Sign in
Sign in
Recover your password.
A password will be e-mailed to you.
କୂଳତା ଯୁବସମାଜ ଦ୍ୱାରା ମେଗା ସ୍ୱାସ୍ଥ୍ୟ ଶିବିର
1000 ରୋଗୀ ଙ୍କର କରାଗଲା ମାଗଣାରେ ଚିକିତ୍ସା
ବରଗଡ :- ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ରବିବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କୁଲତା ଯୁବ ସଂଗଠନର ଆନୁକୂଲ୍ଯ ରେ ବରଗଡ ବିକାଶ ମଲ୍ଟି ସ୍ପେଶାଲିଷ୍ଟ ହଷ୍ପିଟାଲର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବାସ୍ଥ୍ଯ ଶିବିରକୁ…
ପ୍ରଶାସନିକ ବିଷୟକୁ ନେଇ ବିଜେପିର ରାଜନୀତି ନିନ୍ଦନୀୟ: ବିଜେଡି
ସରକାରୀ ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି
କେନ୍ଦ୍ରରେ ବି ସରକାରୀ ଅଧିକାରୀ ନିଯୁକ୍ତ ହେଉଛନ୍ତି
ସଫଳତାକୁ ପ୍ରଶଂସା କରିବାରେ ବିଜେପିର ପଛଘୁଞ୍ଚା
ଭୁବନେଶ୍ୱର: ରାଜ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ଭାବେ ଶ୍ରୀ ମନୋଜ ମିଶ୍ର ସଫଳତାର ସହ ଦୀର୍ଘ କାର୍ଯ୍ୟ…
ମନୋଜ ମିଶ୍ରଙ୍କୁ ବେଆଇନ ଭାବରେ ଠିକା ଭିତିରେ ନିଯୁକ୍ତି : ଅମଲାତନ୍ତ୍ରକୁ ବିଜେଡିର ସ୍ୱାର୍ଥ ସାଧନ ନିମନ୍ତେ ବ୍ୟବହାର…
ଭୁବନେଶ୍ୱର: ରାଜ୍ୟ ସରକାର ସର୍ବଦା ଅସାମ୍ବିଧାନିକ କାର୍ଯ୍ୟ କରିବାରେ ସିଦ୍ଧହସ୍ତ । ଓଡ଼ିଶା ସରକାର ଦଳୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସବୁବେଳେ ଗଣତନ୍ତ୍ର ବିରୋଧୀ କାର୍ଯ୍ୟ କରିଥାଏ ଏବଂ ଆଜି ବି ସେମିତି ଏକ କାର୍ଯ୍ୟ ସାମ୍ନାକୁ ଆସିଛି । ରାଜ୍ୟ ସରକାର ବିନା ବିଜ୍ଞାପନରେ କିଭଳି ମନୋଜ…
ଓଡିଶା ରାଜସ୍ଵ ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖାର ବନ୍ଧୁମିଳନ
https://youtu.be/KOj-Ja90tuA
ନବରଙ୍ଗପୁର/ଅଶୋକ ସାହୁ : ଆଜି ନବରଙ୍ଗପୁର ସହରର ମଧ୍ୟଭାଗରେ ଥିବା ପର୍ଯ୍ୟଟନ ସ୍ଥଳୀ ହୀର୍ଲି ଡଙ୍ଗର ଠାରେ ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁର ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବନ୍ଧୁ ମିଳନ ପ୍ରାରମ୍ଭରେ ଦିବଙ୍ଗତ…
ସଡ଼କ ସୁରକ୍ଷା ସପ୍ତାହ ଦିବସରେ ଛାତ୍ର ଛାତ୍ରୀଙ୍କ ସଚେତନତା
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ପାଟଣାଗଡ଼ର ଭଇଷାସ୍ଥିତ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜୁନିଅର ରେଡକ୍ରସ ଛାତ୍ର ଛାତ୍ରୀମାନେ ସଡ଼କ ସୁରକ୍ଷା ସପ୍ତାହ ଦିବସର ଶେଷ ଦିନରେ ପାଟଣାଗଡ଼ ରାସ୍ତାଦେଇ ଯାଉଥିବା ବାଟୋଇଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳିଥିଲା। ଉକ୍ତ କାର୍ଯ୍ୟକ୍ରମରେ…
ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପୀଠରେ ରାଜଭିଷେକ ଉଛବ ମହା ସମାରୋହରେ ପାଳିତ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ର ପୁରାତନ, ପ୍ରାଚୀନ୍ନ, ଐତିହ୍ୟ, ପରମ୍ପରା ସମ୍ପର୍ଣ୍ଣ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ରାଜଭିଷେକ ଉଛବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି | ଏହି ଉଛବ ରେ ଠାକୁର ରାଜା ଭାବେ ଜ଼ିଲ୍ଲାପାଳ ପାରୁଲ ପଟୱାରୀ ଯୋଗଦେଇଥିଲେ…
ଦ୍ଵିତୀୟ ଗ୍ୟାଲେକ୍ସି କପ ବ୍ୟାଡ଼ମିଣ୍ଟନ ଉଦଘାଟିତ
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଦ୍ଵିତୀୟ ଗ୍ୟାଲେକ୍ସି କପ ବ୍ୟାଡ଼ମିଣ୍ଟନ ଉଦଘାଟିତ ହୋଇଯାଇଛି l ଜିଲ୍ଲପରିଷଦ ସଦସ୍ୟ ଲବକୁମାର ସାହୁ ମୁଖ୍ୟ ଅଥିତି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଉକ୍ତ…
ନବସୃଜନ ଏବଂ ନୀତି ପାଇଁ ଡାଟା ବ୍ୟବହାର ଦିଗରେ ଓଡ଼ିଶାର ବଡ଼ ପଦକ୍ଷେପ: ଚିକାଗୋ ଟ୍ରଷ୍ଟ ବିଶ୍ୱବିଦ୍ୟାଳୟ ସହିତ…
ସନ୍ତୁଳିତ ଆଞ୍ଚଳିକ ବିକାଶ ପାଇଁ ଚିକାଗୋ ଟ୍ରଷ୍ଟ ବିଶ୍ୱବିଦ୍ୟାଳୟ ସହଯୋଗରେ ଓଡ଼ିଶା ସରକାର ପ୍ରତିଷ୍ଠା କରିବାକୁ ଯାଉଛନ୍ତି ଏକ ଡାଟା, ପଲିସି ଏବଂ ଇନୋଭେସନ୍ ସେଣ୍ଟର ।
ଭୁବନେଶ୍ୱର: ଏକ ଅତ୍ୟାଧୁନିକ ଡାଟା, ପଲିସି ଏବଂ ଇନୋଭେସନ୍ ସେଣ୍ଟର (ଡିପିସିଆଇ) ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା…
ଉତ୍କଳ ସମ୍ମିଳନୀ ଗଜପତି ଶାଖା ଆନୁକୁଲ୍ୟରେ ସ୍ବତନ୍ତ୍ର ଅଧିବେଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଉତ୍କଳ ସମ୍ମିଳନୀ ଗଜପତି ଶାଖା ଆନୁକୂଲ୍ୟରେ ସ୍ବତନ୍ତ୍ର ଅଧିବେଶନ ସଭାପତି ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଏକାଡେ଼ମୀ ଗଜପତି ଜିଲ୍ଲା ସଦସ୍ୟ…
ଆଦିବାସୀ ଅଞ୍ଚଳରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ସଚେତନତା ଶିବିର –
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଙ୍ଗଡ଼ା ଗ୍ରାମ ପଞ୍ଚାୟତରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସମ୍ପାଦକ ଶ୍ରୀଯୁକ୍ତ ରବି ନାରାୟଣ ବେହେରା ସଭାପତିତ୍ବ କରିଥିବା…