ବାଲେଶ୍ୱର ଜିଲ୍ଲା 31/07/26: ଖଇରା ବ୍ଲକ ଶରତ ଗ୍ରାମରେ ଅନ୍ତର୍ଯ୍ୟାମୀ ପରିଡା, ପିତା -ରବୀନ୍ଦ୍ର ରବୀନ୍ଦ୍ର ପରିଡା ଗ୍ରାମ- ଶରତ ଗତକାଲି ବିଲକୁ କାମକରିବାକୁ ଯାଇ ଅଧିକ ପାଣିରେ ଜାଣିନପାରି ଗଭୀର ଖାତ ମଧ୍ୟକୁପାଣି ସୁଅରେଭାସି ଯାଇଥିଲେ ଫଳରେ ଲୋକମାନେ ବହୁତ ଖୋଜାଖୋଜି କଲେ ମଧ୍ୟଗଭୀର ପାଣିରେ ପାଇନଥିଲେ!ଫଳରେ ଲୋକମାନେ ଅନେକ ପରିଶ୍ରମ କରି ଦୂରରେ ଭାସୁଥିବାର ଦେଖି ତୁରନ୍ତ ଡାକ୍ତର ଖାନା ଆଣିଥିଲେ ସେଠାରେଡାକ୍ତର ମୃତ ଘୋଷଣା କରିଥିଲେ !ଖଇରା ପୋଲିସ BNS 194 UD କେଶ 24/26 ମୂଳେ କେଶ ହୋଇ ତଦନ୍ତ ଜାରିରହିଛି !