
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଲରେ ଯୁଆ ଖେଳର ( ଘୁଡଘୁଡୁ ପଟି ) ଏକ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । ଏହି ଅଞ୍ଚଳରେ ଛତିଶଗଡ଼ କୁ ଲାଗି ରହିଛି ତେଣୁ ଏହି ଥାନା ଅଞ୍ଚଳରେ ଯୁଆ ଖେଳାଇବା ପାଇଁ ଛତିଶଗଡ଼ ଅଞ୍ଚଲର ଲୋକ ଏଠାକୁ ଆସି ଯୁଆ ଖେଳାଉଛନ୍ତି ଏବଂ…