“ଭୟଭୀତ ହୁଅନ୍ତୁ ନାହିଁ କି ଗୁଜବ ଶୁଣନ୍ତୁ ନାହିଁ, ସତର୍କ ରୁହନ୍ତୁ”

0 2

H3N2Influenza ଭୁତାଣୁ ଜନିତ ଫ୍ଲୁ ରୋଗ ଅଟେ। ଏଥିପାଇଁ ଅଯଥା ଭୟଭୀତ ହୁଅନ୍ତୁ ନାହିଁ କି ଗୁଜବ ଶୁଣନ୍ତୁ ନାହିଁ। ଲକ୍ଷଣ ଥିବା ବ୍ୟକ୍ତି ମାସ୍କ ପିନ୍ଧନ୍ତୁ, କାଶିବା ଛିଙ୍କିବା ସମୟରେ (ମାସ୍କ ପିନ୍ଧି ନଥିଲେ) ମୁହଁରେ ରୁମାଲ ଦିଅନ୍ତୁ। କର ମର୍ଦ୍ଦନ କରନ୍ତୁ ନାହିଁ। ନିଜ ମନକୁ ଔଷଧ କିଣି ନଖାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। : ସ୍ୱାସ୍ଥ୍ୟ ବିଭାଗ 

 

Image

Leave A Reply

Your email address will not be published.