Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ନୂତନ ପରିବହନ ନିଗମ କଡ଼ାକଡ଼ି ହେବାପରେ ସଡ଼କ ଦୁର୍ଘଟଣା…
ଦଳିତ ପରିବାର ତରଫରୁ ଦାବିପତ୍ର
କାମାକ୍ଷାନଗର/ରିତେଶ ବ୍ରହ୍ମା :ଢେଙ୍କାନାଳ ଜିଲ୍ଲା ମହାବିରରୋଡ ଥାନା ଚାନ୍ଦପୂର ଗ୍ରାମର ଦଳିତ ପରିବାର ଉପରେ ଗ୍ରାମର କେତେକ ସବର୍ଣ ପରିବାରର ଲୋକଙ୍କ ନିର୍ଯ୍ୟାତନାକୁ ନେଇ ଦଳିତ ପରିବାରଙ୍କ ତରଫରୁ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ।ସୂଚନା ଅନୁସାରେ…
ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କବାଡି ,ଥ୍ରୋ ବଲ , ବଲ ଵ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ ।
କାମାକ୍ଷାନଗର/ରିତେଶ ବ୍ରହ୍ମା: କାମାକ୍ଷାନଗର ସ୍ଥିତ ସାରଙ୍ଗଧର ଷ୍ଟାଡିୟମ ଠାରେ ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଗଠନ ଓ ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଂଗଠନ ମିଳିତ ଆନୁକୂଲ୍ୟରେ ତା ୨୮. ୧ . ୨୦୨୩ ରିଖ ଠାରୁ ୦୧ .୦୨ . ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଦ୍ୟାଳୟ ସମୂହ…
ଭୂ ବିଜ୍ଞାନୀ ହେବେ ପ୍ରଣବ
କାମାକ୍ଷାନଗର/ରିତେଶ ବ୍ରହ୍ମା- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ତଳବେରଣା ଗାଁର ପ୍ରଣବ କୁମାର ପଣ୍ଡା ହେବେ ଭୂ ବିଜ୍ଞାନୀ । ବାପା ତଥା ବାରିହାପୁର କଲେଜର ଅଧ୍ୟକ୍ଷ ନରେନ୍ଦ୍ର କୁମାର ପଣ୍ଡା ଓ ମାଆ ଗୋପଲକ୍ଷ୍ମୀ ପଣ୍ଡାଙ୍କ ପୁଅ ହେଉଛନ୍ତି ପ୍ରଣବ । ପିଲାଟି ଦିନରୁ ଦେଶ ମାତୃକାର ସେବା…
ପିଏମ୍ଆର୍ବିପି ବିଜେତା ଆକାଶ ବାଇଜୁସ୍ର ଛାତ୍ର ସମ୍ଭବ ମିଶ୍ରଙ୍କୁ ସମ୍ବର୍ଦ୍ଧନା
ନିକଟରେ ସମ୍ଭବ ମିଶ୍ରଙ୍କୁ କଳା ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ଅତୁଳନୀୟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମ୍ଆର୍ବିପି)ରେ ସମ୍ମାନିତ କରାଯାଇଥିଲା ।
କଟକ: ପରୀକ୍ଷା ପ୍ରସ୍ତୁତି ସେବା କ୍ଷେତ୍ରରେ ଏକ ଜାତୀୟ ଲିଡର୍, ଆକାଶ ବାଇଜୁସ୍ ଆଜି ଏହାର କଟକ…
କଟକର ବୀରେନ ମିତ୍ର କଲେଜରେ ଲାଇବ୍ରେରୀ ପରିଚାଳନା ସିଷ୍ଟମ ଉଦଘାଟିତ
`ପୁରାତନ ଛାତ୍ରଛାତ୍ରୀ ସଂଗଠନ ଓ ସବୁ କଲେଜର ନୂତନ ସୁବିଧା ପାଇଁ ମୋ କଲେଜ ଅଭିଯାନ ଏକ ଉତ୍ସର୍ଗିକୃତ ଭିତ୍ତିଭୂମି -ଆକାଶ ଦାସନାୟକ’
କଟକ/ଭୁବନେଶ୍ୱର:କଟକର ବୀରେନ ମିତ୍ର କଲେଜରେ `ମୋ କଲେଜ ଅଭିଯାନର' ଅଧକ୍ଷ ଶ୍ରୀ ଆକାଶ ଦାସନାୟକାଙ୍କ ଦ୍ୱାରା ଲାଇବ୍ରେରୀ ପରିଚାଳନା ସିଷ୍ଟମ ଉଦଘାଟିତ…
ଭୁବନେଶ୍ୱର ଉଠା ଜଳସେଚନ ବିଭାଜନରେ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ
କୃଷକମାନଙ୍କୁ ଜଳର ସୁପରିଚାଳନା ସହ ଆଧୁନିକ ପ୍ରଣାଳୀରେ କୃଷିକାର୍ଯ୍ୟ କରିବାକୁ ପରାମର୍ଶ
ଭୁବନେଶ୍ୱର:ଭୁବନେଶ୍ୱର ଉଠା ଜଳସେଚନ ବିଭାଜନରେ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ଯୋଗଦେଇ…
୫-ଟି ସଚିବଙ୍କ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପରିଦର୍ଶନ
ବିଶ୍ବବିଦ୍ୟାଳୟ ରୂପାନ୍ତରଣ କାମର ସମୀକ୍ଷା
ଓୟୁଏଟିକୁ ଦେଶର ଶ୍ରେଷ୍ଠ କୃଷିଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଭାବେ ବିକଶିତ କରାଯିବ
ଡିସେମ୍ବର ସୁଦ୍ଧା ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ଶେଷ ହେବ.
ସବୁ କ୍ଲାସରୁମ ,ସ୍ମାର୍ଟ କ୍ଲାସରୁମ ହେବ…
ରାସ୍ତା ନାହିଁ ତ ଭୋଟ ନାହିଁ : ରାସ୍ତା ଏବଂ ସ୍ଥାୟୀ ପୋଲ ପାଇଁ ଦାବି କଲେ ଗ୍ରାମବାସୀ |
କଙ୍କଡ଼ାହାଡ଼/ରିତେଶ ବ୍ରହ୍ମା :- ଗାଁ କୁ କାମ, ମା କୁ ସଂମ୍ମାନ ର କଥା କହି ଡିଣ୍ଡିମ ପିଟୁଛନ୍ତି ରାଜ୍ୟସରକାର | କିନ୍ତୁ ବାସ୍ତବ ସ୍ଥିତି କିଛି ଭିନ୍ନ | ରାସ୍ତା ପାଇଁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଝାଞ୍ଜିରୀବେରେଣା ଗ୍ରାମବାସୀ |…
ଦାଦନ ଶ୍ରମିକ ତ୍ରିଲୋଚନ ପ୍ରଧାନଙ୍କୁ ସହାୟତାର ହାତ ବଢ଼ାଇଲେ ଦୁଃଖୀର ସାଥୀ ସଂଗଠନ।
କଙ୍କଡ଼ାହାଡ଼/ରିତେଶ ବ୍ରହ୍ମା - ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ଝାଞ୍ଜରିବେରଣା ଗ୍ରାମର ଦାଦନ ଶ୍ରମିକ ତ୍ରିଲୋଚନ ପ୍ରଧାନଙ୍କୁ ସହାୟତାର ହାତ ବଢ଼ାଇଲେ ଦୁଃଖୀ ସାଥୀ ସଂଗଠନ। କିଛି ଦିନ ତଳେ ତ୍ରିଲୋଚନ ଓଡ଼ିଶା ବାହାରକୁ ଦାଦନ ଖଟିବାକୁ ଯାଇଥିଲେ ସେଠାରେ ସେ…