ସିମୁଳିଆ (ଅକ୍ଷୟ କୁମାର ଜେନା)ମୃତ୍ୟୁ କେତେ ବେଳେ କାହାକୁ ନିଜ କୋଳ କୁ ନେବ ସେ ହିଁ ଜାଣେ l ଯଦି ସମାଜ ରେ ଭଲ କାମ କିଏ କରିଥାଏ ତ ମୃତ୍ୟୁ ପରେ ଲୋକ ଙ୍କ ହୃଦୟ ରେ ଛାପ ହୋଈ ରହି ଯାଏ। ତେଇଶି ବର୍ଷୀୟ ଗଗନ ର ଅକାଳ ବିୟୋଗ କେହୀ ବିଶ୍ବାସ କରୁ ନଥିବା ବେଳେ ଆଜି ଏକ ଶୋକାକୁଳ ପରିବେଶ ମ ଇ ତା ପୁର ରେ ଦେଖି ବାକୁ ମିଳିଥିଲା।ସମସ୍ତ ଙ୍କ ଆଖି ରେ ଲୁହ ଗଗନ ଓରୋଫ ଶୁକୁଟା ପ୍ରତି ଥିବା ଭଲ ପାଇବା କୁ ପ୍ରତିପାଦନ କରିବା ସହ ଗଗନ ର ଅମର ଆତ୍ମା ର ସ ଦଗତି ନିମନ୍ତେ ଏକ କାଣ୍ଡେଲ ଶୋଭା ଯାତ୍ରା ମ ଇ ତା ପୁର ମହାନ୍ତି ପୋଖରୀ କ୍ଲବ ତରଫରୁ ବିଯେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ କରାଯାଇ ଥିଲା। ସିମୁଳିଆ ବ୍ଲକ ର ଚାଳିଶି ନମ୍ବର ଜୋନ ସିମୁଳିଆ ମଣ୍ଡଳ ସଭାପତି ଲୁନା ବେହେରା, ଚେୟାର ମ୍ୟାନ ବାବାଜି ମଲିକ, ସମାଜ ସେବୀ ଅମରେଶ ଚନ୍ଦ୍ର ବେହେରା, ବହୁ ଯୁବ ଗୋଷ୍ଠୀ, ମହିଳା, ପରିବାର ଲୋକେ ସାମିଲ ଥିଲେ।ଘଟଣା ରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମ ଇ ତା ପୁର ସାନ ମଇତା ପୁର ମହାନ୍ତି ପୋଖରୀ ସ୍ଥିତ ଗଗନ ରାଉତ ପିଲା ଟି ପରୋପକାରୀ ଭାବେ ସମଗ୍ର ଅଞ୍ଚଳ ରେ ପରିଚିତ। ଯେତେ ବେଳେ ଯାହାର ଯେକୌଣସି ଅସୁବିଧା ହୁଏ ପିଲା ଟି ସାହାଯ୍ୟ କରିବାକୁ ପହଞ୍ଚି ଯାଏ। ଆଜକୁ ଠିକ ସାତ ଦିନ ତଳେ ରାତିରେ ଛାତି ରେ ଯନ୍ତ୍ରଣା ଅନୁଭବ କରିବାରୁ ମେଡିକାଲ ନେବା ପୂର୍ବରୁ ଅକାଳ ବିୟୋଗ ହୋଈ ଥିଲା। ଯାହା ବିୟୋଗ ରେ ଆଜି ଏକ ଶୋକାକୁଳ ଶୋଭା ଯାତ୍ରା ମ ଇ ତା ପୁର ରେ ଦେଖା ଯାଇଥିଲା।
Sign in
Sign in
Recover your password.
A password will be e-mailed to you.