Sign in
Sign in
Recover your password.
A password will be e-mailed to you.
“ଓଡ଼ିଶାର କୃଷକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଫସଲ ବୀମା ପ୍ରଦାନ କରାଯାଉ”
କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ସାକ୍ଷାତ କରି ଦୃଢ଼ ଦାବି ରଖିଲେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ
ଫସଲ ବୀମା କମ୍ପାନୀର ମନମାନିକୁ କେନ୍ଦ୍ର ସରକାର ଗ୍ରହଣ କରିବା କ୍ଷୋଭର ବିଷୟ
ଚାଷୀଙ୍କ ମଧ୍ୟରେ ବଢୁଛି ହତାଶା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର କମିଛି ଚାଷୀମାନଙ୍କ…
ଭୁଲିଲେନି ଉତ୍ତରଦାୟିତ୍ୱ ସନ୍ତୋଷ, ଉତ୍ସବ ପରେ ସଫା କଲେ କଲେଜ ପଡିଆ
ବାଲୁଗାଁ (ସେକ କୌଶର ): ବାୟୁ ଗଲେ ପେଟ ଉଶ୍ୱାସ ପରି ସଭା ବା ଉତ୍ସବ ପରେ ଉତ୍ସବ ସ୍ଥଳ ଅଳିଆ ଆବର୍ଜ୍ଜନା କଥା ଭୁଲିଯାନ୍ତି ଆୟୋଜକମାନେ | ଭୁଲିଯାନ୍ତି ଉତ୍ତରଦାୟିତ୍ୱ | ହେଲେ ବାଲୁଗାଁ ଅଂଚଳର ଯବ ସଂଗଠକ କିନ୍ତୁ ଜଣେ ନିଆରା ମଣିଷ | ବାଲୁଗାଁ ଯୁବ ସଂଗଠନର ସାଙ୍ଗଠନିକ ଦାୟିତ୍ୱ ନେଇଛନ୍ତି…
ରାଉତପରଡି ଗୁଡାର ଯୁବକ ମହୁମାଛି ଆକ୍ରମଣ ରେ ଗୁରୁତର।
ପ୍ରଦୀପ ଦଲାଇ ଙ୍କ ରିପୋର୍ଟ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ରାଉତପରଡି ଗୁଡା ଗାଁର ଯୁବକ ମହୁମାଛି ଆକ୍ରମଣ ରେ ଗୁରୁତରହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି ।ଆଜି କିଛି ଯୁବକ ମିଶି ରାଉତପରଡି ଗୁଡା ଗାଁରୁ ନିକଟସ୍ଥ ଜଙ୍ଗଲକୁ କାଠ ସଂଗ୍ରହ କରିବାପାଇଁ…
କାଶୀପୁର ଥାନା ପକ୍ଷରୁ ଗଞ୍ଜେଇ ଜବତ ଦୁଇଜଣ ଗିରଫ
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ମାଣ୍ଡିବିସି ସଦର ମହକୁମା ହଳିଆ ସାହିରେ ପୋଲିସ ସ୍କ୍ୱାଡ ର ପକ୍ଷରୁ ଅଭିନବ ଉପାୟରେ ଜଣଙ୍କ ଘରୁ ପ୍ରାୟ ୧୨ କେଜି ଗଞ୍ଜେଇ ଜବତ କ ରାଯାଇ ଜଣଙ୍କୁ ଗିରଫ କରିଥିବାବେଳେ ସେ ଘଟଣା ରେ ସମ୍ପୃକ୍ତ ଥିବା ଅନ୍ୟ ଜଣଙ୍କୁ…
ପଞ୍ଚ ଦଶ ବାର୍ଷିକ ସାଗର ସାଥୀ ବୋଇତ ବନ୍ଦାଣ ମହୋତ୍ସବ
ବାସୁଦେବପୁର- ବୋଇତ ବନ୍ଦାଣ ଉତ୍ସବ ଶାଶୁ ଭୁଆସୁଣୀ, ଚୂଡ଼ାମଣି ଘାଟ ଠାରେ ପଞ୍ଚ ଦଶ ବାର୍ଷିକ ସାଗର ସାଥୀ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଜାଇଛି। ସାଗର ସାଥୀ ବୋଇତ ବନ୍ଦାଣ ସାଂସ୍କୃତିକ ପରିଷଦ ଚୂଡ଼ାମଣି ପକ୍ଷ ରୁ ଦୁଇ ଦିନ ବ୍ୟାପୀ ମହା ସମାରୋହ ରେ ପାଳନ କରାଯାଇଛି। ସାତ ତାରିଖ ରୁ ଆରମ୍ଭ…
ପୂଜା କମିଟି ପକ୍ଷରୁ ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ।
ବାସୁଦେବପୁର- ବାସୁଦେବପୁର ଠାରେ ବସ ଷ୍ଟାଣ୍ଡ କାଳୀ ପୂଜା କମିଟି ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳନ ହୋଇ ଯାଇଛି। ଏହି ଅବସର ରେ ଓଡ଼ିଶା ସରକାର ଙ୍କ ଗୃହ ଉଣୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପୂର୍ବତନ ବିଧାୟକ ମୁକ୍ତି କାନ୍ତ…
ରୁପ୍ ନାରାୟଣ ସୁନକର, ପୂର୍ବ ତଟ ରେଳପଥର ନୂତନ ମହାପ୍ରବନ୍ଧକ |
ଭୁବନେଶ୍ୱର: 1985 ବ୍ୟାଚ୍ ର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍ଇ) ର ଅଧିକାରୀ ଶ୍ରୀ ରୁପ ନାରାୟଣ ସୁନକର ସୋମବାର ଦିନ ମହାପ୍ରବନ୍ଧକ ଭାବରେ ପୂର୍ବ ତଟ ରେଳପଥରେ ଯୋଗ ଦେଇଛନ୍ତି | ଏହା ପୂର୍ବରୁ ଶ୍ରୀ ସୁନକର ବିଲାସପୁରରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR) ର ମୁଖ୍ୟ…
ବଡ଼ ଧରଣର ଆଡ୍ଡାରେ ଚଢ଼ାଉ,ଚାରି ମହିଳା ସମେତ ୮ ଗିରଫ
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପୋଲିସ୍ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ବଡ଼ ଧରଣର ଅର୍ଥ ରାଶି ସହିତ ଚାରି ମହିଳା ଏବଂ ଚାରି ପୁରୁଷ ଜୁଆଡିଙ୍କୁ ଗିରଫ କରିଥିବା ଜଣାପଡିଛି। ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ସୂଚନା ପ୍ରକାରେ,ମଙ୍ଗଳବାର ସକାଳ ସମୟରେ ପୋଲିସ୍…
ଶିଖରଘାଟ ବାଲିଯାତ୍ରା ପଡିଆଠାରେ ଅଷ୍ଟମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖରଘାଟ ବାଲିଯାତ୍ରା ପଡିଆଠାରେ ଅଷ୍ଟମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ଓ ନାଉଗାଁ ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ…
ପବିତ୍ର “ମହେନ୍ଦ୍ର ତନୟା” ନଦୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ବୋଇତ ବନ୍ଦାଣ ତଥା ଡଙ୍ଗା-ଭଷା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରଳାଖେମୁଣ୍ଡି ସମେତ ଆଖପାଖ ଅଞ୍ଚଳର ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଓ “ବୋଇତ-ବନ୍ଦାଣ” ତଥା “ଡଙ୍ଗା-ଭଷା” କାର୍ଯ୍ୟକ୍ରମ ପାରମ୍ପରିକ ଶ୍ରଦ୍ଧା ଓ ଭକ୍ତିର ସହ ଉତ୍ସବ ମୁଖର ହୋଇ ଉଠିଛି ।ଓଡ଼ିଶାର…