ବର୍ଷାରେ ବେହାଲ୍ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ପୁଢେରଖାର – ଜମାଲା ରାସ୍ତା ।

44


ପଦ୍ମପୁର:- ବରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିବା ବେଳେ ଆଜି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ପୁଢେରଖାର – ଗାଇସିଲେଟ ଭାୟା ଜମାଲା ରାସ୍ତା ଧୋଇହୋଇଯାଇଛି। ଫଳରେ ଏହି ରାସ୍ତା ରେ ଯାତାୟାତ କରୁଥିବା ଲୋକେ ବିଶେଷ କରି ଛାତ୍ରଛାତ୍ରୀମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଗତ ୨୦୨୩ ମସିହାରେ ନିର୍ମାଣ କାର୍ଯ୍ଯ ଶେଷ ହୋଇଥିବା ଏହି ରାସ୍ତା ଶୀଘ୍ର ମରାମତି ପାଇଁ ଅଞ୍ଚଳବାସୀ ଦାବୀ ରଖିଛନ୍ତି।

Leave A Reply

Your email address will not be published.