ସୁବର୍ଣ୍ଣପୁରରେ ୭୪ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି I ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ପାନୀୟଜଳ ଯୋଗାଣ, ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ…

ମେଲଛାମୁଣ୍ଡା ଅଂଚଳରେ ଉଡିଲା ତ୍ରିରଙ୍ଗା

ମେଲଛାମୁଣ୍ଡା(ମନୋଜ ଭୋଇ) - ମେଲଛାମୁଣ୍ଡା ଅଂଚଳରେ ୭୪ ସାଧାରଣତନ୍ତ୍ର ଦିବସ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମହାସମାରୋହରେ ପାଳିତ ହୋଇଯାଇଛି । ଦିନଟି ମେଲଛାମୁଣ୍ଡା ଅଂଚଳ ତ୍ରିରଙ୍ଗାମୟ ହୋଇ ଉଠିଥିଲା । ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଚିନ୍ତାମଣି…

ନୟାଗଡ଼ଜିଲ୍ଲା ପରିଷଦ ତୃତୀୟ ସାଧାରଣ ଅଧିବେଶନ: ନିର୍ଦ୍ଧାରିତ ସମୟରେ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ଅରୁଣଙ୍କ…

ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ଜିଲ୍ଲା ପରିଷଦ ତୃତୀୟ ସାଧାରଣ ଅଧିବେଶନ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବୁଢ଼ାବୁଢ଼ିଆଣି ଡ୍ୟାମଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ପ୍ରମୂଖ ସମସ୍ୟା ଉପରେ ଆଲୋଚନା କରାଯାଇଛି ।…

ଓଡ଼ଗାଁ ମହୋତ୍ସବ ୨୦୨୩ ଉଦଘାଟିତ

ଦିତୀୟ ଦିନର ସାଂସ୍କୃତିକ ସନ୍ଧ୍ୟାକୁ ମନଭରି ଉପଭୋଗ କଲେ ଦର୍ଶକ ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ପ୍ରଗତିର ନନ୍ଦିଘୋଷ ପ୍ରଭୁ ରଘୁନାଥଙ୍କ ଆଶୀର୍ବାଦରେ ଗଡିଚାଲିଛି । ପ୍ରଭୁ ରଘୁନାଥଙ୍କ ଆଶିଷ ଓଡ଼ଗାଁ ବାସୀଙ୍କ ସହଯୋଗ ପାଇଁ ଓଡ଼ଗାଁର ଦୃତ ପ୍ରଗତୀ ସମ୍ଭବ ହୋଇପାରିଛି। ଏହିଭଳି…

ଶ୍ରୀରଘୁନାଥଜିଉଙ୍କ ଓଢଣଲାଗି ବେଶ ଉଲାଗୀ ଓ ବସନ୍ତପଂଚମୀ ନିତୀ ପାଳିତ

ଓଡଗାଁ/ଶ୍ରୀକାନ୍ତ ମିଶ୍ର : ରୁତୁଚକ୍ରର ପରିବର୍ତନ ଅନୁସାରେ ପ୍ରଭୁ ରଘୁନାଥଙ୍କ ବେଶଭୁଷା ଓ ଅନ୍ୟ ସମସ୍ତ ନିତୀରେ ପରିବର୍ତନ ଦେଖିବାକୁ ମିଳିଥାଏ । ମାର୍ଗଶୀର ଓଢଣଷଷ୍ଠୀ ତଥା ପ୍ରାବରଣ ତିଥିଠାରୁ ମାଘ ଶୁକ୍ଲ ବରଦା ଚତୁର୍ଥି ୨ମାସ ଧରି ଶ୍ରୀଜିଉମାନେ ଶରୀରର ଉସ୍ମତା ପାଇଁ ମୁଖମଣ୍ଡଳକୁ ଛାଡି…

ସମବାୟ ବ୍ୟାଂକ ଏମଡିଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଅବୈଧ ବୋଲି ମାନ୍ୟବର ହାଇକୋର୍ଟଙ୍କ ରାୟ

ଅଭିଯୁକ୍ତ ହାତରେ ଭଣ୍ଡାର ଘରର ଚାବି ଦେଇ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ: ବିଜେପିି ଭୁବନେଶ୍ୱର,: ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ସରକାର ସମୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚରମ ସୀମା ଅତିକ୍ରମ କରିସାରିଛି । ଏପରିକି ସମସ୍ତ ଆଇନ କାନୁନକୁ…

ବଲାଙ୍ଗୀର ଜିଲ୍ଲାରେ ବିଜେପି କୁ ଲାଗିଲା ଜୋର କା ଝଟକା

ରାଜା ସାହେବ ଙ୍କୁ ପୁଣିଥରେ ମାତ୍ ଦେଲେ ବିଧାୟକ ସରୋଜ ମେହେର ଭୁବନେଶ୍ୱର / ବଲାଙ୍ଗୀର :- ଗତ 2019 ସାଧାରଣ ନିର୍ବାଚନ ରେ ପଶ୍ଚିମ ଓଡିଶାର ଅଧିକାଂଶ ଲୋକସଭା ଆସନ ବିଜେପି ଦଳ ପାଖକୁ ଯାଇଥିବା ବେଳେ ବିଜେପି ର କିଛି ପାରମ୍ପରିକ ବିଧାୟକ ଆସନ ଉପରେ ରାଜନୈତିକ ସମୀକ୍ଷକ ମାନଙ୍କ ଆକଳନ କୁ…

ଲଖମରା ଅଙ୍ଗନଦୀ ଆମ୍ବତୋଟାରେ ବରଗଡ଼ ଜିଲ୍ଲା ସାମ୍ବାଦିକଙ୍କ ବନ୍ଧୁ ମିଳନ

ପାଇକମାଳ: ବରଗଡ଼ ଜିଲ୍ଲାର ସାମ୍ୱାଦିକ ଓ ସାମାଜିକକର୍ମୀମାନଙ୍କ ଏକ ବନ୍ଧୁ ମିଳନ ପଦ୍ମପୁର ନିକଟ ଚର୍ଦାପାଲି ଅଙ୍ଗନଦୀ ଆମ୍ବତୋଟା ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରମେଶ ବାରିକ ଓ ଅଭୟ ରଣାଙ୍କ ଆବାହନ କ୍ରମେ ଅନୁଷ୍ଠିତ ଏହି ବନ୍ଧୁିମିଳନ କାର୍ଯ୍ୟକ୍ରମରେ ବରଗଡ଼…

ସୋଆରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଗୁରୁବାର ସାରା ଦେଶ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ଏହି ସମାରୋହ ସହିତ ଯୋଡି ହୋଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ମଧ୍ୟ ଏହି ବିଶେଷ ଦିବସକୁ ପାଳନ କରାଯାଇଛି । ଏହି ଅବସରରେ ସୋଆର କୁଳାଧିପତି ପ୍ରଫେସର ଡି.ପି. ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ଜିଲ୍ଲାରେ ଆଉ ଏକ ସ୍ବତନ୍ତ୍ର ଜାତୀୟ ପତାକା ସ୍ତମ୍ଭ ସ୍ଥାପିତ

ପାରାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଉ ଏକ ସ୍ବତନ୍ତ୍ର ଜାତୀୟ ପତାକା ସ୍ତମ୍ଭ ସ୍ଥାପିତ ହୋଇଛି। ଗୁରୁବାର ଦିନ ପୂର୍ବାହ୍ନରେ ଜଳ ସେଚନ ବିଭାଗ କାର୍ଯ୍ୟଳୟ ପରିସରେ ୧୮ ମିଟର ଉଚ୍ଚ ବିଶିଷ୍ଟ ଏକ ସ୍ବତନ୍ତ୍ର ଜାତୀୟ ପତାକା ସ୍ତମ୍ଭ ସ୍ଥାପିତ କରାଯାଇଛି। ୭୪ତମ…