ଦାଦନ ଶ୍ରମିକ ତ୍ରିଲୋଚନ ପ୍ରଧାନଙ୍କୁ ସହାୟତାର ହାତ ବଢ଼ାଇଲେ ଦୁଃଖୀର ସାଥୀ ସଂଗଠନ।

କଙ୍କଡ଼ାହାଡ଼/ରିତେଶ ବ୍ରହ୍ମା  - ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ଝାଞ୍ଜରିବେରଣା ଗ୍ରାମର ଦାଦନ ଶ୍ରମିକ ତ୍ରିଲୋଚନ ପ୍ରଧାନଙ୍କୁ ସହାୟତାର ହାତ ବଢ଼ାଇଲେ ଦୁଃଖୀ ସାଥୀ ସଂଗଠନ। କିଛି ଦିନ ତଳେ ତ୍ରିଲୋଚନ ଓଡ଼ିଶା ବାହାରକୁ ଦାଦନ ଖଟିବାକୁ ଯାଇଥିଲେ ସେଠାରେ ସେ…

ମୁକ୍ତା ଯୋଜନାକୁ ଆର୍ନ୍ତଜାତୀୟ ସ୍ୱୀକୃତି

ନ୍ୟୁୟର୍କରେ ମୁକ୍ତାକୁ ଡବ୍ଲୁଆରଆଇ ରୋସ୍ କେନ୍ଦ୍ର ପୁରସ୍କାର ଭୁବନେଶ୍ୱର - ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମୁକ୍ତା ଯୋଜନାକୁ ମିଳିଛି ବିଶ୍ୱସ୍ତରୀୟ ସ୍ୱୀକୃତି – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ୫ଟି ପଦକ୍ଷେପ ଅନ୍ତର୍ଗତ ଏହି ସହରୀ କର୍ମ ନିଯୁକ୍ତି ଯୋଜନାକୁ…

“ଅମୃତକାଳରେ ପ୍ରଥମ ଓ ଏକ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ୍ ” : ଦିଲ୍ଲୀପ ଉମେନ୍‌

ମୁମ୍ବାଇ : “ଅମୃତକାଳରେ ପ୍ରଥମ ଓ ଏକ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ୍ – ଶିଳ୍ପର ଅଭିବୃଦ୍ଧି ସହିତ ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାକୁ ସଠିକ୍ ଦିଗ ଦେଇଛି " ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳ ସୀତାରମଣ ସଂସଦରେ ଉପସ୍ଥାପିତ କରିଥିବା ବଜେଟ ଉପରେ…

ଆୟୁଷ୍ମାନ ଯୋଜନାକୁ ନେଇ ଓଡିଶା ବିଜେପିର ମିଛ ପ୍ରଚାର ଧରାପଡିଲା: ବିଜେଡି

 ଦୁଇ ଯୋଜନାର ତୁଳନାତ୍ମକ ଚିତ୍ର ଦେଲା ବିଜେଡି  ବିଏସ୍‍କେୱାଇରେ ୬୦୦୦ କୋଟି ଟଙ୍କା ସ୍ଥାନରେ ଆୟୁଷ୍ମାନରେ ୨୦୦ କୋଟି  ମହିଳାମାନେ ଆୟୁଷ୍ମାନ ଯୋଜନାରେ ଅଧା ଲାଭ ପାଇବେ  ଆୟୁଷ୍ମାନରେ ଅଙ୍ଗ ପ୍ରତିରୋପଣ କରିବା କଷ୍ଟକର ଭୁୁବନେଶ୍ୱର: ବିଜୁ ଜନତା ଦଳ ସରକାର…

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ବିଶ୍ବବିଦ୍ୟାଳୟ ରେ ପରିଣତ ହେଲା ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟ.

ଜୟପୁର;ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ମାନଙ୍କର ବହୁ ଦିନର ଦାବୀ…

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ: ରାଜ୍ୟ ସରକାର ନିଜକୁ କ୍ଲିନ୍ ଚିଟ୍ ଦେବା ପାଇଁ ବ୍ୟଗ୍ର: ପୃଥ୍ୱୀରାଜ ହରିଚନ୍ଦନ

 ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରନ୍ତୁ ରାଜ୍ୟ ସରକାର ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ରାଜରାସ୍ତାରେ ଗୁଳି କରି ହତ୍ୟା କଲେ ।…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ରହିଛି ସାଙ୍ଘାତିକ ଷଡ଼ଯନ୍ତ୍ର – କଂଗ୍ରେସ

ଗୃହବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏଥିପାଇଁ ଉତରଦାୟୀ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଏସ୍‌.ଆଇ.ଟି. ତଦନ୍ତ ଦାବି କଲା କଂଗ୍ରେସ ଭୁବନେଶ୍ୱର : ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଜଣେ ପୁଲିସ କର୍ମଚାରୀଙ୍କ ଗୁଳି ଚୋଟରେ ମୃତ୍ୟୁ ହେବା ଘଟଣା ଏକ…

ବରଗଡ଼ ଶିକ୍ଷା ବିଭାଗ ତରଫରୁ ୮ ଜଣିଆ ଦଳର ଦିଲ୍ଲୀ ଗସ୍ତ

ବରଗଡ଼: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ ତରଫରୁ ୮ ଜଣିଆ ଦଳ ମଙ୍ଗଳବାର ଦିନ ୭ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି। ଷ୍ଟାରସ ପ୍ରକଳ୍ପ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ରାଜ୍ୟର ବିଭିନ୍ନ ସ୍କୁଲ ପରିଦର୍ଶନ, ରାଜ୍ୟ ଶିକ୍ଷକ ଶିକ୍ଷା…

“ହତାଶ ହୋଇପଡିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ”

 କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଜେପି ନେତାଙ୍କ ଏତେ ଭୟ କାହିଁକି: ବିଜେଡି  ସ୍ୱର୍ଗତ ନବ ଦାସଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଓଡିଶାକୁ ମିଳିଥିଲା ପ୍ରଶଂସା  ରାଜନୀତି ପାଇଁ ସୌଜନ୍ୟତା ଭୁଲି ଯାଉଛି ବିଜେପି  ନ୍ୟାୟପାଳିକା ପ୍ରତି ବିଜେପିର ସମ୍ମାନ ରହିବା ଉଚିତ୍‍…

ଯୌତୁକ ପାଇଁ ବଧୁହତ୍ୟା ଅଭିଯୋଗ: ସ୍ବାମୀ,ଶାଶୁ,ଶଶୁର ଓ ନଣନ୍ଦଙ୍କୁ ଆଜୀବନ କାରାଦଣ୍ଡାଦେଶ

କାମାକ୍ଷାନଗର/ରିତେଶ ବ୍ରହ୍ମା:ଢେଙ୍କାନାଳ ଜିଲା କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ମଧୁମିତା ମହାନ୍ତି ମଙ୍ଗଳବାର ଏକ ଯୌତୁକ ପାଇଁ ବଧୁହତ୍ୟା ମାମଲାର ଶୁଣାଣୀ କରି ମୃତ ସୀତା ପଧାନଙ୍କ ସ୍ବାମୀ,ଶାଶୁ,ଶଶୁର ଓ ନଣନ୍ଦଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମାମଲାରୁ ପ୍ରକାଶ…