Sign in
Sign in
Recover your password.
A password will be e-mailed to you.
ଗୁଦେରପାଲିରେ ଚଢ଼ାଉ, ୨୮ଟି ଏଲପିଜି ସିଲିଣ୍ଡର ଜବତ
ବିଜେପୁର :-ବରଗଡ଼ ଜିଲ୍ଲାର ଗୁଦେରପାଲି ଗ୍ରାମରେ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଚଢ଼ାଉ କରାଯାଇ ବହୁ ପରିମାଣରେ ଇଣ୍ଡେନ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ଏହି ଅଭିଯାନ ସମୟରେ ମୋଟ ୨୮ଟି ସିଲିଣ୍ଡର ଜବତ ହୋଇଥିବା ଜଣାପଡ଼ିଛି।ମିଳିଥିବା ସୂଚନା ଅନୁସାରେ,…
ବଡଗୋଛା ଭୟାବହ ଅଗ୍ନିକାଣ୍ଡ , ୨୦ ବଖରା ଘର ଭସ୍ମୀଭୂତ
ସୋରଡ଼ା :-୨୦/୦୩/୨୬-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୋଛା ପଞ୍ଚାୟତର ବଡଗୋଛା ଗ୍ରାମର ହରିଜନ ସାହିରେ ଭୟାଭୟ ଅଗ୍ନିକାଣ୍ଡ । 20 ଟି ଘର ଜଳି ପୋଡି ପାଉଁଶ । ସୂଚନା ମୁତାବକ ହରିଜନ ସାହିର ଲୋକ ମାନେ ଘରେ ଶୋଇଥିବା ବେଳେ ହଟାତ୍ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକ ଘଟଣା…
ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଇଣ୍ଟର୍ନସିପ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ନୟାଗଡ଼(ବିଶ୍ୱଜିତ ନାୟକ):- ସ୍ଥାନୀୟ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜାତୀୟ ଶିକ୍ଷା ନୀତି (NEP) ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମାର୍ଗଦର୍ଶିକା ଅନୁଯାୟୀ ଚତୁର୍ଥ ସେମିଷ୍ଟାର ଛାତ୍ରୀମାନଙ୍କ ପାଇଁ ଏକ 'ଇଣ୍ଟର୍ନସିପ୍ ଓରିଏଣ୍ଟେସନ୍' କାର୍ଯ୍ୟକ୍ରମ…
ବିଶିଷ୍ଟ ଶିକ୍ଷାବିତ୍ ତଥା ବରିଷ୍ଠ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ଦୁଇ ସାମ୍ବାଦିକ
ବେଲଗୁଣ୍ଠା, ୨୦/୦୩-(ଶିବରାମ ଚୌଧୁରୀ )-, ଗତ କିଛି ଦିନ ତଳେ ବିଶିଷ୍ଠ ଶିକ୍ଷାବିତ୍ ତଥା ବେଲଗୁଣ୍ଠା ମିଡ଼ିଆ କ୍ଲବ ର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ମାଗୁଣି ମିଶ୍ର ଏକ ମୋଟରସାଇକେଲ୍ ଦୁର୍ଘଟଣାର ଶିକାର ହୋଇ ଅସୁସ୍ଥ ହୋଇପଡ଼ିଥିଲେ I ଏହି ଖବର ଜାଣିବା ପରେ ଆଜି ବେଲଗୁଣ୍ଠା ପ୍ରେସକ୍ଲବ…
ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା
ବେଲଗୁଣ୍ଠା,୨୦/୦୩-(ଶିବରାମ ଚୌଧୁରୀ ), ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ବିଭାଗର .ମିଳିତ ଆନୁକୂଲ୍ୟରେ ଅନ୍ତିମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି…
ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ସ୍ବର୍ଗତ ନରେନ୍ଦ୍ର ବାରିକଙ୍କ ଶ୍ରାଦ୍ଧବାର୍ଷିକୀ
ବାଲେଶ୍ଵର: ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ସ୍ବର୍ଗତ ନରେନ୍ଦ୍ର ବାରିକଙ୍କ ଶ୍ରାଦ୍ଧବାର୍ଷିକୀ ବାଲେଶ୍ଵର ସାମ୍ବାଦିକ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ସେହିଭଳି ଆମ୍ଭମାନଙ୍କର ପ୍ରିୟ ସାମ୍ବାଦିକ ମିହିର ମହାପାତ୍ରଙ୍କ ଅକାଳ ବିୟୋଗରେ ଶୋକସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି।ଏହି…
କେନ୍ଦୁଝରଠାରେ ‘ପଖାଳ ଦିବସ’ ପାଳିତ
କେନ୍ଦୁଝର,ତା୨୦/୩- ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱରୂପ ଆଜି କେନ୍ଦୁଝର ଜିଲ୍ଲାସ୍ତରୀୟ ‘ପଖାଳ ଦିବସ’ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ସ୍ଥାନୀୟ ସର୍କିଟ ହାଉସରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ…
ସାହିତ୍ୟ ଘର ତରଫରୁ ବିଶ୍ୱ ପଖାଳ ଦିବସ ପାଳିତ
ବେଲଗୁଣ୍ଠା, ୨୦/୦୩-(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାହିତ୍ୟ ଘର ଶାଖାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ପ୍ରେସ କ୍ଲବ ଓ ସାହିତ୍ୟ ଘର ପକ୍ଷରୁ ମଧ୍ୟ ଉତ୍ସାହର ସହିତ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି I ସାହିତ୍ୟ ଘର ସାଂଗଠନିକ…
ଏନ୍.ଏସ୍.ପୋଲିସ୍ ହାଇସ୍କୁଲରେ ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
କେନ୍ଦୁଝର,ତା ୨୦/୩-ମାର୍ଚ୍ଚ ୧୯ ତାରିଖରେ କେନ୍ଦୁଝର ଜିଲ୍ଲାର ଏନ୍.ଏସ୍. ପୋଲିସ୍ ହାଇସ୍କୁଲ ରେ ଅଲିମ୍ପିକ୍ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମର ଏକଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ମାର୍ଚ୍ଚ ୨୦ ତାରିଖ ରେ ବାର୍ଷିକ ପ୍ରଗତି ସମାରୋହ ସଫଳତାର ସହିତ ଆୟୋଜିତ ହୋଇଥିଲା।ଏହି…
ଭରତୀୟ ସଂସ୍କୃତି ପ୍ରଚାର ସମିତି ବାସୁଦେବପୁର ପକ୍ଷ ରୁ ସାଂସ୍କୃତିକ କାର୍ଯ୍ୟ କ୍ରମ।
ବାସୁଦେବପୁର - ପବିତ୍ର ଶ୍ରୀ ରାମ ନବମୀ ଉତ୍ସବ ଓ ରାଷ୍ଟ୍ରୀୟ ନବ ବର୍ଷ ପାଳନ ଅବସର ରେ ଆୟୋଜିତ ହୋଇ ଯାଇଛି ବାସୁଦେବପୁର ରେ ବିଭିନ୍ନ କାର୍ଯ୍ୟ କ୍ରମ। ସକାଳେ ବିଶାଳ ଗଣ ଦୌଡ଼ ସ୍ଥାନିୟ ଯାଦବ ପଡ଼ିଆ ରୁ ବାହାରି ଶ୍ରୀ ରାମ ଙ୍କ ମନ୍ଦିର ଯାଏଁ ଆସିଥିଲା। ସଂଧ୍ୟା ବେଳେ ଭାରତୀୟ ସଂସ୍କୃତି…