ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବିରୋଧରେ ଗର୍ଜ୍ଜିଲା ବିଜେପି

https://youtu.be/-QjQN2AMqEg ସଠିକ୍ ଲୋକଙ୍କୁ ମିଳିବା ନେଇ ଯୋଡ଼ା ବିଜେପି ପକ୍ଷରୁ ବି ଡି ଓ ଙ୍କୁ ସ୍ମାରକ ପତ୍ର ଯୋଡ଼ା./ପାର୍ଥ ସାରଥି ଷଡ଼ଙ୍ଗୀ - ଯୋଡ଼ା ମଣ୍ଡଳ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଦୁର୍ନୀତି ଓ ହିତାଧିକାରୀ ଙ୍କ ତାଲିକା ରେ ହେର ଫେର ନେଇ ଯୋଡ଼ା…

ପୋଲିସକୁ ବଡ ସଫଳତା : ଡକାୟତି ଯୋଜନା ଧରା ହେଲେ ୪ଦୁର୍ଦ୍ଦାନ୍ତ ଡକାୟତ

ପିସ୍ତଲ ସହ ଅଫୁଟା ଗୁଳି ଓ ବାଇକ୍ ଜବତ ଯୋଡା/ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଂଚଳରେ ପୋଲିସ ର ଉଦ୍ୟମ କ୍ରମେ ଏକ ବଡ଼ ଧରଣ ର ଡକାୟତି ଯୋଜନା କୁ ପୋଲିସ ପଣ୍ଡ କରିଛି । ବଡ଼ବିଲ ଆଇ ଆଇସି ରାଜେନ୍ଦ୍ର ସ୍ୱାଇଁ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,ମଙ୍ଗଳ ବାର ବିଳମ୍ବିତ ରାତିରେ…

ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଜାତୀୟ ମତଦାତା ଦିବସ ପଳିତ

ଭୁବନେଶ୍ୱର, (ଶାସକ ପ୍ରଶାସକ) : ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ପୂର୍ବାହ୍ନ ୧୧ଟା ସମୟରେ ଏହି ଦିବସର ଶପଥ ପାଠ କରିଥିଲେ । ଗଣତାନ୍ତ୍ରିକ ରାଷ୍ଟ୍ରର ମୁକ୍ତ ଓ ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ…

ଗରିବ ଲୋକଙ୍କୁ ଘର କରାଇ ନଦେବାକୁ ଷଡଯନ୍ତ୍ର କରୁଛି ବିଜେପି: ବିଜେଡି

"ଷଡଯନ୍ତ୍ର କରି ଆପଣ ପିଏମଏୱାଇର ଗ୍ରାମୀଣ ଗୃହ ନିର୍ମାଣ ବନ୍ଦ କଲେ ମଧ୍ୟ ବିଜେଡି ସରକାର ଘର ଯୋଗାଇଦବ"  ପିଏମଏୱାଇ ଘର ନିର୍ମାଣ ଅଟକାଇବାକୁ ବିଜେପିର ନୂଆ ନାଟକ  ବିଜେପିର ଏଭଳି ଘୃଣ୍ୟ ରାଜନୀତି ଓଡିଶା ଇତିହାସରେ କଳଙ୍କିତ ଅଧ୍ୟାୟ  ହୀନ ରାଜନୀତି ପାଇଁ ଓଡିଶାବାସୀ…

ଜିଲା ସ୍ତରୀୟ ଆମ ଆଦମୀ ପାର୍ଟି ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ,

ସୁବର୍ଣ୍ଣପୁର ( ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ଆରଏମସି ଠାରେ ଆମ ଆଦମୀ ପାର୍ଟିର ରାଜ୍ୟ ସଂପାଦକ ତଥା ବୌଦ୍ଧ ଜିଲ୍ଲା ପ୍ରଭାରୀ ବାଳକୃଷ୍ଣ ଦଣ୍ଡସେନାଙ୍କ ନେତୃତ୍ଵରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆମ୍ ଆଦମୀ…

ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର,( ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ…

ପାରିପାର୍ଶିକ ବିକାଶ ବାର୍ତ୍ତାନେଇ ତ୍ରୀକୁଟ ପାହାଡ ଚଢିଲେ ଜିଲ୍ଲା ଅଧିକାରୀ

ପାରିପାର୍ଶିକ ବିକାଶ ରେ ସମସ୍ତ ଅଧିକାରୀ ସ୍ୱତଃ ସାମିଲ ହେବାକୁ ଜିଲ୍ଲାପାଳ ଙ୍କ ପରାମର୍ଶ  ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପାତାଳୀ ଶ୍ରୀକ୍ଷେତ୍ରର ପାରିପାର୍ଶିକ ବିକାଶର ବାର୍ତ୍ତାନେଇ ଆଜି ସକାଳୁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସରକାରୀ…

ଜିଲ୍ଲାରେ କନ୍ୟା ଲିଙ୍ଗ ହାର ଅନୁପାତ ବୃଦ୍ଧି ପାଇଁ ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ଙ୍କ ପରାମର୍ଶ –

ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ):ପିସି-ପିଏନଡିଟି ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ପ୍ରାଧିକରଣ, ପି ସି ଏଣ୍ଡ ପି ଏନ ଡି ଟି ଅବୋଲି ସୁନୀଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲପାଳ ଙ୍କ ଆବାସିକ କାର୍ଯ୍ୟାଳୟ ରେ  …

“ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିବୃତି ରାଜ୍ୟ ସରକାରଙ୍କ ଦଳିତ ଆଦିବାସୀ ମନୋଭାବକୁ ସ୍ପଷ୍ଟ କରୁଛି”

ଭୁବନେଶ୍ୱର,: ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରିକାନ୍ତି ବେହେରା ଗତକାଲି ଦେଇଥିବା ମନ୍ତବ୍ୟ ବିଜୁ ଜନତା ଦଳ ସରକାରର ଦଳିତ, ଆଦିବାସୀ ଓ ମହିଳା ବିରୋଧି ଆଭିମୁଖ୍ୟର ପ୍ରତିଫଳନ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଅନୁସୂଚିତ ଜାତିମୋର୍ଚ୍ଚାର ରାଜ୍ୟ ସଭାପତି ଡ. ବିଭୂପ୍ରସାଦ ତରାଇ କଡା…

ବ୍ୟାଙ୍କ ଏଟିଏମରୁ ବ୍ୟାଟେରୀ ଚୋରୋଇ ନେଲେ ଦୁବୃର୍ତ୍ତ

ଓଡ଼ଗାଁ,୨୪।୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନା ଓ ଏନଏସି ଅନ୍ତର୍ଗତ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ରାସ୍ତାରେ ଥିବା ୟୁନିଅନ ବ୍ୟାଙ୍କ ଶାଖା ନିକଟ ଏଟିଏମରୁ ମଙ୍ଗଳବାର ଚୋରି ହୋଇଥିବା ନେଇ ଶାଖା ପରିଚାଳକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ…