Sign in
Sign in
Recover your password.
A password will be e-mailed to you.
ଖୋର୍ଦ୍ଧା ସରଧାପୁରରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ଇଜିତମା
ଖୋର୍ଦ୍ଧା /ଚିଲିକା :(ସେକ୍ କୌଶର )ଖୋର୍ଦ୍ଧା ଜିଲ୍ଲା ସରଧାପୁର ଗ୍ରାମରେ ଉଦଯାପିତ ହୋଇଯାଇଛି ମୁସଲମାନ ସମ୍ପ୍ରଦାୟର ଏକ ଜିଲ୍ଲା ସ୍ତରୀୟ ଇଜିତମା | ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ମୁସଲିମ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା .ଏଠାରେ ତିନିଦିନ ଧରି ଏହି ଇଜିତମାରେ ବଡ ବଡ…
ଗଞ୍ଜାମ ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରାଇ ଶିଶୁଙ୍କ ମୁହଁରେ ହସ ଫୁଟାଇଲା ଜିଲ୍ଲା ପ୍ରଶାସନ
https://youtu.be/Ij_dxiYJbcI
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ୪ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶୀ ଜଗନ୍ନାଥ ନିକେତନ , ବିବେକାନନ୍ଦ , ପ୍ରାଉଡ ଓ ନିସାନ ସାଲେମ ହୋମର ୫୦ ରୁ ଉର୍ଦ୍ଧ ପିତୃମାତୃ ହୀନ ଶିଶୁଙ୍କୁ ଏକ ବସ ଯୋଗେ…
ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟରେ ଜନ ଅଭିଯୋଗ ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟରେ କଟକ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ମୋଟ୍ ୧୮୫ଟି ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଯୋଗଦାନ କରି ସମସ୍ତ…
ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି l ପ୍ରତିବର୍ଷ ଡିସେମ୍ବର ମାସ ୧୨ ତାରିଖରେ ସାର୍ବଜନୀନ…
ଆଦର୍ଶ ଗ୍ରାମ ପରିଦର୍ଶନ କଲେ ବ୍ଲକ ଅଧକ୍ଷ ଓ ବିଡ଼ିଓ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଂଚାୟତ ମତଗଜପୁର ଗ୍ରାମକୁ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି l ଏହି ଆଦର୍ଶ ଗ୍ରାମରେ ଆଲୋକୀକରଣ, କଂକ୍ରିଟ ରାସ୍ତା, ବିଦ୍ୟାଳୟ ର ଉନ୍ନତି କରଣ ପ୍ରଭୃତି ଉନ୍ନୟନ ମୂଳକ କାର୍ଯ୍ୟ ବ୍ଲକ ପ୍ରଶାସନ ପକ୍ଷରୁ…
କିସରେ କଳିଙ୍ଗ ଫେଲୋସିପ୍ -୨୦୨୨ ଉଦ୍ଘାଟିତ
ଭୁବନେଶ୍ୱର,: ଓଡିଶାର ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଆମକୁ ବାଲ୍ୟ ବିବାହ ରୋକିବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକ ରହିଛି ବୋଲି ଭୁବନେଶ୍ୱର-କଟକ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଆଜି କିସ ପରିସରରେ ଅନୁଷ୍ଠିତ କଳିଙ୍ଗ ଫେଲୋସିପ୍-୨୦୨୨…
ଜେଲ ଗଲେ ତିନି ସର୍ଦାର: ଛତିଶଗଡ଼ ରୁ ମହାରାଷ୍ଟ୍ର କୁ ଚାଲାଣ କରୁଥିଲେ ଶ୍ରମିକ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅଞ୍ଚଳରେ ମହାରାଷ୍ଟ୍ର ର ତିନି ଜଣ ଲେବର ସର୍ଦ୍ଦାର ଧରା ପଡି ଜେଲ ଯାଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଛତିଶଗଡ଼ ର ରାୟଗଡ ରୁ ମହାରାଷ୍ଟ୍ର ର ନନ୍ଦେଡ଼ କୁ ତିନି ଜଣ ସର୍ଦାର 11 ଜଣ ଲେବର ନେଇ ଯାଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ତତ୍ପର…
ଆଉ ନାହାନ୍ତି ପୂର୍ବତନ ସାଂସଦ ମୋହନ ଜେନା
ଭୁବନେଶ୍ୱର : ଅଶୀ ଦଶକର ଅଗ୍ନିବର୍ଷୀ ପ୍ରବୀଣ ଛାତ୍ରନେତା ତଥା ପ୍ରାକ୍ତନ ସାଂସଦ ଶ୍ରୀଯୁକ୍ତ ମୋହନ ଜେନାଙ୍କର ଆଜି ପରଲୋକ ଘଟିଛି | ଦୀର୍ଘଦିନ ହେବ କିଡନୀ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ୬୩ ବର୍ଷ ବୟସରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ୨ଥର ଯାଜପୁରରୁ…
ମିଳିତ ଅଭିଯୋଗ ର ଶୁଣାଣି କରିବା କଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ
ବାସୁଦେବପୁର/ପ୍ରତାପ କୁମାର ପାଢ଼ୀ- ଆଜି ବାସୁଦେବପୁର ବ୍ଳକ କାର୍ଯ୍ୟାଳୟ ପରିସର ରେ ଏକ ମିଳିତ ଜନ ଶୁଣାଣି ର କାର୍ଯ୍ୟ କର୍ମ ଆୟୋଜନ କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳ ଙ୍କ ସହ ,ଆରକ୍ଷୀ ଅଧିକ୍ଷକ, ଶିକ୍ଷା ଅଧିକାରୀ, ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କ ସମେତ ସମସ୍ତ ବିଭାଗ ର ଜିଲ୍ଲା ଓ…
ବିଧାୟିକା ଭାବେ ଶପଥ ନେଲେ ବର୍ଷା
https://youtu.be/LBE-xoXQcGY
ପଦ୍ମପୁର କୁ ଜିଲ୍ଲା ମାନ୍ୟତା ଉପରେ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର/ ବରଗଡ :- ଓଡିଶା ବିଧାନସଭା ନିର୍ବାଚନ ମଣ୍ଡଳୀ ନମ୍ଭର ଏକ ପଦ୍ମପୁର ଉପନିର୍ବାଚନ ରେ ରେକର୍ଡ 42 ହଜାର ରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନ ରେ ନିଜର ଦୁଇ ବିରୋଧି ଙ୍କୁ ପରାଜିତ…