Sign in
Sign in
Recover your password.
A password will be e-mailed to you.
ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଆଦିବାସୀ ବିରୋଧି : ପ୍ରଦୀପ ମାଝୀ
ଓଡିଶାର ୧୬୯ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଏସ୍ଟି ତାଲିକାରେ ଅନ୍ତର୍ଭୁକ୍ତ ନହେବା ବିଜେପିର ଆଦିବାସୀ ବିରୋଧୀ ମନୋଭାବର ପରିଚାୟକ: ବିଜେଡି
ତାଲିକାରେ ତୁରନ୍ତ ସାମିଲ ପାଇଁ ବିଜେଡିର ଦାବି
ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବେ ଆଦିବାସୀ ମମ୍ପ୍ରଦାୟ
ଭୁବନେଶ୍ୱର:…
ଦଧିବାମନ ଯୁବକ ସଙ୍ଘ ପକ୍ଷରୁ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୀରମହାରାଜପୁର, (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ଦଧିବାମନ ଯୁବକ ସଂଘ ଦ୍ୱାରା ପଞ୍ଚାୟତ ସ୍ତରୀୟ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ,…
ଦଧିବାମନ ଯୁବକ ସଙ୍ଘ ପକ୍ଷରୁ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୀରମହାରାଜପୁର, (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ଦଧିବାମନ ଯୁବକ ସଂଘ ଦ୍ୱାରା ପଞ୍ଚାୟତ ସ୍ତରୀୟ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ,…
ନବକୃଷ୍ଣ ଚୌଧୁରି ଷ୍ଟାଡିୟମ ପରିସରରେ ଜିଲ୍ଲାସ୍ଥରୀୟ ୭୪ତମ ସାଧାରଣତନ୍ତ୍ର ଦିବସ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ସହରସ୍ଥିତ ନବକୃଷ୍ଣ ଚୌଧୁରି ଷ୍ଟାଡିୟମ ପରିସରରେ ଜିଲ୍ଲାସ୍ଥରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ତଥା ଓଡିଶା ସରକାରଙ୍କ ମନ୍ତ୍ରୀ…
ଜିଲ୍ଲା ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ
https://youtu.be/upDVdsZPSUg
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ଗଜପତି ଷ୍ଟାଡ଼ିୟମ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି | ଏହି ଜାତୀୟ ଉତ୍ସବରେ ମାନ୍ୟବର ମନ୍ତ୍ରୀ , ଅନୁସୂଚିତ ଜାତି , ଜନଜାତି ସଂଖ୍ୟାଲଘୁ , ପଛୁଆ…
ଭଞ୍ଜନଗର ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ
ଭଞ୍ଜନଗର : ଭଞ୍ଜନଗର ଜେଲ ପଡ଼ିଆ ଠାରେ ଉପଖଣ୍ଡ ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳନ କରାଯାଇଛି। ସକାଳ ୫ ଘଣ୍ଟ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ ପ୍ରଚାର କରାଯାଇଥିଲା। ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି…
ତାବରଡ଼ା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ୭୪ ତମ ସାଧାରଣ ତନ୍ତ୍ର ଦିବସ ଓ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ –
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ତାବରଡା ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ପତାକା ଉତ୍ତୋଳନ କରିଥିବା ବେଳେ ଏସ୍. ଏମ୍. ସି…
ସାଧାରଣତନ୍ତ୍ର ଦିବସରେ ନିଷ୍ଠା ପରିବାର ରକ୍ତଦାନ ଶିବିର
ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିର ରୁ ୧୦୭ୟୁନିଟ ରକ୍ତ ସଂଗୃହୀତ
ବରଗଡ :- ସାଧାରଣ ତନ୍ତ୍ର ଦିବସ ଓ ପବିତ୍ର ସରସ୍ଵତୀ ପୂଜା ଅବସରରେ ସକାଳ ୯ଟାରେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ସାହୁ ଟିକ୍ରା, ତୋରା,ବରଗଡ଼ ଠାରେ ନିଷ୍ଠା ପରିବାର ଓ ସାହୁ ଟିକ୍ରା ଗ୍ରାମବାସୀ ଙ୍କ ମିଳିତ…
ଭଟଲି ରୁ ଜର୍ମାନୀ: ନୂତନ ଔଷଧ ଉପରେ ଗବେଷଣା ପାଇଁ ସୁଦର୍ଶନ ବେହେରା ମନୋନୀତ
ଉଜ୍ବଳ ଭବିଷ୍ୟତ କାମନା କଲେ ବିଧାୟକ ସୁଶାନ୍ତ ସିଂହ
ବରଗଡ :- ଭଟଲି ଦଧିବମାନ ଯୁକ୍ତ ଦୁଇ ମହାବିଦ୍ୟାଳୟ ର ପୁରାତନ ଛାତ୍ର ଶ୍ରୀସୁଦର୍ଶନ ବେହେରା ବର୍ତ୍ତମାନ ଭାରତବର୍ଷର ଜଣେ ଉଦିୟମାନ ଗବେଷକ ଭାବରେ ବେଶ ପରିଚିତ । ବେଙ୍ଗଲୋର ରେ କାର୍ଯରତ ଡାକ୍ତର ସୁଦର୍ଶନ ବେହେରା ନୂତନ ଔଷଧ ଉପରେ ଅଧିକ…
ସରକାରୀ ଜମିକୁ ଜବର ଦଖଲକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ
ଜଗତସିଂହପୁର,/ସୁମନ୍ତକୁମାରଦାସ:ଜଗତସିଂହପୁର ପୌରାଞ୍ଚଳ ଅଧିନସ୍ଥ ଚାଟରା ଗ୍ରାମ ୧୪ ନଂ ୱାର୍ଡରେ ଅବସ୍ଥିତ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ବିହାର ସରକାରୀ ଜମି ଜବର ଦଖଲକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କର ଅସନ୍ତୋଷ ଦେଖାଯାଇଛି l ସତସଙ୍ଗ ବିହାର ନିକଟରେ କିଛି ଅନୁସୂଚିତ ଜାତି…