Sign in
Sign in
Recover your password.
A password will be e-mailed to you.
ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ
ବିଜେପୁର: ଆଜି ବିଜେପୁର ବ୍ଳକ୍ ଖରମୁଣ୍ଡା ଗ୍ରାମ ପଞ୍ଚାୟତ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ପଞ୍ଚାୟତର ସରପଞ୍ଚ ମନୋଜ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବିଜେପୁର୍ ଗୋଷ୍ଠୀ ସ୍ବାସ୍ଥ୍ୟ…
ରୋଗୀ ପହଂଚିବା ପୂର୍ବରୁ ଡାକ୍ତରଖାନାକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ
~ ଅଲଟ୍ରାସାଉଣ୍ଡ୍ କରିବ ରୋବୋଟିକ ଆର୍ମ~ ରୋଗୀଙ୍କ ଶଯ୍ୟା ପର୍ଯ୍ୟନ୍ତ ଔଷଧ ଓ ଖାଦ୍ୟପାନୀୟ ପହଂଚାଇବ ରୋବଟ
ନୂଆଦିଲ୍ଲୀ/ ଭୁବନେଶ୍ୱର: ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ଉପସ୍ଥାପନ କରାଯାଇଛି । ଏହା ଏଭଳି ଏକ ଆମ୍ବୁଲାନ୍ସ ଯାହା…
ହଜାରିବାଗ ତୀର୍ଥ ଯାତ୍ରୀ ଵସ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ
ମୃତକଙ୍କ ପରିବାର ପାଇଁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା
ଆହତ ଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦେଶ
ଭୁବନେଶ୍ୱର: ମୟୁରଭଞ୍ଜ ରୁ ବାରଣାସୀ କୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାରଖଣ୍ଡ ର ହଜାରିବାଗ ର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏବଂ କିଛି ଲୋକଙ୍କ…
ଲୋକସେବା ଭବନରେ ସ୍ବରାଜ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ
https://youtu.be/1teHaxr-AKk
ସ୍ବାଧୀନତାର ୭୫ ବର୍ଷରେ ଗାନ୍ଧୀ ଜୟନ୍ତୀ
ଅହିଂସା ରଥକୁ ସ୍ବାଗତ, ସମ୍ମାନିତ ହେଲେ ସ୍ବାଧୀନତା ସଂଗ୍ରାମୀ
ଅଶ୍ବତ୍ଥ ବୃକ୍ଷ ଶାନ୍ତି, ସ୍ବାଧୀନତା ଓ ଅହିଂସାର ପ୍ରତୀକ – ମୁଖ୍ୟମନ୍ତ୍ରୀ
ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ…
ପୂର୍ବତଟ ରେଳପଥ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ-ସ୍ଵଚ୍ଛତା ପକ୍ଷ (ପଖୱାଡା) ସମାପନ
* ପ୍ରଭାତ ଫେରୀ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ
* ସ୍ୱଚ୍ଛତା ସଚେତନତା ଉପରେ ନୁକ୍କଡ ନାଟକ
* ସ୍ୱଚ୍ଛତା ପକ୍ଷ୍ୟର ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ବିତରଣ
ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଆଜି ପୂର୍ବ ତଟ ରେଳବାଇର ମୁଖ୍ୟ…
‘ଅନ୍ତର୍ନିବେଶୀ ଶିକ୍ଷାର ସୁଦୃଢ଼ୀକରଣ ଆଜିର ଆହ୍ୱାନ’
ଅନ୍ତର୍ନିବେଶୀ ଶିକ୍ଷା ଉପରେ ରାଜ୍ୟସ୍ତରୀୟ ପରାମର୍ଶକେନ୍ଦ୍ରିକ ସମ୍ମିଳନୀ
ଭୁବନେଶ୍ୱର :ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ଏକ ପରାମର୍ଶକେନ୍ଦ୍ରିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ରାଜ୍ୟ ସରକାରଙ୍କ ଉନ୍ନୟନ…
ବିଜୁ ମହିଳା ଜନତା ଦଳର ବରଗଡ ଜିଲ୍ଲା କମିଟି ଘୋଷଣା
ବରଗଡ: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ର ବିଭିନ୍ନ ପଦ ପଦବୀ ପୂରଣ ଚାଲିଛି । ଏହି କ୍ରମରେ ବରଗଡ ଜିଲ୍ଲା ବିଜୁ ମହିଳା ଜନତା ଦଳ ର ମଧ୍ୟ ଜିଲ୍ଲା କମିଟି ତଥା ଜିଲ୍ଲାର ବିଭିନ୍ନ ବ୍ଳକ୍ ଓ ବରଗଡ ପୌରପରିଷଦ ସହ ବିଜ୍ଞାପିତ ଅଞ୍ଚଳ ପରିଷଦର କମିଟି ଘୋଷଣା…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବୟସ୍କ ଲୋକଙ୍କ ପାଇଁ ସଚେତନତା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପାଧିକରଣ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଏହି ଶିବିରରେ ପ୍ରାଧିକରଣ ଅଧ୍ୟକ୍ଷ ତଥା ମାନ୍ୟବର ଜିଲ୍ଲା ଦୌରା…
ଜିଲ୍ଲା ପ୍ରଶାସନର ମହାନତା
ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଭାରତ ସରକାରଙ୍କ ଦ୍ଵାରା ଅନୁଷ୍ଠିତ ଜାତୀୟ ଯୋଗ୍ୟତା ଏବଂ ପ୍ରବେଶିକା ପରୀକ୍ଷା ୨୦୨୨ରେ ଭାଗ ନେଇ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ମୋହନା ବ୍ଳକ ଅଡ଼ବା ଗ୍ରାମର ଛାତ୍ରୀ ସୁଶ୍ରୀ…
ବାଣପୁର ବ୍ଲକ ଓ ଏନ୍ ଏସିରେ ନୂତନ ଭତ୍ତା ବଣ୍ଟନ
ଖୋର୍ଦ୍ଧା /ବାଣପୁର:-(ସେକ କୌଶର )ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଓ ବିଜ୍ଞାପିତ ଅଞ୍ଚଳରେ ନୂତନ ହିତାଧିକାରୀ ମାନଙ୍କୁ ଭତା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ର କାର୍ଯ୍ୟ ନିର୍ବାହି ଅଧିକାରୀ ଅଭିନାଷ ମହାନ୍ତିଙ୍କ ସମେତ ନିର୍ବାଚିତ କାଉନସିଲର ମାନେ ଉପସ୍ଥିତ…