Sign in
Sign in
Recover your password.
A password will be e-mailed to you.
ନବରଙ୍ଗପୁର ଜିଲ୍ଲାପାଳଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା।
ନବରଙ୍ଗପୁର / ଅଶୋକ ସାହୁ: ଜାତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ତାଲିକା ସଂଶୋଧନ କରାଯାଇ ଏହାର ଚୁଡାନ୍ତ ଭୋଟର ତାଲିକା ଗତ ଜାନୁଆରୀ ୦୫ ତାରିଖ ରେ ପ୍ରକାଶ ପାଇଛି। ରାଜ୍ୟସ୍ତରରେ ଆଧାର ସଂଯୋଗରେ ନବରଙ୍ଗପୁର ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହି କାର୍ଯ୍ୟର ଅନ୍ୟ…
ଓଡିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ
ଭୁବନେଶ୍ୱର : ଚଳିତବର୍ଷର ପଦ୍ମ ପୁରସ୍କାର ଘୋଷଣା ହୋଇଛି । ସମୁଦାୟ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ମିଳିବାକୁ ଥିବା ବେଳେ ବିଭିନ୍ନ କ୍ଷେତ୍ର ପାଇଁ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣ ପାଇବେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ | ପଦ୍ମଶ୍ରୀ ତାଲିକାରେ ଓଡ଼ିଶାରୁ ୪…
ହସି ଖେଳି ପିଲା ଶିଖିବେ ନୂଆ କଥା
ମଡେଲ୍ ପାଠାଗାର ଉଦ୍ଘାଟନ କଲେ ‘ମୋ ସ୍କୁଲ୍’ ଅଧ୍ୟକ୍ଷା
ଭୁବନେଶ୍ୱର(ଶାସକ ପ୍ରଶାସକ): ଭୁବନେଶ୍ୱରସ୍ଥିତ ଆଇଆର୍ସି ଭିଲେଜ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଏକ ଶିଶୁ ସଂସାଧନ ପାଠାଗାର (Children’s Resource Centre-cum-Library ) ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ…
ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ
ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା
ଭୁବନେଶ୍ୱର, : ଆଜି ପୂର୍ବାହ୍ନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଲୋକସେବା ଭବନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ…
ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ରହିବ ‘ହାଉସ୍’ ବ୍ୟବସ୍ଥା
‘ମୋ ସ୍କୁଲ୍ ଅଭିଯାନ’ର ୩୮ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ
୨୩୦ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମିଳିଲା ଅନୁମୋଦନ
ଛାତ୍ରଛାତ୍ରୀଙ୍କ ପାଇଁ ‘ଷ୍ଟୁଡେଣ୍ଟ୍ ଡାଏରୀ’
ବିଦ୍ୟାଳୟ ପାଇଁ ’ଏକାଡେମିକ୍ କ୍ୟାଲେଣ୍ଡର୍’
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟରେ…
ଭାରତ ଯୋଡ଼-ଓଡିଶା ପରିବର୍ତ୍ତନ ଯାତ୍ରା କଳାହାଣ୍ଡି ପରିକ୍ରମା କରି ନବରଙ୍ଗପୁର ରେ ପହଞ୍ଚିଲା
ଭୁବନେଶ୍ୱର /କେଶିଙ୍ଗା/ଭବାନୀପାଟଣା/ଜୁନାଗଡ - ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ବଲାଙ୍ଗୀର ଜିଲ୍ଲାର ବେଲଗାଁ ଠାରୁ ଆଜି ଭାରତ ଯୋଡ ଯାତ୍ରା-ଓଡିଶା ର ପଦଯାତ୍ରା ଆରମ୍ଭ ହୋଇ କଳାହାଣ୍ଡି ଜିଲ୍ଲାର ଅମାଟ,କେଶିଙ୍ଗା,ଭବାନୀପାଟଣା,ଜୁନାଗଡ, ମୋଟେର, କୋକସରା,ଆମ୍ବପାଣି ଆଦି ଅଞ୍ଚଳ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତ୍ରୁଟି ପୂର୍ଣ୍ଣ ତାଲିକା କୁ ନେଇ ବ୍ଲକ ଘେରିଲା ବିଜେପି
ବୀରମହାରାଜପୁର, (ବିନୋଦ ପାଣ୍ଡେ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଅନିୟମିତତା ଦର୍ଶାଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜେପି ପକ୍ଷରୁ ବ୍ଲକ ଘେରାଓ କରାଯାଇଛି l ଇଁଜିନିୟର ରଘୁନାଥ ଜଗଦଲା ଙ୍କ ନେତୃତ୍ୱ ରେ ସ୍ଥାନୀୟ ଡାକ ବଙ୍ଗଳା ରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ…
ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେବେ ବୀରମହାରାଜପୁରର ଖେଳାଳୀ ଅନ୍ୱେଶ ହୋତା
ବୀରମହାରାଜପୁର , (ବିନୋଦ ପାଣ୍ଡେ): ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେବେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଉଦୟୀମାନ ଖେଳାଳୀ ଅନ୍ୱେଶ ହୋତା । ଓଡିଶା ତାଇକଣ୍ଡୋ ସଂଘ ପକ୍ଷରୁ ନିକଟରେ ଶେଷ ହୋଇଥିବା ରାଜ୍ୟ ସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେଇ ସ୍ୱର୍ଣ୍ଣ ପଦକ ହାସଲ ସହ…
ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ବାର୍ତ୍ତା।
"ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି।
ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଡଃ ରାଜେନ୍ଦ୍ର ପ୍ରସାଦ,…
ବରିଷ୍ଠ ଆଇପିଏସ ଡି ଏସ୍ କୁଟ୍ଟେଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପୁଲିସ ମେଡ଼ାଲ୍
ଭିଜିଲାନ୍ସ କନେଷ୍ଟବଳ ପ୍ରହଲ୍ଲାଦ ରାଉତ ମଧ୍ୟ ପାଇବେ ରାଷ୍ଟ୍ରପତି ପୁଲିସ ମେଡାଲ୍
ଓଡ଼ିଶାର ୧୧ ଜଣ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ
ଭୁବନେଶ୍ୱର(ଶାସକ ପ୍ରଶାସକ) : ୨୦୨୩ ପାଇଁ ରାଷ୍ଟ୍ରପତି ପୁଲିସ ମେଡାଲ ଘୋଷଣା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ…