Sign in
Sign in
Recover your password.
A password will be e-mailed to you.
ଗୋଠବଣ ସଙ୍ଗଠିତ ଡକାୟତି ଘଟଣା: ଆସାମୀକୁ ୧୪ ବର୍ଷ କାରାଦଣ୍ଡାଦେଶ ସହିତ ୧୬ ହଜାର ଟଙ୍କା ଜୋରିମାନା
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗୋଠବଣ ଗ୍ରାମରେ ୨୦୧୯ ମସିହା ଅଗଷ୍ଟ ମାସ ୮ ତାରି ୧୧.୩୦ମିନିଟ ସମୟରେ ସଂଗଠିତ ଡକାୟତି ଘଟଣାର ଆଶାମିକୁ ୧୪ ବର୍ଷ ଶଶ୍ରମ କାରାଦଣ୍ଡାଦେଶ ସହିତ ୧୬ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦୈାରା ଜଜ ଶିବାଶିିସ ଗିରି ଏବଂ ଜରିମାନା…
ବାଲ ମୁକୁନ୍ଦ କେନ୍ଦ୍ର ପ୍ରୟାସ ଦ୍ୱାରା ରସିକରାଜପୁର ଓ ବିଡୁଆ ଗ୍ରାମ ଠାରେ ବାଲ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ବିଭିନ୍ନ ଶିକ୍ଷା ଏବଂ ଆଧ୍ୟାତ୍ମିକ ଅନୁଷ୍ଠାନମାନଙ୍କ ବାଲ ସଂସ୍କାର କେନ୍ଦ୍ରର ସଂଯୋଜକ ମାନଙ୍କୁ ଯୋଗାଯୋଗ କରି ବାଲ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ବିଭିନ୍ନ ଅଞ୍ଚଳକୁ ଯାଇ ଗ୍ରାମର…
ଆଶ୍ରମପାଟଣା ଭଲି ବଲ ୨୦୨୩ ବର୍ଷପାଇଁ ହେବାକୁଥିବା ଟୁର୍ନାମେଣ୍ଟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଜଗତସିଂହପୁର,/ସୁମନ୍ତକୁମାରଦାସ: ଆଶ୍ରମ ପାଟଣା ଭଲିବଲ ୟୁନିୟନର ୨୦୨୩ ବର୍ଷପାଇଁ ହେବାକୁଥିବା ଟୁର୍ନାମେଣ୍ଟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ବିଧାୟକ, ଜଗତସିଂହପୁର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସହମତିରେ ଉକ୍ତ ବୈଠକ ରେ ଯୋଗଦେଇଥିଲେ ୟୁନିୟନର ମୁଖ୍ୟ…
ବିଶ୍ୱକୁ ଯୋଡିବା ପାଇଁ ଶିକ୍ଷା ହିଁ ସର୍ବୋକୃଷ୍ଟ ମାଧ୍ୟମ – ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ
ଚୌଧୁରୀ ଆର ଏନ ବିଦ୍ୟାପୀଠ ଭେଡାର ପ୍ଲାଟିନମ ଜୁବଲ୍ଲୀ ଜୟନ୍ତୀ ଉଦଘାଟିତ
ମାହାଙ୍ଗା/ଦେବେନ୍ଦ୍ର ଷଡ଼ଙ୍ଗୀ-ବିଶ୍ୱକୁ ଯୋଡିବା ପାଇଁ ଶିକ୍ଷା ହିଁ ସର୍ବୋକୃଷ୍ଟ ମାଧ୍ୟମ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଐତିହାସିକ ଗାନ୍ଧୀ ଭୂମି ଭେଡା ଠାରେ ବିଦ୍ୟାର୍ଥୀ…
କୁହୁଣ୍ଡାରେ ଉଦଘାଟିତ ହେଲା କୁଣ୍ଡି ସୋସାଇଟିର ଧାନମଣ୍ଡି
ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ) : କୁଣ୍ଡି ସେବାସମବାୟ ସମିତି ଅଧୀନରେ ଥିବା କୁଣ୍ଡି, ସାହାପୁର, ମଧୁପୁର, କୁହୁଣ୍ଡା, ମୂଳବସନ୍ତ ପଞ୍ଚାୟତର ଚାଷୀ ମାନଙ୍କ ପାଇଁ ଆଜି କୁହୁଣ୍ଡା ଠାରେ ଏକ ଧାନମଣ୍ଡି ଉଦଘାଟିତ ହୋଇଯାଇଛି l କୁଣ୍ଡି ସେବା ସମବାୟ ସମିତିର ସଭାପତି ଅଖିଳେଶ ପଦ ମହାନ୍ତି ଏହି…
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଦ୍ୱାରା ମାହାଙ୍ଗା ଭଦ୍ରେଶ୍ୱର ଥାନା ଉଦଘାଟିତ
ବହୁଦିନର ପ୍ରଚେଷ୍ଟା ଉଦ୍ୟମ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ସଫଳ ହୋଇପାରିଛି l
(ମାହାଙ୍ଗା - ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଫାଣ୍ଡି ଆଜି ଥାନାରେ ପରିଣତ ହୋଇପାରିଛି l ଯାହାପାଇଁ ଏହି ଭଦ୍ରେଶ୍ୱର ଥାନା ଅଧୀନରେ ଯାଉଥିବା 10 ଗୋଟି…
ହକି ବିଶ୍ଵକପ :ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ପଦଯାତ୍ରା
ନବରଙ୍ଗପୁର/ ଅଶୋକ ସାହୁ : ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ। ଯାହାର ଆତ୍ମା ହେଉଛି ହକି। ହକି ଆମ ଗର୍ବ। ଓଡ଼ିଶା ଆୟୋଜନ କରୁଛି ହକି ବିଶ୍ଵକପ 2023। ହକି ବିଶ୍ଵକପ ମହାପର୍ବ ଅବସରରେ ଆଜି ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ଏକ ପଦଯାତ୍ରା କରଯାଇଥିଲା। ଛାତ୍ରୀ ମାନେ…
ବିଦ୍ୟା ଷ୍ଟଡ଼ି ପଏଂଟର ବନ୍ଧୁ ମିଳନ
ରାଉରକେଲା /ସାରନଗରୀ,(ବସନ୍ତ କୁମାର ଜେନା): ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ ବିଶ୍ରାସ୍ଥିତ ଅକ୍ଷୟଶିଳା ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରରେ ଅନୁଷ୍ଠାନର ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସମେତ…
ଅର୍ପଣ ସେବା ସଂଘର ପ୍ରଥମ ବାର୍ଷିକୋତ୍ସବ: ଅନ୍ଧ ପିଲାମାନଙ୍କ ଦ୍ୱାରା ଆକର୍ଷଣୀୟ କାର୍ଯ୍ୟକ୍ରମ
ରାଉରକେଲା,(ବସନ୍ତ କୁମାର ଜେନା) :- ସହରରେ ସଦ୍ୟ ଉଠୁଥିବା ସାମାଜିକ ଅନୁଷ୍ଠାନ ଅର୍ପଣର ପ୍ରଥମ ବାର୍ଷିକୋତ୍ସବ ଭଂଜଭବନ ପରିସର ସାହିତ୍ୟ ଘରେ ଆୟୋଜିତ ହୋଇଯାଇଛି lକାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଇସ୍ପାତ ଜେନେରାଲ ହସପିଟାଲ ର ନିର୍ଦେଶକ ତଥା ନିର୍ବାହୀ ନିର୍ଦେଶକ ଡାକ୍ତର ବି.…
ପ୍ରଥମ ମ୍ୟାଚରେ ବୋଡାସମ୍ବର ସ୍ପୋର୍ଟିଂ କୁ ହରାଇଲା ଆଲ୍ଲାହାବାଦ
ଅତିକ ଅହମଦଙ୍କୁ ମ୍ୟାନ ଅଫ ଦ ମ୍ୟାଚ
ବରଗଡ :- ପ୍ରତିଷ୍ଠିତ ବୋଡାସମ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ଆଜି ଅୟୋଜକ ବୋଡାସମ୍ବର ସ୍ପୋର୍ଟିଂ ପଦ୍ମପୁର ଓ ଏନ ଏନ ଏସ କ୍ରିକେଟ ଏକାଡେମୀ ଆଲ୍ଲାହାବାଦ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ନିର୍ଦ୍ଧାରିତ 25 ଓଭର ରେ ଏନ ଏନ ଏସ…