Sign in
Sign in
Recover your password.
A password will be e-mailed to you.
ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍ର ପ୍ରସାର ନିମନ୍ତେ କିସ୍ ଓ ଏଫ୍ଆଇଭିବି ମଧ୍ୟରେ ବୁଝାମଣା
ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍ ନୋଡାଲ୍ ଏଜେନ୍ସୀ
ଭୁବନେଶ୍ୱର: ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍ର ପ୍ରସାର ନିମନ୍ତେ କିସ୍ ଓ ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫ୍ଆଇଭିବି) ମଧ୍ୟରେ ସୋମବାର ସୁଇଜରଲାଣ୍ଡଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। କିସ୍…
ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ) ୨୦୨୨ର ୨୦ ବିଜେତା ସମ୍ବର୍ଦ୍ଧିତ
ଭିଡିଓ ବାର୍ତା ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀଙ୍କ ଛାତ୍ରଛାତ୍ରୀଙ୍କୁ ଉଦବୋଧନ
ବିଜେତାମାନଙ୍କୁ ଇସ୍ରୋ ପରିଦର୍ଶନରେ ନିଆଯିବ
ଚୟାଟ୍ସର ୧୬ତମ ସଂସ୍କରଣରେ ଓଡ଼ିଶାର ୩୦ ଜିଲ୍ଲାରୁ ୭୭,୫୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ…
ପିତାଙ୍କ ଅଫିସ ଓ ତାଙ୍କ ଚେୟାରରେ ବସି ଭାବୁକ ହୋଇଗଲେ ବର୍ଷା
ଦଳୀୟ ଅଫିସରେ ଭବ୍ୟ ସ୍ୱାଗତ ଜଣାଇଲେ ଦଳୀୟ କର୍ମୀ
ବରଗଡ :- ଓଡିଶା ବିଧାନସଭା ର ଏକ ନମ୍ବର ନିର୍ବାଚନ ମଣ୍ଡଳୀ ପଦ୍ମପୁର । ଗତ ପାଞ୍ଚ ତାରିଖ ହୋଇଥିବା ପଦ୍ମପୁର ଉପନିର୍ବାଚନ ରେ ରେକର୍ଡ 42 ହଜାର ଭୋଟ ବ୍ୟବଧାନ ରେ ନିଜର ବିରୋଧୀ ମାନଙ୍କୁ ପରାଜିତ କରି ଗତକାଲି ବିଧାନସଭା ର ମାନ୍ୟବର…
ପଶ୍ଚିମବଙ୍ଗରୁ ମିଳିଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ
ଯୋଡ଼ା(ପାର୍ଥ ସାରଥି ଷଡ଼ଙ୍ଗୀ): କେନ୍ଦୁଝର ଜିଲ୍ଲା ଯୋଡ଼ା ସହରସ୍ତିତ ମଙ୍ଗଳା ମନ୍ଦିର ନିକଟ ଅଞ୍ଚଳରୁ ନିରୁଦ୍ଧିଷ୍ଟ ଥିବା ଜଣେ ଯୁବକ ର ଖଣ୍ଡ ବିଖଣ୍ଡିତ ମୃତ ଦେହ ପଶ୍ଚିମ ବଙ୍ଗ ରାଜ୍ୟରୁ ଉଦ୍ଧାର ହୋଇଛି । ଖବର ନେବାରୁ ଜଣାପଡିଛି ଯେ, ମୃତ ସରୋଜ ସିହ୍ନ।(୩୦) ଗତ ତା ୬/୧୨/୨୦୨୨ରିଖ…
କାରାଗାର ପ୍ରତିଷ୍ଠା ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉପ କାରାଗାର ପରିସରରେ କାରାଗାର ପ୍ରତିଷ୍ଠା ଦିବସ ଏବଂ ମାନବିକ ଅଧିକାର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଶୃଙ୍ଖଳିତ ଜୀବନ , ସୁସ୍ଥ ଶରୀର , ଶିକ୍ଷାର ଆବଶ୍ୟକତା , ସେବା ଓ ତ୍ୟାଗ ସହ ସମାଜ ସେବା ସମ୍ପର୍କରେ…
ସୋହେଲା ରେ ବର୍ଷା ଙ୍କୁ ଭବ୍ୟ ସ୍ୱାଗତ
ବୟୋଜ୍ୟେଷ୍ଠ ନେତା ପ୍ରକାଶ ଦେବତାଙ୍କୁ ମୁଣ୍ଡିଆ ମାରି ନେଲେ ଆଶୀର୍ବାଦ
ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ରାଣୀ ସିଂ ବରିହା ବିଧାନସଭା ରେ ଶପଥ ପାଠ କରିବା ପରେ ପ୍ରଥମଥର ନିଜର ନିର୍ବାଚନ ମଣ୍ଡଳୀକୁ ପ୍ରତ୍ୟାବର୍ତ୍ତନ କରୁଥିବା ବାଟରେ ସୋହେଲା ଠାରେ ,…
ବିଜୁ ବାବୁ ଙ୍କର ବରିଷ୍ଠ ସହଯୋଗୀ ଗୋର୍ଷା ରଣା ଙ୍କର ଏକାଦଶାହରେ ଯୋଗଦେଇ ସୃତିଚାରଣ କଲେ ନେତୃମଣ୍ଡଳୀ
ବରଗଡ଼ :- ବରବଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ଗ୍ରାମର , ବିଜୁ ବାବୁ ଙ୍କର ସହଯୋଗୀ , ତଥା ବୟୋଜ୍ୟେଷ୍ଠ ନେତା ଶ୍ରୀ ଗୋର୍ଷା ରଣା ଙ୍କର ଗତ ତିନି ତାରିଖ ଦିନ ପରଲୋକ ହୋଇଥିଲା । ଆଜି ତାଙ୍କର ବାସଭବନ ଜାମସେଠ ଠାରେ ଅନୁଷ୍ଠିତ ତାଙ୍କର ଏକା ଦଶାହ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା…
ସୋଆ ପକ୍ଷରୁ ଟ୍ରାଫିକ୍ ସଚେତନତା ଅଭିଯାନ
ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପକ୍ଷରୁ ମଙ୍ଗଳବାର ଏକ ସପ୍ତାହ ବ୍ୟାପୀ ଟ୍ରାଫିକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) କ୍ୟାମ୍ପସ୍ ସମ୍ମୁଖରେ ଏହି ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ…
କୃଷିଶିଳ୍ପ ନିଗମ ଉପାଧ୍ୟକ୍ଷ ଡ଼ ସନ୍ତୋଷ ବେଜଙ୍କ ବଲାଙ୍ଗିର ଗସ୍ତ
ବଲାଙ୍ଗୀର(ନିରୋଜ ମିଶ୍ର) :-ଓଡିଶା କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ଡ.ସନ୍ତୋଷ କୁମାର ବେଜ ବଲାଙ୍ଗିର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲା କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ଜଳନିଧି-୨ ଯୋଜନା ରେ ହିତାଧିକାରୀ ଚାଷୀ ମାନଙ୍କୁ କ୍ଷୁଦ୍ର ଉଠାଜଳ ସେଚନ ପ୍ରକଳ୍ପ ପାଇଁ ବିଭିନ୍ନ ଯନ୍ତ୍ରପାତି ବଣ୍ଟନ…
ଉସ୍କି ଆଶ୍ରମ ବିଦ୍ୟାଳୟଠାରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଯଶିପୁର : ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍ ଅନ୍ତର୍ଗତ ଉସ୍କି ଆଶ୍ରମ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଲେତ ଜେରାଇ ଏହି କ୍ରୀଡା ପ୍ରତିଯୋଗିତା କୁ ଉତ୍ଘାଟନ କରିଥିବା ବେଳେ ଗଣ୍ଡିରାବେଡା…