ଆଡଭୋକେଟ କୃଷ୍ଣ ଚନ୍ଦ୍ରସେନାପତିଙ୍କୁ “ସ୍ୱୀକୃତି ପୁରସ୍କାର” ପ୍ରଦାନ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର୍,୨୦/୩ :ଓଡ଼ିଶା ପୁଲିସ ଡିଜିଙ୍କ ପକ୍ଷରୁ ଆଜି ପୋଲିସ ଭବନ, ଭୁବନେଶ୍ୱରରେ ଆୟୋଜିତ ଏକ ସମ୍ମାନ ସଭାରେ NDPS ମାମଲାରେ ସଫଳ ଭାବେ ଅଭିଯୋଗ ପରିଚାଳନା କରିଥିବା ପାଇଁ ଗୁଣପୁର କୋର୍ଟର ଆଡଭୋକେଟ କୃଷ୍ଣ ଚନ୍ଦ୍ର ସେନାପତିଙ୍କୁ “ସ୍ୱୀକୃତି…

“ପ୍ରଗତି” ମହିଳା ସଂଗଠନ ଆନୁକୂଲ୍ୟରେ “ପଖାଳ ଦିବସ” ପାଳିିିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ "ପ୍ରଗତି" ମହିଳା ସଂଗଠନ ଆନୁକୂଲ୍ୟରେ "ପଖାଳ ଦିବସ " ସଭାପତି ଲୋକନାଥ ମିଶ୍ରଙ୍କ ସଭାପତିତ୍ବରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ…

ଓକିଲ ସଂଘର ନବ ନିର୍ବାଚିତ ସଭାପତିଙ୍କୁ ଆଜି ଜିଲ୍ଲା ଘରୋଇ ବସ ମାଲିକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ଭବ୍ୟ ସ୍ୱାଗତ…

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ରି ଜିଲ୍ଲା ଓକିଲ ସଂଘର ନବ ନିର୍ବାଚିତ ସଭାପତି ଶ୍ରୀ ପ୍ରୀତପାଲ ସିଂଙ୍କୁ ଆଜି ଜିଲ୍ଲା ଘରୋଇ ବସ ମାଲିକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସଂଘ…

ପଖାଳ ଦିବସ ପାଳିଲେ ଏମ ଭି ୭୯ର ଯୁବଗୋଷ୍ଠୀ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ଠାରେ ବହୁ ବର୍ଷା ଧରି କିଛି ଯୁବଗୋଷ୍ଠୀ ମିଶି ପାଳିଛନ୍ତି ପଖାଳ ଦିବସ।ମାଲକାନଗିରି ଜିଲ୍ଲା ରେ ବହୁ ଭାଷା ଭାଷୀ ଲୋକ ବାସ କରୁଥିଲେ ମଧ୍ୟ ଆଜି ସମସ୍ତେ ଏକତ୍ରୀତ ହୋଇ ଓଡିଶା ରୋ ଏହି…

ବନ୍ଦେ ଉତ୍କଳ ଜନନୀ ସମୟରେ ବସି ରହିଲେ ଜୟନାରାୟଣ ମିଶ୍ର: ପୁଣି ଚର୍ଚ୍ଚାରେ ‘କୋଶଳ ବନାମ ଉତ୍କଳ’ ବିବାଦ

ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ସମୟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବସି ରହିଥିବା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। ଆଜି ସମ୍ବଲପୁର ପାନ୍ଥନିବାସରେ ଆୟୋଜିତ ସରକାରୀ ପଖାଳ ଦିବସ ପାଳନ ଅବସରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।କାର୍ଯ୍ୟକ୍ରମରେ…

ହୃଦଘାତରେ ଯନ୍ତ୍ରୀଙ୍କ ମୃତ୍ୟୁ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଥାନା ଦରାସାହି ଛକରେ ଥିବା ଏକ ଡରମିଟରରେ ହୃଦଘାତରେ ମୃତ୍ୟୁ ଘଟିଥିବା ଘଟଣା ଅଞ୍ଚଳରେ ଗଭୀର ଶୋକ ସୃଷ୍ଟି କରିଛି।ମୃତକଙ୍କ ପରିଚୟ ଶିବ ଓରାମ ହୋଇଥିବା ବେଳେ, ସେ କାଶୀପୁର ବ୍ଲକରେ ଯନ୍ତ୍ରୀ ଭାବେ ନିକଟରେ…

ସଡ଼କ ସୁରକ୍ଷା ସମିତି ବୈଠକ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୨୦.୦୩.୨୦୨୬ – କଳାହାଣ୍ଡି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ କଳାହାଣ୍ଡି ଜିଲ୍ଲା ପାଳଙ୍କର କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଆଜି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…

ଜିଲ୍ଲାସ୍ତରୀୟ ପଖାଳ ଦିବସ ପାଳିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା: ୨୦.୦୩.୨୦୨୬ :- କଳାହାଣ୍ଡି ଜିଲ୍ଲାସ୍ତରୀୟ ପଖାଳ ଦିବସ ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ରେ ଆଜି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଓଡିଆଙ୍କର…

ପାଳିତ ହେଲା ପଖାଳ ଦିବସ

ବାଲେଶ୍ୱର, ୨୦/୦୩/୨୦୨୬: ଆଜି ପଦ୍ମାବତୀ ଏମ୍ୟୁଜମେଣ୍ଟ ପାର୍କ ଠାରେ ଜିଲ୍ଲା ପ୍ରଶାସନ ଦ୍ବାରା ପଖାଳ ଦିବସ ପାଳିତ ହୋଇଛି । ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱଜିତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଖାଳ ଦିବସକୁ ପାଳନ କରାଯାଇଛି। ଉପସ୍ଥିତ ଥିବା ସମସ୍ତ ଜିଲ୍ଲା…

ବେପରୁଆ ଭାବେ ରାସ୍ତାରେ ରଖା ଟ୍ରାକ୍ଟର ନେଲା ଜୀବନ, ପରିବାରରେ ଶୋକର ଛାୟା

ବିଜେପୁର :-ବରଗଡ଼ ଜିଲ୍ଲାରେ ଅବହେଳାର ଦୁର୍ଭାଗ୍ୟଜନକ ପରିଣାମ ସାମ୍ନାକୁ ଆସିଛି। ଗତ ଗୁରୁବାର ରାତି ପ୍ରାୟ ୮ଟା ସମୟରେ ବିଜେପୁର ଥାନା ଅନ୍ତର୍ଗତ ସାଇପାଲି ରାସ୍ତା ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକର…