ସରଧାପୁର ଗାଁରେ ଘରୁ ଚୋରୀ

0

କାମାକ୍ଷାନଗର/ରିତେଶ ବ୍ରହ୍ମା:ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସରଧାପୁର ଗାଁରେ ଘରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି ।ଗାଁର ଶ୍ରୀଧର ମହାରଣାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଘରୁ ଟଙ୍କା , ସୁନା ଓ ଅନ୍ୟାନ୍ୟ ଜିନିଷ ଚୋରୀ ହୋଇଥିବା ଜଣା ପଡ଼ିଛି ।ଘରର ତାଲା ଭାଙ୍ଗି ହୋଇଛି ଚୋରୀ ।କାମାକ୍ଷାନଗର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରୀ ଡକାୟତି ବଢ଼ିବାରେ ଲାଗିଥିବା ବେଳେ ପୋଲିସର ହାତ ଖାଲି ।ଏହା ଉପରେ ଜିଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ହୋଇଛି ଦାବି ।

Leave A Reply

Your email address will not be published.