“ଆକାଂକ୍ଷା” ତରଫରୁ ଜାତୀୟ କନ୍ୟା ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ "ଆକାଂକ୍ଷା" ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନବଜୀବନ କନ୍ୟା ଶିଶୁ ଗୃହ ଠାରେ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୮୦ ଜଣରୁ ଉର୍ଦ୍ଧ୍ବ ଅନ୍ତେବାସୀଙ୍କୁ ନେଇ ଏକ ସଭାର ଆୟୋଜନ…

ଉତ୍କଳ ମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପୋଡାପାଡ଼ି ଠାରେ 74ତମ ସାଧାରଣତନ୍ତ୍ର ଦିବସ ପାଳିତ

କାଶୀପୁର / ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ: -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଏବଂ ବିଭିନ୍ନ ଶସ୍ତା ରେ ମଧ୍ୟ ସାଧାରଣ ତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଉତ୍କଳ ମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟ ରେ ୭୪ ତମ ସାଧାରଣ ତନ୍ତ ଦିବସ ପାଳିତ ହୋଇଯାଇଛି |…

ସୁବଳୟା ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟାରେ ଆସନ୍ତା ୭ ତାରିଖ ରୁ ପ୍ରଥମ ବିରାଟ ଧନୁଯାତ୍ରା ମସୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି। ସ୍ଥାନୀୟ ବାବା ଅବଧୂତ ସାଂସ୍କୃତିକ ସଂଘ କାର୍ଯ୍ୟାଳୟରୁ ଆଧ୍ୟାତ୍ମିକ ପରିବେଶରେ ଏକ ଶୋଭାଯାତ୍ରା…

୭୪ତମ ସାଧାରଣତନ୍ତ୍ର ଦିବସ ପାଳନ

ବରଗଡ :- ବରଗଡ ଜିଲ୍ଲା ର ସମସ୍ତ ସ୍ଥାନରେ ଆଜି 74ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଜିଲ୍ଲା ସ୍ତରୀୟ ମୁଖ୍ୟ ସମାରୋହ ରେ ରାଜ୍ୟସରକାର ଙ୍କର ଯୋଜନାମନ୍ତ୍ରୀ ଶ୍ରୀ ତଜେନ୍ଦ୍ର ଢୋଲକିଆ ଯୋଗଦାନ କରି ଜାତୀୟ ପତାକା ଉତ୍ତଳନ କରିଥିଲେ । ସେହିଭଳି ପାଇକମାଳ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ…

ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଗୋଟେ ପରିବାର ର ଚାରିଜଣ ଆହତ

ଦୁର୍ଘଟଣା ସ୍ଥଳକୁ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ ବିଧାୟକ ଶ୍ରୀ ସୁଶାନ୍ତ ସିଂ ବରଗଡ :-ଆଜି କଲିକତା ମୁମ୍ବାଇ ଜାତୀୟ ରାଜପଥ ର ସୋହେଲା ନିକଟସ୍ଥ ହଳଦୀପାଳି ଛକ ଠାରେ ଏକ ସଡକ ଦୁର୍ଘଟଣାରେ ଏକ କାର ରେ ଯାତ୍ରା କରୁଥିବା ଚାରି ଜଣ ଗୁରୁତର ଭାବରେ ଆହତ ହୋଇଥିବା ସୂଚନା…

ସାଧାରଣତନ୍ତ୍ର ଦିବସ ରେ ଲାଗିଲା ମାଓ ପୋଷ୍ଟର

ଗଣତନ୍ତ୍ର ଦିବସକୁ କଳାଦିବସ ପାଳନ କରିବାକୁ ଲାଗିଛି ମାଓ ପୋଷ୍ଟର। କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ // ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ପାରଶାଲି ରେ ବହୁ ଦିନ ନିରବ ପରେ ଆଜି ଗଣତନ୍ତ୍ର ଦିବସକୁ କଳାଦିବସ ପାଳନ ନିମନ୍ତେ ୭ଟି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।ଉକ୍ତ…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

ଝାରସୁଗୁଡ଼ା,: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର କର୍ମଚାରୀ, ବ୍ୟବସାୟିକ ଭାଗିଦାରୀ ଓ ଗୋଷ୍ଠୀ ମଧ୍ୟରେ ସଡ଼କ ସୁରକ୍ଷା ଉପରେ ଏକ ସପ୍ତାହବ୍ୟାପୀ ସଚେତନତା ଅଭିଯାନର ଆୟୋଜନ କରି ଝାରସୁଗୁଡ଼ାରେ ଏହାର କାର୍ଯ୍ୟ ତଥା ଏହାର ଆଖପାଖରେ ଲେକମାନଙ୍କୁ ସଡ଼କ ସୁରକ୍ଷା ବିଷୟରେ…

ପରିବେଶ ପରିଚାଳନା ପାଇଁ ଜେଏସ୍‌ଡବ୍ଲ୍ୟୁକୁ ପୁରସ୍କାର

ଭୁବନେଶ୍ୱର: ପରିବେଶ ପରିଚାଳନାରେ ଉତ୍କୃଷ୍ଟତା ପାଇଁ ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍‌) ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ(ମାଇନିଂ ଡିଭିଜନ)କୁ ଏକାଧିକ ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛି । ନୂଆଗାଁ ଲୁହାପଥର ଖଣି ମନିଟରିଂ ଓ ପରିବେଶ ପରିଚାଳନାରେ କମ୍ପାନୀ ପ୍ରଥମ ସ୍ଥାନରେ ରହି ପୁରସ୍କାର ପାଇଛି…

ସୁବର୍ଣ୍ଣପୁର ରେ ଜାତୀୟ ମତଦାତା ଦିବସ ପାଳିତ l

ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ଜାତୀୟ ସଙ୍ଗୀତ ଗାନପରେ ସମସ୍ତଙ୍କୁ ମତଦାତାଙ୍କ…

ଠିକା କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଉ : ସଙ୍ଘ

ବିଦ୍ୟୁତ କର୍ମଚାରୀଙ୍କ ବନ୍ଧୁମିଳନ ବାଙ୍ଗିରିପୋଷି/ଦିପୁ ମହାପାତ୍ର-ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ ୟୁନିଅନ ତରଫରୁ କଳାବାଡିଆ ଷ୍ଟ୍ରକଚର୍ ପଡିଆରେ ଉପଖଣ୍ଡ ସ୍ତରୀୟ ବୌଠକ ତଥା ବନ୍ଧୁମିଳନ ଉତ୍ସବ ଖୁବ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇ ଯାଇଛି। ସଙ୍ଘର ଡେପୁଟି ଜେନେରାଲ ସେକ୍ରେଟାରୀ…