ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଙ୍କୁ ଜମାରାଶି ପ୍ରଦାନ

23


ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :
ପାରଳାଖେମୁଣ୍ଡି ବଜାର ଷ୍ଟେଟବ୍ୟାଂକ ଅଫ ଇଣ୍ଡିଆ ଶାଖା ତରଫରୁ ଗ୍ରାହକ ଭାରତୀ ପାସ୍ପୁରେଡ୍ଡୀଙ୍କ ବିୟୋଗ ପରେ ତାଙ୍କର ପରିବାରବର୍ଗଙ୍କୁ ସେ କରିଥିବା ଏସବିଆଇ ଜୀବନବୀମା ପଲିସି ଜମାରାଶିର ୧୫ ଲକ୍ଷ ଟଂକା ପ୍ରଦାନ କରାଯାଇଛି।
ଏହି ଅବସରରେ ଶାଖା ପରିଚାଳକ ରାମକୃଷ୍ଣ ସେଠୀ , ଫିଲ୍ଡ ଅଫିସର ଚେନ୍ନା ଯୁଗନ୍ଧର , କ୍ୟାସ ଅଫିସର ବିଜୟଶାନ୍ତି ଗାଡେଲା , ବିଡିଏମ୍ ସୌମ୍ୟ ପଲାଇ , ଶ୍ୱେତପଦ୍ମା ରଥ ଏବଂ ଅମୀଷା ବିଶ୍ବାଳ ଉପସ୍ଥିତ ଥିଲେ।

Leave A Reply

Your email address will not be published.