ଶଶୁର କୁ ହତ୍ୟା କରି ଜ୍ୱାଇଁ l

 ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ସରିପୁର ପଞ୍ଚାୟତ ସିଦ୍ଧିପୁର ଗ୍ରାମ ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା l ମୁଦୁଗଲ ଗ୍ରାମ ର ୭୦ ବର୍ଷୀୟ ବୃଦ୍ଧ ଭ୍ରମର ନାୟକ ଯିଏ ନିକଟରେ ସିଦ୍ଧିପୁର ଗ୍ରାମ ରେ ଜାଗା କିଣି ସେଠି ଏକ ଗୃହ ନିର୍ମାଣ କରି ଥିଲେ l ତାଙ୍କ ର ତିନି ନମ୍ବର…

ଡେରାବିଶ ଥାନା ମହିଳା SIଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ, ଅଭିଯୋଗକାରିଣୀଙ୍କୁ ମାଡ଼ ମାରିବା ଓ ଦୁର୍ବ୍ୟବହାର ଅଭିଯୋଗ ।

କେନ୍ଦ୍ରାପଡା:30,05,26(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନାର ଜଣେ ମହିଳା ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଅଭିଯୋଗକାରିଣୀଙ୍କୁ ମାଡ଼ ମାରିବା ଓ ଦୁର୍ବ୍ୟବହାର କରିବା ଭଳି ସଙ୍ଗିନ ଅଭିଯୋଗ ଆସିଛି। ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବରାହିଲୋ ଗ୍ରାମର ନର୍ମଦା ସାମଲ…

ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

  ରାୟଗଡ଼, ୩୦. ୦୫. ୨୦୨୬: ରାୟଗଡ଼ ଜିଲ୍ଲାସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ପାଇଁ ଏକ ଦୁଇଦିନିଆ ପ୍ରାରମ୍ଭିକ ଓ ସ୍ମାରକ ପ୍ରଶିକ୍ଷଣ ଶିବିର ଆଜି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଏବଂ ଭୁବନେଶ୍ୱର…

ରାସ୍ତା ଉନ୍ନତିକରଣ ନିମନ୍ତେ ସୋରଡ଼ା ବିଧାୟକଙ୍କ ଦ୍ଵାରା ଭିତ୍ତପ୍ରସ୍ତର ସ୍ଥାପନ

ବେଲଗୁଣ୍ଠା,୩୦/୦୫,-(ଶିବରାମ ଚୌଧୁରୀ )-ଆଜି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ଦ୍ଵାରା ସୋରଡ଼ା ବିଧାନସଭା କ୍ଷେତ୍ରର ଦୁଇଟି ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗ୍ରାମପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ…

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନିର୍ଯ୍ୟାତନା ନିବାରଣ ଅଧିନିୟମ, 1989 ର କାର୍ଯ୍ୟକାରିତା ସମ୍ପର୍କିତ…

ଜଗତସିଂହପୁର, ତା ୩୦.୦୫.୨୬ ରିଖ ସୁମନ୍ତ କୁମାର ଦାସ:  ଜଗତସିଂହପୁର ଜିଲ୍ଲାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନିର୍ଯ୍ୟାତନା ନିବାରଣ ଅଧିନିୟମ, 1989 ର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା ନିମନ୍ତେ ଜିଲ୍ଲାସ୍ତରୀୟ ନିର୍ଯ୍ୟାତନା ନିବାରଣ ଓ ପର୍ଯ୍ୟବେକ୍ଷଣ କମିଟି (DLV &…

ଟାଟା ଷ୍ଟିଲ ପକ୍ଷରୁ ଠିକାଦାର ସଚେତନତା ସମ୍ମିଳନୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସ୍ଥିତ ଗ୍ରୀନଭେଲି ବଗିଚାରେ ଟାଟାଷ୍ଟିଲ ପକ୍ଷରୁ ଠିକାଦାର ଓ ରାଜମିସ୍ତ୍ରୀ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆଦର୍ଶ ଏଣ୍ଟରପ୍ରାଇଜେସ ଓ ଡେ ସନ ଡିଷ୍ଟ୍ରିବ୍ୟୁଟର ଙ୍କ ସହଭାଗିତା ରେ ଅନୁଷ୍ଠିତ ସମ୍ମିଳନୀରେ କମ୍ପାନୀ ଉପଭୋକ୍ତା ସେବା…

ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ଭେଦକ୍ଷତା ତାଲିମ ପଦକ୍ଷେପ ମାଧ୍ୟମରେ ଯୁବ ନିଯୁକ୍ତିକୁ ସୁଦୃଢ଼ କରିଛି

  କମ୍ପାନୀ ଝାରସୁଗୁଡାର 450 ରୁ ଅଧିକ ଯୁବକଙ୍କ ନିକଟରେ ଭେଦକ୍ଷତାର ପହଞ୍ଚକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି   ଝାରସୁଗୁଡା, ଓଡିଶା, 30 ମଇ 2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏହାର ପ୍ରମୁଖ ଦକ୍ଷତା ବିକାଶ ପଦକ୍ଷେପ ଭେଦକ୍ଷତା ମାଧ୍ୟମରେ…

ସାମ୍ବାଦିକଙ୍କ ପିତୃ ବିୟୋଗ

 ଝାରସୁଗୁଡ଼ା, ଝାରସୁଗୁଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମାନସ କୁମାର ମିଶ୍ର ଙ୍କ ପିତା ଅବସରପ୍ରାପ୍ତ ପଞ୍ଚାୟତ ସମ୍ପାଦକ କୃଷ୍ଣ ପ୍ରସାଦ ମିଶ୍ର(୮୦) ଙ୍କ ଶନିବାର ସକାଳୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି l ସେ କୌଣସି ଏକ ଜଟିଳ ରୋଗରେ…

ଡକାୟତି ଯୋଜନା ପଣ୍ଡ: ପୋଲିସ ଏନକାଉଣ୍ଟରରେ ଜୟ ଚୌହାନ ଆହତ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ପୋଲିସ ଏକ ବଡ଼ ସଫଳତା ହାସଲ କରି ରେଙ୍ଗାଲି ଥାନା ଅଞ୍ଚଳରେ ସକ୍ରିୟ ଥିବା ଏକ ସଶସ୍ତ୍ର ଡକାୟତି ଗ୍ୟାଙ୍ଗର ଯୋଜନାକୁ ପଣ୍ଡ କରିବା ସହ ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଏହି ଅପରେସନ ସମୟରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

ଆରମ୍ଭ ହେଲା ‘ଏସଆଇଆର’: ଭଞ୍ଜନଗରରେ ବ୍ୟାପକ ଭୋଟର ସଚେତନତା ରାଲି ଓ ସଭା ଅନୁଷ୍ଠିତ

 ​୨୮ ଜୁନ୍ ପର୍ଯ୍ୟନ୍ତ ଘରକୁ ଘର ବୁଲିବେ ବିଏଲଓ; ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ​ ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ 'ସ୍ବତନ୍ତ୍ର ସଘନ ସଂଶୋଧନ' (SIR) ଓଡ଼ିଶା ୨୦୨୬…