Sign in
Sign in
Recover your password.
A password will be e-mailed to you.
ପୁରୁଷ ହକି ବିଶ୍ୱକପ୍ ଟ୍ରଫିର ଜିଲ୍ଲା ପରିକ୍ରମା ଏବଂ ଜିଲ୍ଲାମହୋତ୍ସବ କଲ୍ଲୋଳ-୨୦୨୩ ନିମନ୍ତେ ସମ୍ବାଦଦାତା ସମ୍ମିଳନୀ
ଜଗତସିଂହପୁର,/ସୁମନ୍ତକୁମାରଦାସ:ଆସନ୍ତା ଜାନୁୟାରୀ ୧୦ ତାରିଖରେ ପୁରୁଷ ବିଶ୍ୱକପ୍ ହକି ଟ୍ରଫିର ଜଗତସିଂହପୁର ଜିଲ୍ଲା ପରିକ୍ରମା ଏବଂ ଜାନୁୟାରୀ ୧୫ ରୁ ୨୧ ତାରିଖ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ-୨୦୨୩, ଆୟୋଜନ ସଂପର୍କୀୟ ଏକ ସଦଭାବନା ଗୃହଠାରେ ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲାପାଳ…
” ଓଡ଼ିଶା ଖ୍ରୀଷ୍ଟିଆନ ଲିଡରସିପ କାନକ୍ଳେଭ” ବୈଠକ ଅନୁଷ୍ଠିତ
ଭୁବନେଶ୍ୱର : ଭୁବନେଶ୍ୱର ଖ୍ରୀଷ୍ଟିଆନ କମ୍ୟୁନିଟି ଓ ଡଃ ନବୀନ ବୋଡ଼ୋନାୟକ୍ ଫାଉଣ୍ଡେସନ ର ମିଳିତ ଉଦ୍ୟମରେ " ଓଡ଼ିଶା ଖ୍ରୀଷ୍ଟିଆନ ଲିଡରସିପ କାନକ୍ଳେଭ" ନାମକ ଏକ ବୈଠକ ଭୁବନେଶ୍ୱରର ହୋଟେଲ ହିନ୍ଦୁସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ମୂଳ ବିଷୟବସ୍ତୁ ଥିଲା "ଏକତାର ବର୍ଷ"…
ଜ଼ିଲ୍ଲାସ୍ତରୀୟ ମୋ କଲେଜ କାର୍ଯ୍ୟକ୍ରମ ସଫଳ ଭାବରେ ଅନୁଷ୍ଠିତ ହେଲା
ସମ୍ବଲପୁର/ଭୁବନେଶ୍ୱର:: ସମ୍ବଲପୁରର ଗଙ୍ଗାଧର ମେହେର ୟୁନିଭେର୍ସିଟି ଠାରେ ଏକ ଜ଼ିଲ୍ଲା ସ୍ତରୀୟ ବୈଠକ ମୋ କଲେଜ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି | ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଓ ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଯୋଗ ଦେଇଥିଲେ.…
ଲଖମରା ବ୍ରିଜ କାର୍ଯର ତଦାରଖ କଲେ ବିଧାୟିକା ବର୍ଷା ସିଂ ବରିହା
ଗତବର୍ଷ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଓ ସ୍ବର୍ଗତ ବିଧାୟକ କରିଥିଲେ ଶିଳାନ୍ୟାସ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଚରଦାପାଲି ପଞ୍ଚାୟତ ଓ ଲଖମରା ଗ୍ରାମପଞ୍ଚାୟତ ମଧ୍ୟରେ ପ୍ରବାହିତ ହେଉଛି ଚିରସ୍ରୋତା ଅଙ୍ଗ ନଦୀ । ମୁଖ୍ୟତଃ ବର୍ଷା ଦିନରେ ଚରଦାପାଲି…
ଆମ୍ରି ହସପିଟାଲରେ ମସ୍ତିଷ୍କ ମୃତ୍ୟୁ ଓ ଅଙ୍ଗଦାନ ସି.ଏମ୍.ଇ ତଥା କର୍ମଶାଳା ଆୟୋଜିତ
ଅଧିବେଶନରେ ଯୋଗଦେଲେ ଖ୍ୟାତନାମା ଡାକ୍ତର ଓ ବିଶେଷଜ୍ଞମାନେ ବୈଜ୍ଞାନିକ
ଭୁବନେଶ୍ୱର: ଭାରତର ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତଖାନାର ୧୦୦ରୁ ଅଧିକ ଡାକ୍ତର ଓ ବୃତିଗତ ପେଶାଦାରଙ୍କ ଅଂଶଗ୍ରହଣରେ ଆମ୍ରି ହସପିଟାଲସ,ଭୁବନେଶ୍ୱରଠାରେ ମସ୍ତିଷ୍କ ମୃତ୍ୟୁ ଓ ଅଙ୍ଗଦାନ ଉପରେ ଜାତୀୟସ୍ତରୀୟ ଉଗଋ…
କିସ୍ର ୨୬ ଛାତ୍ରଛାତ୍ରୀ ଏସ୍ଏସ୍ବିରେ କୃତକାର୍ଯ୍ୟ
ସ୍ୱୟଂଶାସିତ ମହାବିଦ୍ୟାଳୟରେ କରିବେ ଅଧ୍ୟାପନା
ଭୁବନେଶ୍ୱର: ଚଳିତବର୍ଷ କିସ୍ର ୨୬ ଜଣ ଛାତ୍ରଛାତ୍ରୀ ଷ୍ଟେଟ୍ ସିଲେକ୍ସନ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଧ୍ୟାପନା ପାଇଁ ମନୋନୀତ ହୋଇଛନ୍ତି । ଶନିବାର କିସ୍ ପରିସରରେ କୃତକାର୍ଯ୍ୟ ହୋଇଥିôବା ଛାତ୍ରଛାତ୍ରୀମାନେ କିଟ୍ ଓ କିସ୍…
କେନ୍ଦ୍ର ସହଯୋଗରେ ବିମାନସେବା ସତ୍ତ୍ୱେ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ରହିବା କ୍ଷୋଭର ବିଷୟ- ଧର୍ମେନ୍ଦ୍ର…
ଯାହାଙ୍କ ପ୍ରଚେଷ୍ଟାରେ ଏହି ବିମାନ ଚଳାଚଳ ହୋଇଛି ତାଙ୍କୁ ଧନ୍ୟବାଦ ଦେବା କ’ଣ ଆମର ସୌଜନ୍ୟତା ନୁହେଁ, ଏହା କ’ଣ ଆମ ଓଡ଼ିଆ ପରମ୍ପରା?
ପ୍ରଧାନମନ୍ତ୍ରୀ ବାଲିରେ ବାଲିଯାତ୍ରା କଥା କହିବା ପରେ ମଧ୍ୟ ଓଡ଼ିଶା ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆନଯିବା ଦୁଃଖର…
ମହେନ୍ଦ୍ରଗିରି ଶିଖରର ମାତା କୁନ୍ତୀ ମନ୍ଦିରରୁ ଗଜପତି ଉତ୍ସବ-୨୦୨୨ ଶୁଭାରମ୍ଭ
https://youtu.be/KnR7n9_Y9IU
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହେନ୍ଦ୍ରଗିରି ଶିଖରର ମାତା କୁନ୍ତୀ ମନ୍ଦିରରୁ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ-୨୦୨୨ ଶାଲ ଶୋଭାଯାତ୍ରା ଶୁଭାରମ୍ଭ ହୋଇଯାଇଛି। ଏହି ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ…
ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସାମୁହିକ କ୍ରୀଡା ପ୍ରତିଯୋଗିତା ଉଦଯାପନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ଠାରେ ଥିବା ଶ୍ରୀଭେଙ୍କେଟେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଅଷ୍ଟମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସାମୁହିକ କୀଡା ପ୍ରତିଯୋଗିତା -୨୦୨୨-୨୩ ଶୁକ୍ରବାର ଦିନ ଉଦଯାପିତ…
କୃଷିବିଜ୍ଞାନ କେନ୍ଦ୍ର ରେ ଯୁବନେତୃତ୍ୱ ଓ ସାମାଜିକ ଉନ୍ନତିକରଣ ପ୍ରଶିକ୍ଷଣ ଶିବିର ଉଦଯାପିତ ।।
ଜଗତସିଂହପୁର,/ସୁମନ୍ତକୁମାରଦାସ:- ନେହେରୁ ଯୁବସଂଗଠନ ଆନୁକୂଲ୍ୟରେ ତିର୍ତୋଲ ନିମକଣା ସ୍ଥିତ କୃଷିବିଜ୍ଞାନ କେନ୍ଦ୍ର ପରିସରରେ ଗତ ଜାନୁଆରୀ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଯୁବନେତୃତ୍ୱ ଓ ସାମାଜିକ ଉନ୍ନତିକରଣ ପ୍ରଶିକ୍ଷଣ ଶିବିର ୬ ତାରିଖ ଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ…