Sign in
Sign in
Recover your password.
A password will be e-mailed to you.
ନୟାଗଡରେ ଚିନିକଳ ସ୍ଥାପନ ପାଇଁ ସର୍ଭେ ଆରମ୍ଭ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡରେ ଚିନିକଳ ସ୍ଥାପନ ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇଛି । ପୁରୁଣା ଚିନିକଳର ପୁନଃରୁଦ୍ଧାର ଏବଂ ନୂତନ ଚିନିକଳ ପ୍ରତିଷ୍ଠା ନୟାଗଡବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ହୋଇ ରହିଛି । ନିର୍ବାଚନ ସମୟରେ ନେତାମାନେ ଚିନିକଳ ପ୍ରତିଷ୍ଠା କରିବାକୁ ବିଭିନ୍ନ ସମୟରେ…
ଘୁମୁସର ତାଲୁକା ହାଡ଼ି ସମାଜର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ବର୍ଦ୍ଧନା ଉତ୍ସବ ; ନିଶା ଠାରୁ ଦୂରେଇ ରହି ଶିକ୍ଷାକୁ…
ବେଲଗୁଣ୍ଠା,୨୧/୦୩-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଷଡ଼ଙ୍ଗୀପଲ୍ଲୀ ସ୍ଥିତ ଦୀନବନ୍ଧୁ ବିଦ୍ୟାପୀଠ ନିକଟ ଆମ୍ବ ତୋଟାରେ ଘୁମୁସର ତାଲୁକା ସମାଜର ନୂତନ କର୍ମକର୍ତ୍ତାଙ୍କ ଶପଥପାଠ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏଥିରେ ସୋରଡା ବିଧାୟକ ନୀଳମଣି…
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କଣ୍ଢେଇ ଦିବସ ପାଳିତ ।
ପଦ୍ମପୁର / ଶିବାଶିଷ ପଟ୍ଟନାୟକ (୨୧/୦୩) :- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କଣ୍ଢେଇ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କଣ୍ଢେଇ ଦିବସ ବିଷୟରେ ଆଲୋକପାତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ…
ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ
ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅଧୀନରେ ଜିଲ୍ଲାର ଚାରିଜଣ ଚ୍ୟାମ୍ପିଅନଙ୍କୁ ସମ୍ବର୍ଦ୍ଧନା
କନ୍ୟା ଶିଶୁଙ୍କ ସୁରକ୍ଷା, ନିରାପତ୍ତା, ଜୀବନ କୌଶଳ ବିକାଶ ଓ ଆତ୍ମରକ୍ଷା ସମ୍ବନ୍ଧୀୟ ଆଲୋଚନା
ଛତ୍ରପୁର: ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା…
ଯକ୍ଷ୍ମା ସ୍କ୍ରିନିଙ୍ଗ ରେ କେନ୍ଦ୍ରାପଡ଼ା ରାଜ୍ୟରେ ଏକ ନମ୍ବର ।
କେନ୍ଦ୍ରାପଡ଼ା:21/03(ପ୍ରଫୁଲ୍ଲ କୁମାର ମଲ୍ଲ) ୨୧ ମାର୍ଚ୍ଚ: ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡ଼ା ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଭିନ୍ନ ସ୍ୱାସ୍ଥ୍ୟ ବୈଠକ ଓ ସମୀକ୍ଷା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର ଙ୍କ ଅଧ୍ୟକ୍ଷତାରେ ପୁରୁଣା ମେଡିକାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…
ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ର ଚତୁର୍ଥ ସନ୍ଧ୍ୟା, ମଞ୍ଚସ୍ଥ ହେଲା ଏକକ ନାଟକ ବନ୍ଦୀ
ରାଉରକେଲା/ ପିପିଲି (ସୁଶାନ୍ତ କୁମାର ଜେନା): ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଚତୁର୍ଥ ସନ୍ଧ୍ୟାରେ ପୁରୀ ପିପିଲି ର ରଙ୍ଗଲୋକ ଥିଏଟର ଅନୁଷ୍ଠାନ ତରଫରୁ ତୁଷାରକାନ୍ତ ପଟ୍ଟନାୟକଙ୍କ ରଚିତ ଓ ଦୁର୍ଯୋଧନ ସାହୁଙ୍କ ନିର୍ଦ୍ଦେଶନାରେ ଏକକ ନାଟକ ବନ୍ଦୀ ମଞ୍ଚସ୍ଥ ହୋଇଯାଇଛି। ସିଭିକ ସେଣ୍ଟର୍ ଠାରେ…
ପୁରାତନ ଶିକ୍ଷକ ଓ ଛାତ୍ର–ଛାତ୍ରୀଙ୍କ ମଧ୍ୟରେ ଆୟୋଜିତ “ବନ୍ଧୁ ମିଳନ” କାର୍ଯ୍ୟକ୍ରମ l
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର MV–79 ହାଇସ୍କୁଲରେ ପୁରାତନ ଶିକ୍ଷକ ଓ ଛାତ୍ର–ଛାତ୍ରୀଙ୍କ ମଧ୍ୟରେ ଆୟୋଜିତ “ବନ୍ଧୁ ମିଳନ” କାର୍ଯ୍ୟକ୍ରମ ଏକ ସ୍ମୃତିମୟ ଏବଂ ଭାବନାପ୍ରବଣ ଅବସର ରୂପେ ପାଳନ ହେଲା।
ଏହି କାର୍ଯ୍ୟକ୍ରମରେ ବହୁ ପୁରାତନ…
କେନ୍ଦୁଝରଗଡ଼ ନଗରପାଳିକାର ପାରିବାପଣିଆ ଜଣା ପଡ଼ିଲା।
ଅସରାଏ ବର୍ଷାରେ ରାସ୍ତା ଉପରେ ଡ୍ରେନ ପଚା ପାଣି।
କେନ୍ଦୁଝର,ତା୨୧/୩- ଦୁଇ ଦିନ ହେବ କେନ୍ଦୁଝର ସହରରେ ଟିକେ ବର୍ଷା ହେଉଛି ତେଣୁ ଆମ୍ବ ତଥା ଅନ୍ୟାନ୍ୟ ଫଳ ଏଥର ଭଲ ହେବ ବୋଲି ଖୁସି ହେଉଥିବା ବେଳେ ଅଚାନକ ଡ୍ରେନ ପାଣି ବହୁ ସ୍ଥାନରେ ରାସ୍ତାଉପରେ ଉଛୁଳି ପ୍ରବାହିତ ହୋଇ କେନ୍ଦୁଝର…
ତୋରାଣି ପୋଖରୀ ଆଶ୍ରମ ସ୍କୁଲରେ ଅମାନୁଷିକ କାଣ୍ଡ, ପ୍ରଥମ ଶ୍ରେଣୀ ଛାତ୍ରକୁ ପୋଡିଦେଲେ।
କେନ୍ଦୁଝର,ତା୨୧/୩- ଘଟଗାଁ ଥାନା ଅନ୍ତର୍ଗତ ତୋରାଣିପୋଖରୀ ଆଶ୍ରମ ସ୍କୁଲରେ ଗତକାଲି ରାତିରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଗତକାଲି ରାତିରେ ପିଲାମାନେ ଖାଇବାପରେ ଗୋଟେ ପ୍ରଥମ ଶ୍ରେଣୀର ଛାତ୍ର ସତ୍ୟବାନ ମୁଣ୍ଡା (୭)କୁ ଉକ୍ତ ଆଶ୍ରମ ସ୍କୁଲର ତୃତୀୟ ଓ ଚତୁର୍ଥ ଶ୍ରେଣୀର ପିଲାମାନେ ଅମାନୁଷିକ…
ଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷ।
ବ୍ରହ୍ମପୁର: ଗତ ୫ ବର୍ଷ ପୁର୍ବେ ବ୍ରହ୍ମପୁର ଟାଉନ ଥାନା ରେ ନାବାଳିକା ନିରୁଦିଷ୍ଟ ମାମଲା ପରିବାର ତରଫରୁ ରୁଜ୍ଜୁ ହୋଇଥିଲା। ପୋଲିସ ତଦନ୍ତ ପରେ ଜଣାପଡିଲା ଯେ ସଦର ଥାନା ଅନ୍ତର୍ଗତ ଚଣ୍ଡିପଦର ଗ୍ରାମର ବିକ୍ରମ ଦାସ ନାମକ ଜଣେ ଯୁବକ ନିଖୋଜ ନାବାଳିକା କୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ରେ…