ଜିଲ୍ଲାସ୍ତରୀୟ କାର୍ତ୍ତିକ ପୁର୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡିଶା ସରକାରଙ୍କ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ତ୍ତିକ ପୁର୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ରେ…

ଭିଆଇ ପକ୍ଷରୁ ୫ଟି ସର୍କଲ ଗ୍ରାମୀଣ ବଜାରରେ ୩୦୦ ନୂଆ ୱି ସପ୍ସ ସହ ଖୁଚୁରା ଉପସ୍ଥିତିର ସମ୍ପ୍ରସାରଣ

ଭୁବନେଶ୍ୱର: ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ଭିଆଇ) ପକ୍ଷରୁ ଏହାର ବ୍ରାଣ୍ଡ୍ ଶୁଭାରମ୍ଭ ହେବା ପରଠାରୁ ସର୍ବବୃହତ ଖୁଚୁରା ସମ୍ପ୍ରସାରଣର ଯୋଜନା ପ୍ରସ୍ତୁତ କରାଯାଇଛି । ଉପ ଜିଲ୍ଲା ସ୍ତରରେ ନିଜର ଖୁଚୁରା ଉପସ୍ଥିତି ବଢ଼ାଇବା ଲାଗି ଭିଆଇ ପକ୍ଷରୁ ମହାରାଷ୍ଟ୍ର, ତାମିଲନାଡୁ, କେରଳ,…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିକଟରେ ଏ ଦେଶ ୠଣୀ : କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ

ନୂଆଦିଲ୍ଲୀ: ଅର୍ଥନୈତିକ ସଂସ୍କାର ପାଇଁ ଏ ଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିକଟରେ ୠଣୀ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମଙ୍ଗଳବାର କହିଛନ୍ତି। ଦେଶର ଗରିବ ଲୋକଙ୍କୁ ଅର୍ଥନୀତିର ସୁଫଳ ଯୋଗାଇଦେବା ଉଦ୍ଦେଶ୍ୟରେ ଭାରତ ପାଇଁ ଉଦାର ଅର୍ଥନୈତିକ ନୀତିର ଆବଶ୍ୟକତା ରହିଛି…

ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସ ଏବେ ଦିଗପହଣ୍ଡି ସହରରେ

ଭୁବନେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ଗଂଜାମ ଜିଲ୍ଲାର ଦିଗପହଣ୍ଡି ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି ।ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ…

ଓଡ଼ିଶାରେ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ଉଦ୍‌ଘାଟିତ

ଭୁବନେଶ୍ୱର,: ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ଉପରେ ଗୁରୁତ୍ୱାରୋପ ସହିତ ୨୦୪୭ ନିମନ୍ତେ ସାମୁଦ୍ରିକ ପରମ୍ପରାର ଏକ ଦସ୍ତାବିଜ୍ ସୃଷ୍ଟି କରିବା ନିମନ୍ତେ ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଏକ ତିନି ଦିନିଆ ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ମଙ୍ଗଳବାର ଏଠାରେ…

ପୁଣି ସୁଶାନ୍ତ ଙ୍କୁ ଗୁରୁଦାୟିତ୍ୱ , ଏଥର ପଦ୍ମପୁର ଉପନିର୍ବାଚନ ପରିଚାଳନା

ବରଗଡ଼ :-ଧାମନଗର ଭୁଲ୍ ର ପୁନରାବୃତ୍ତି ଯେପରି ପଦ୍ମପୁରରେ ନହୁଏ ସେଥିପାଇଁ ସତର୍କ ହୋଇଯାଇଛି ବିଜୁ ଜନତା ଦଳ |ସମ୍ପୂର୍ଣ୍ଣ ଭାବେ ସ୍ଥାନୀୟ ନେତାଙ୍କ ଉପରେ ଛାଡ଼ିଛି ନିର୍ବାଚନ ଦାୟିତ୍ୱ | ଦଳର ଜିଲ୍ଲାର ଅଭିଜ୍ଞ ରାଜନେତା ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଚାର ମଙ୍ଗ ସମ୍ଭାଳିବାକୁ ଦାୟିତ୍ୱ…

ପରିବାର ବର୍ଗ ଆସିପାରିଲେନି, ଉଠିପାରିନଥିଲା ବୃଦ୍ଧାଙ୍କ ଶବ

ଖବର ପାଇ ସହାୟତା ପାଇଁ ଆଗେଇ ଆସିଲା ଓଡ଼ିଶା ମୋ ପରିବାର ଘଟଣା ସ୍ଥଳରେ ପହଞ୍ଚି କଲେ ଶବ ସଂସ୍କାର ଭୁବନେଶ୍ୱର : ଗତକାଲି ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ ଅନ୍ତର୍ଗତ ବୁଢାପଡା ପଞ୍ଚାୟତ ର ଅନନ୍ତବ୍ରହ୍ମ ପୁର ର ହାରାମଣି ଦାଶ ଅପରାହ୍ନ ୪ଘଟିକା ସମୟରେ ମୃତ୍ୟୁ ବରଣ କରିଥିଲେ | ଦୁଃଖ ର…

ଅଖିଳ ଭାରତୀୟ ବିଶାଳ ଆଇନ୍ ସଚେତନତା ଶିବିର

• ସାଧାରଣ ଜନତାଙ୍କୁ ଆଇନଗତ ଓ ସାମାଜିକ ସ୍ତରରେ ଏହା ସଶକ୍ତ କରିବ । • ୧୬ଟି ଅସ୍ଥାୟୀ ଶିବିରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ସୂଚନା । • ୩୦୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସହାୟତା ପ୍ରଦାନ ଭୁବନେଶ୍ୱର : ଜାତୀୟ ଆଇନ୍ ସେବା ପ୍ରାଧୀକରଣ,ନୂଆଦିଲ୍ଲୀ…

189 ବାଟାଲିଅନ ର ସିଭିକ ଆକ୍ସନ ପ୍ରୋଗ୍ରାମ

ଲୋକଙ୍କ ପାଇଁ ଓ ଲୋକଙ୍କ ସେବାରେ ସଦାସର୍ବଦା ତତ୍ପର ସି ଆର ପି ଏଫ : ପବନ କୁମାର ତିୱାରୀ ବରଗଡ :- ମାଓ ପ୍ରବଣ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକରେ ମାଓ ଦମନ ପାଇଁ ସି ଆର ପି ଏଫ ର ତିନି ଗୋଟି କେମ୍ପ ରହିଛି । ପାଇକମାଲ, ବରତୁଣ୍ଡା ଓ କେରମେଲାବାହାଲ ରେ ରହିଛି 189 ବାଟାଲିଅନ ର ତିନି ଗୋଟି…

ତିର୍ତୋଲ ଯୁବ ନେତା ଡକ୍ଟର ପ୍ରକାଶ ଚନ୍ଦ୍ର ଦଳାଇ ପାଳିଲେ ବିଜୟ ଉତ୍ସବ

ଜଗତସିଂହପୁର/ରାକେଶ କୁମାର ରାୟ :- ଧାମନଗରରେ ଭାରତୀୟ ଜନତା ପାର୍ଟିର ଐତିହାସିକ ବିଜୟ ଉପଲକ୍ଷେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ ନେତା ତଥା ରାଜ୍ୟ ସମ୍ପାଦକ ଭାରତୀୟ ଜନତା ଯୁବମୋର୍ଚ୍ଚା ଡକ୍ଟର ପ୍ରକାଶ ଚନ୍ଦ୍ର ଦଳାଇ ଙ୍କ ଆଗ୍ରହ କ୍ରମେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ମାନସ…