କାମାକ୍ଷାନଗର/ରିତେଶ ବ୍ରହ୍ମା: କଙ୍କଡାହାଡ଼ ବ୍ଲକ ବାଟଗାଁ ବେଣିହୁରୀ ପାହାଡ଼ରେ ମକର ମେଳା ଉତ୍ସବ ଅନୁଷ୍ଠିତ ହୋଇଛି ।ପାହାଡ଼ ଉପରେ ବାବା ବେଣେଶ୍ୱରଙ୍କ ଦର୍ଶନ କରିବା ପାଇଁ ଶ୍ରଧାଳୁଙ୍କ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।ଲୋକ ମାନଙ୍କ ବିଶ୍ୱାସ ଅଛି ବାବାଙ୍କ ଦର୍ଶନ କଲେ ମନ ସ୍କାମନ ପୂର୍ଣ୍ଣ ହେଇଥାଏ ।ଡିଜେପି କ୍ଳବ ତରଫରୁ ଆୟୋଜନ ମେଳାରେ ସଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ରନାରାୟଣ ପାଣି ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଡିଜେପି କ୍ଳବର ସଦସ୍ୟ କୁନା ମୁଣ୍ଡା,ଶ୍ୟାମ ଗାଗରାଇ,ହରିସ ଭୋଇ,ପ୍ରଫୁଲ୍ଲ ମହାନ୍ତ,ରଘୁ ଚାତାର, କାଁହୁ ଚାତାର,ସରତ କାଲାଡିଆ,ବିରାଶାଳ ମଣ୍ଡଳ ବିଜେପିର କର୍ମକର୍ତା ସନାତନ ସାହୁ,ଅଭିମନ୍ୟୁ ସିଂ,ଯଯାତି ସାହୁ,ଭାଗିରଥି ବରାଳ,ଖୁଦିରାମ ବେହେରା,ରଞ୍ଜନ ସାହୁ,ଶିଶିର ବାରାଳଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post