Sign in
Sign in
Recover your password.
A password will be e-mailed to you.
ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମିଶନ ଶକ୍ତି ମା ମାନଙ୍କ ସଶକ୍ତିକଣରେ ଭାଗୀଦାର ହୋଇ ଓଡିଶାର ରୂପାନ୍ତରରେ ସାମିଲ ହେବା ପାଇଁ ବ୍ୟାଙ୍କର୍ସ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
୨୬,୭୨୨ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦୦୧ କୋଟି ଟଙ୍କାର ଋଣ
ଉପକୃତ ହେଲେ ୨.୬୮ ଲକ୍ଷ ମା
୫ଟି ମୋବାଇଲ ଭ୍ୟାନ-ତଥା-ଏଟିଏମ ର…
ତୁରନ୍ତ ପିଏମଜିକେଏୱାଇକୁ ଆରମ୍ଭ କରନ୍ତୁ କେନ୍ଦ୍ର ସରକାର: ବିଜେଡି
କେନ୍ଦ୍ର ଦ୍ୱାରା ପିଏମଜିକେଏୱାଇ ବନ୍ଦ ହେବା ଗରିବଙ୍କ ଖାଦ୍ୟ ସୁରକ୍ଷା ଏବଂ ଚାଷୀଙ୍କ ଧାନ କ୍ରୟ ଏବଂ ଏମଏସପି ଉପରେ ଗୁରୁତର ପ୍ରଭାବ ପକାଇବ ।
କେତେକ ପରିବାର ଯେମିତି କି ମାଲକାନଗିରିର ଶ୍ରୀମତୀ ସଞ୍ଜୁକ୍ତା ମଣ୍ଡଳଙ୍କ ୫ ଜଣିଆ ପରିବାର ପ୍ରତି ମାସରେ ୫୦ କିଲୋଗ୍ରାମ ଚାଉଳ…
ଟାଟାଷ୍ଟିଲ୍ ମେରାମଣ୍ଡଳୀ କାରଖାନାରେ ଏଫ୍ଆଇଏଚ୍ ପୁରୁଷ ବିଶ୍ୱକପ୍ ୨୦୨୩ ହକିଟ୍ରଫିର ଭବ୍ୟସ୍ୱାଗତ
ମେରାମଣ୍ଡଳୀ:ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍୨୦୨୩ ଢେଙ୍କାନାଳ ଜିଲ୍ଲାରେ ପ୍ରବେଶ କରିଥିବାବେଳେ ଟାଟାଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ଫାଟକରେତାହାକୁଭବ୍ୟସ୍ୱାଗତକରାଯାଇଛି ।ଓଡ଼ାପଡ଼ାବ୍ଲକ୍ର କଂଟାବଣିଆସ୍ଥିତ ଟାଟାଷ୍ଟିଲ୍ ମେରାମଣ୍ଡଳୀକାରଖାନା ଫାଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…
ଭୁବନେଶ୍ୱରରେ ଆୟୋଜିତ ଦୁଇଦିନିଆ ଡିଜିଟାଲ କମ୍ୟୁନିକେସନ ପ୍ରଦର୍ଶନୀରେ ଜିଓ ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍ କୁ ନେଇ…
ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ଦ୍ୱେିତ ମହାନଗରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ ସହିତ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଡିଜିଟାଲ କମ୍ୟୁନିକେସନ ନେଇ ଆୟୋଜିତ ଦୁଇଦିନିଆ ପ୍ରଦର୍ଶନୀରେ ଜିଓ ଏକ ସ୍ୱତନ୍ତ୍ର ଲାଇଭ୍ ୫ଜି ଏକ୍ସପେରିଏନ୍ସ ଜୋନ୍ ସ୍ଥାପନ କରିଛି,…
ଭୁବନେଶ୍ୱର ଉପଖଣ୍ଡ ପାଇଁ କ୍ଷୁଦ୍ର ନିଯୁକ୍ତି ମେଳା ତଥା ପରାମର୍ଶ ଶିବିର ଅନୁଷ୍ଠିତ
• ବିଭିନ୍ନ ସଂସ୍ଥା ଦ୍ୱାରା୩୧୦ ଜଣଙ୍କୁ ନିଯୁକ୍ତି ପାଇଁ ଚୟନ
• ୭୫ ଜଣଙ୍କୁ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ବ୍ୟବସ୍ଥା
ଭୁବନେଶ୍ୱର: ଦକ୍ଷତା ବିକାଶ କର୍ତ୍ତୃପକ୍ଷ,ଓଡିଶାଙ୍କ ତରଫରୁ ଜିଲ୍ଲା ପ୍ରଶାସନ,ଖୋର୍ଦ୍ଧା ଆନୁକୂଲ୍ୟରେ ଆଜି ଭୁବନେଶ୍ୱରସ୍ଥିତୟୁନିଟ – ୮ ସରକାରୀ ବାଳକ…
ଜିଲ୍ଲାସ୍ତରୀୟ ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମ- ୨୦୨୩ ନେଇ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ ନେଇ ବୈଠକ ଆଜି ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ନିର୍ବାଚନ ଅଧିକାରୀ-ତଥା- ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ…
ବିଜେପି (ନମାମୀ ଗଙ୍ଗେ) ତରଫରୁ ଚମ୍ପୁଆ ବାଲି ମାଫିଆଙ୍କ ବିରୁଦ୍ଧରେ ପ୍ରଶାସନର ଦ୍ବାରସ୍ଥ
ଚମ୍ପୁଆ / ପାର୍ଥ ସାରଥି ଷଡ଼ଙ୍ଗୀ - ଚମ୍ପୁଆ ତହସିଲ ଅଞ୍ଚଳର ବୈତରଣୀ ନଦୀ ଏବଂ ଅରଡେଇ ନଦୀ ରୁ ଖୁଲମ୍ ଖୁଲା ଦିନ ଦ୍ବିପହରରେ ବାଲି ମାଫିଆ ମାନେ ବେଆଇନ ଭାବେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଓ ରାଜ୍ୟ ଲଘୁଦ୍ରବ୍ୟ ଆଇନକୁ ଉଲଂଘନ କରି ଚୋରା ବାଲି ଚାଲାଣ କରୁଛନ୍ତି । ସେଥିପ୍ରତି ତହସିଲ,…
ବଡି ବିଲଡିଂ ଚମ୍ପିୟାନଙ୍କୁ ବିପୁଳ ସମର୍ଦ୍ଧନା
ବୀରମହାରାଜପୁର ,( ବିନୋଦ ପାଣ୍ଡେ ) : ଭାରତର ଦକ୍ଷିଣ ଗୋଆ ଠାରେ ବଡି ବିଲଡିଂ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସୁବର୍ଣ୍ଣପୁର ଜିଲ୍ଲା କ୍ରିପାଳ ଫିଟନେସ ର ପ୍ରତିଯୋଗୀ ସ୍ବର୍ଣ୍ଣ, ଓ ରୋପ୍ୟ ମେଡାଲ ଜିଣି ଜିଲ୍ଲା ତଥା ରାଜ୍ୟ ର ନାମକୁ ଉଜ୍ୱଳ କରିଛନ୍ତି l କୋଚ କ୍ରିପାଳ ଶ୍ରୀରାମ ଙ୍କ…
ରାୟଗଡା ଜିଲ୍ଲା ସଦର ମହକୁମା ହସପିଟାଲ ଦ୍ୱାରା ଉତ୍କଳ ଆଲୁମିନାରେ “ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ”…
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏହାର ପାରିପାଶ୍ୱର୍ିକ ଗ୍ରାମର ଅଧିବାସୀମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରତି ସର୍ବଦା ପ୍ରତିବଦ୍ଧ ରହିଆସିଛି । ଏକ…
୫ଜି ଲ୍ୟାବ୍ ପ୍ରତିଷ୍ଠା ନିମନ୍ତେ ସୋଆ ଏବଂ ଜିଓ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର, ୫/୦୧: ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଏବଂ ଅପ୍ଟିକାଲ୍ କମ୍ୟୁନିକେସନ୍ ଏବଂ ୬ ଜି ଭଳି ନୂତନ ବୈଷୟିକ ଜ୍ଞାନ କୌଶଳ ପ୍ରସ୍ତୁତି କ୍ଷେତ୍ରରେ ସହଭାଗିତାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଜିଓ ପ୍ଲାଟଫର୍ମ୍ସ ଲିମିଟେଡ୍ (ଜେପିଏଲ୍)…