ଓଡ଼ିଶାରେ ୫ଜି ଟେଲିକମ ସେବା ଓ ୧୦୦ଟି ୪ଜି ଟାଓ୍ୱାରର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ମୋଦିଙ୍କ ଉଦ୍ୟମରେ ଓଡ଼ିଶାରେ ନୂଆ ଯୁଗ ଆରମ୍ଭ- ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଓଡ଼ିଶାରେ ୫ଜିର କାର୍ଯ୍ୟକାରୀତା ଦ୍ୱାରା ରାଜ୍ୟରେ ନୂଆ ଯୁଗ ଆରମ୍ଭ ହୋଇଛି । ୫ଜି ଟେଲିକମ୍ ସେବା ରାଜ୍ୟ ପାଇଁ ଗେମଚେଞ୍ଜର ହେବ ଏବଂ ଓଡ଼ିଶାର ଦୂରସଂଚାର…

ଆଞ୍ଚଳିକ ବୈଷମ୍ୟ ଅଭିଯୋଗକୁ ନେଇ ଅସନ୍ତୋଷ ନିଆଁରେ ଘିଅ ଢ଼ାଳିଲା ସରକାରୀ ନିଷ୍ପତ୍ତି !!!

ଛୁଟି ତାଲିକାରୁ ପୌଷ ପୂର୍ଣ୍ଣିମା ବାଦ:ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ଆସନ୍ତା କାଲି ପୌଷ ପୂର୍ଣ୍ଣିମା କିନ୍ତୁ ବିଡ଼ମ୍ବନାର ବିଷୟ ଯେ ପଶ୍ଚିମ ଓଡ଼ିଶାର ଅନନ୍ୟ ମହାପର୍ବ ଦିନ ଖୋଲା ରହିବ ସ୍କୁଲ କଲେଜ ଅଫିସ। ଧୀରେ ଧୀରେ ପୂର୍ବ ଏବଂ ପଶ୍ଚିମ ଓଡ଼ିଶାର ଚାଲିଚଳଣୀ ପର୍ବ ପର୍ବାଣୀ…

“ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ବର ସବୁଠାରୁ ବଡ ଷ୍ଟାଡିଅମ ଓଡିଶା ମାଟିର ଗୌରବ ଗାନ…

https://youtu.be/p5M0bRKcF-M ରାଉରକେଲାରେ ବିଶ୍ବର ସର୍ବ ବୃହତ ହକି ଷ୍ଟାଡିଅମ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ବିଶ୍ଵ କ୍ରୀଡା ଈତିହାସ ରେ ଯୋଡି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳି ପାଇବେ ଏକ କୋଟି…

୨୦୩୦ ସୁଦ୍ଧା ଜିଲ୍ଲାର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ

ବରଗଡ:-ଓଡିଶାର ଦିର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ସୁଦ୍ଧା ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ୧୭ ଟି ଲକ୍ଷ୍ୟ କୁ ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ବା ଏସଡିଜି କିପରି ହାସଲ କରିହେବ ସେଥି ନିମନ୍ତେ ରାଜ୍ୟ ସରକାର ଯୋଜନା ପ୍ରସୃତ କରିଛନ୍ତି।ଏହି ଲକ୍ଷ୍ୟ କିପରି ଜିଲ୍ଲା ସ୍ତର ରୁ ହାସଲ କରିହେବ…

ଆଇଟିସି ଲିମିଟେଡର ‘ୟିପି! ବେଟର ୱାର୍ଲଡ-ଟ୍ରାସ୍‍ ଟୁ ଟ୍ରେଜର’ ସଚେତନତା କାର୍ଯ୍ୟକ୍ରମ

ଏହି ପଦକ୍ଷେପ ଭାରତର ୧୦୦ରୁ ଅଧିକ ସହରରେ ୩୫ ଲକ୍ଷ ପିଲାଙ୍କୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ଶିକ୍ଷିତ କରିବାର ଲକ୍ଷ୍ୟ ରଖିଛି ସଂଗୃହୀତ ଆବର୍ଜନା ରିସାଇକଲ କରାଯାଇ ସେଥିରୁ ପ୍ରସ୍ତୁତ ବେଞ୍ଚ-ଡେସ୍କ ସେଟ୍‍ ଏହି ଭିତ୍ତିଭୂମି ଆବଶ୍ୟକ କରୁଥିବା ସ୍କୁଲଗୁଡିକୁ ଯୋଗାଇ…

ଜିଓ ପକ୍ଷରୁ ଓଡ଼ିଶାରେ ଟ୍ରୁ-୫ଜିର ଶୁଭାରମ୍ଭ

- କେନ୍ଦ୍ର ଯୋଗାଯୋଗ, ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଓଡ଼ିଶାରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ - ମନ୍ଦିରମାଳିନୀ ଭୁବନେଶ୍ୱର ଓ ଐତିହାସିକ କଟକ ସହର ଓଡ଼ିଶାର ପ୍ରଥମ ଜିଓ ଟ୍ରୁ-୫ଜି ସହର - ୨୦୨୩ ଫେବ୍ରୁଆରି ସୁଦ୍ଧା ଓଡ଼ିଶାର ଆଉ…

ଟେଲି ଘନତ୍ୱ କ୍ଷେତ୍ରରେ ଦେଶର ୫ ପଛୁଆ ରାଜ୍ୟ ମଧ୍ୟରେ ଓଡ଼ିଶା ।

ଓଡ଼ିଶାରେ ୫-ଜି ସେବା ପ୍ରଚାରସର୍ବସ୍ୱ ନ ହେଉ: ବିଜେଡ଼ି  ଏବେବି ଓଡ଼ିଶାର ବହୁ ଅଞ୍ଚଳରେ ୨-ଜି ଓ ୩-ଜି ସେବା ଉପଲବ୍ଧ ନାହିଁ ।  ରାଜ୍ୟର ୬୨୭୮ ଗାଁ ମୋବାଇଲ ଓ ଇଣ୍ଟରନେଟ ସେବାରୁ ବଞ୍ଚିତ ।  ୨୫୦୦ ଟାୱାରର ଆବଶ୍ୟକତା ଥିବାବେଳେ ମଞ୍ଜୁର ହୋଇଛି ୪୮୮ ।  ନେଟୱାର୍କ…

ଜିଓର ଷ୍ଟାଣ୍ଡ୍‌-ଏଲୋନ୍ ନେଟ୍‌ୱର୍କକୁ ସପୋର୍ଟ କରିବ ମୋଟୋରୋଲାର ୫ଜି ସ୍ମାର୍ଟଫୋନ୍

ଭୁବନେଶ୍ୱର: ୱାନ୍‌ପ୍ଲସ୍‌, ଶାଓମି ଓ ରେଡ୍‌ମି ପରେ ଏବେ ମୋଟୋରୋଲା ପକ୍ଷରୁ ୫ଜି ସ୍ମାର୍ଟଫୋନ୍‌ର ନୂତନ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି ଯାହା ଜିଓର ଟ୍ରୁ-୫ଜି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କକୁ ସପୋର୍ଟ କରୁଛି । ଦୁନିଆରେ ୫ଜି ସ୍ମାର୍ଟଫୋନ୍‌ର ଶୁଭାରମ୍ଭ କରିଥିବା ପ୍ରଥମ କଂପାନି…

ଶାରୀରିକ ଯନ୍ତ୍ରଣା ସହି ନ ପାରି ଶିକ୍ଷକ ଙ୍କର ଆତ୍ମହତ୍ୟା

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଜାମସେଠ ଗ୍ରାମର ସୁନ୍ଦରମଣି ହଂସ (50) ନାମକ ଜଣେ ଶିକ୍ଷକ ଙ୍କର ଶବ ଆଜି ଗ୍ରାମର ଲୋକେ ଭରୁଆମୁଣ୍ଡା ରାସ୍ତାରେ ଏକ ପିଜୁଳି ଗଛରେ ଝୁଲୁଥିବା ଗ୍ରାମର କିଛି ଲୋକ ଦେଖିବାକୁ ପାଇ ଗ୍ରାମ ରେ ରହୁଥିବା ଲୋକଙ୍କୁ ତଥା ପୋଲିସ କୁ ଖବର ଦେଇଥିଲେ ।…

୧୨ ତମ ଓଡ଼ଗାଁ କପ୍ ରାଜ୍ୟସ୍ତରୀୟ ବ୍ୟାଟମିଣ୍ଟନ ଟୁର୍ଣାମେଣ୍ଟ ଉଦଯାପିତ, ଅନୁଗୁଳ ଚମ୍ପିୟାନ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ୨ଦିନ ଧରି ଚାଲିଥିବା ୧୨ ତମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ଵରକୁ ହରାଇ ଅନୁଗୁଳ ଚମ୍ପିୟାନ ହୋଇଚି।ଦ୍ୱିତୀୟଦିନ ଖେଳକୁ ଜିଲ୍ଲା ପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ ପ୍ରଦୀପ ପ୍ରଜ୍ଜଳନ କରି…