Sign in
Sign in
Recover your password.
A password will be e-mailed to you.
ଅଂଚଳର ବିକାଶ ଓ ଲୋକଙ୍କ ସାଥିରେ ସବୁବେଳେ ରହିଥିବି :- ବର୍ଷା
ବରଗଡ଼ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ଆଜି ପାଇକମାଲ ବ୍ଲକ ଝିଟିକି ଗ୍ରାମ ପଞ୍ଚାୟତ କୁ ଆସିଥିଲେ । ପାଇକମାଲ ପଂଚାୟତ ସମିତି ର ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ଙ୍କର ସହିତ ବିଧାୟିକା ବର୍ଷା ଝିଟିକି ପଞ୍ଚାୟତ ର ମୁନିକେଲ ଗ୍ରାମକୁ ପହଞ୍ଚିବା ପରେ…
ସାମାଜିକ ସଙ୍ଗଠନ “ଜୟ ଓଡ଼ିଶା” ଆନୁକୂଲ୍ୟରେ ଫୁଡ୍ ଭେଣ୍ଡରଙ୍କୁ ଆପ୍ରନ ବଣ୍ଟନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ, ଚଳିତ ମାସରେ ଦ୍ଵିତୀୟ ଥର ପାଇଁ ଆମ ରାଜ୍ୟରେ ହକି ୱାଲ୍ଡକପ୍ ହେବାକୁ ଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି, ଅଗ୍ରଣୀ ସାମାଜିକ ସଙ୍ଗଠନ "ଜୟ ଓଡ଼ିଶା" ଏକ ପଦକ୍ଷେପ ନେଇଛି। ଏଥିରେ ରୁଚି ଫୁଡଲାଇନ, ରେଜ ଫାଉଣ୍ଡେସନ ଓ ନିଖିଳ…
27ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ 2023 ଉଦ୍ଘାଟିତ
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଠାରେ ଆଜି ସକାଳେ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ ର ଶୁଭ ଉଦ୍ଘାଟନ ହୋଇଯାଇଛି । ଆଜି ପଦ୍ମପୁର ବିଧାୟିକା ବର୍ଷା ରଣୀ ସିଂ ବରିହା ଆନୁଷ୍ଠାନିକ ଭାବରେ ଏହି ଭବ୍ୟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ କରିଛନ୍ତି । ଦୀର୍ଘ ଦୁଇ ବର୍ଷ ର ବ୍ୟବଧାନ ପରେ ଅୟୋଜିତ…
ଓଡ଼ିଶାର ଦାର୍ଜିଲିଙ୍ଗ ଘୁ.ଉଦୟଗିରିରେ ପ୍ରଥମ ତୁଷାର ପାତ: ତଳମୁହାଁ ପାରଦ ୪.୬, ଜନଜୀବନ ଅସ୍ତବ୍ୟସ୍ତ
ଘୁ. ଉଦୟଗିରି(ଗଗନ କୁମାର ପ୍ରଧାନ): ଓଡ଼ିଶାର ଦାର୍ଜିଲିଙ୍ଗ ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଆଜି ବିଭିନ୍ନ ସ୍ଥାନରେ ତୁଷାର ପାତ ହୋଇଥିବା ଦେଖିବାକୁ ମିଳିଛି । ଆଜି ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ ଥିବା ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଥିବା ବେଳେ…
ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ ଦ୍ୱାରା ପାଠ୍ୟ ପୁସ୍ତକ ବିତରଣ କାର୍ଯ୍ୟ ଉଦ୍ଘାଟିତ
ଭୁବନେଶ୍ୱର: ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କରକମଳରେ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଆଗାମୀ ଶିକ୍ଷାବର୍ଷ ୨୦୨୩-୨୪ର ପାଠ୍ୟପୁସ୍ତକ ରାଜ୍ୟର ୩୧୪ ବ୍ଲକ୍କୁ ଯୋଗାଣ କାର୍ଯ୍ୟ ୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ କରିବା ପାଇଁ…
୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପର ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି ଟଙ୍କା ସୁଧ ରିହାତି
ମିଶନ ଶକ୍ତି ଗ୍ରୁପକୁ ସୁଧ ରିହାତି
ଆଗାମୀ ୫ ବର୍ଷରେ ମିଳିବ ୧୨୦୦ କୋଟି ଟଙ୍କାର ସୁଧ ରିହାତି
ମା ମାନେ ଆଜି ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଇପାରୁଛନ୍ତି, ଏହା ହିଁ ପ୍ରକୃତ ରୂପାନ୍ତର - ମୁଖ୍ୟମନ୍ତ୍ରୀ
ମା ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ମୁଁ ଚାହେଁ
ମିଶନ…
ବୀରମହାରାଜପୁର ଦ୍ଵିତୀୟ ଗ୍ୟାଲେକ୍ସି କପ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ
ବୀରମହାରାଜପୁର,( ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ସାମ୍ବାଦିକ ଭବନ ଠାରେ ଦ୍ଵିତୀୟ ଗ୍ୟାଲେକ୍ସି କପ ବ୍ୟାଡ଼ମିଣ୍ଟନ ଦ୍ଵିତୀୟ ଦିବସ ରେ ସାମ୍ବାଦିକ ଯୁଗଳ କିଶୋର ମିଶ୍ର, ସତ୍ୟବାନ ପୁରୋହିତ, କିଶୋର ହୋତା, ନୀଳକମଲ ମିଶ୍ର, ପୂର୍ବତନ ସରପଞ୍ଚ ପିତାମ୍ବର ଭୋଇ…
ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ
ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ପାଇଁ ଏକ ଆତ୍ମସୁରକ୍ଷା ତାଲିମ ଶିବିର ଆରମ୍ଭ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରଟିକୁ ଉଦଘାଟିତ କରିବା ସହ…
ସଡକ ସୁରକ୍ଷାକୁ ନେଇ ରାଲି କଲେ ସ୍କୁଲ ପିଲା
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ରାଲି ମାଧ୍ୟମରେ ଜନସାଧାରଣଙ୍କୁ ସଡକ ସୁରକ୍ଷା ଉପରେ ସଚେତନ କରିଛନ୍ତି । ଚଳିତ ସପ୍ତାହ ଚାରିଆଡେ ସଡକ ସୁରକ୍ଷା ସପ୍ତାହ ପାଳନ ଚାଲିଥିବା ବେଳେ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମଧ୍ୟ ଏଥିରେ…
ନିଶ୍ଚିନ୍ତକୋଇଲି ରେ ବିଜେଡି ର 26 ତମ ପ୍ରତିଷ୍ଠା ଦିବସ ପାଳିତ
ହଜାର ହଜାର ସଂଖ୍ୟକ ଜନସମାଗମ ଦ୍ୱାରା ଶକ୍ତି ପ୍ରଦର୍ଶନ କଲେ ବିଧାୟକ ପ୍ରତାପ ଜେନା l
( ନିଶ୍ଚିନ୍ତକୋଇଲି - ଦେବେନ୍ଦ୍ର ଷଡ଼ଙ୍ଗୀ ) : ଆଜି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପଡିଆରେ ବିଜୁ ଜନତା ଦଳ…