Sign in
Sign in
Recover your password.
A password will be e-mailed to you.
ମେଲଛାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଳା କାୟାକଳ୍ପ ଆକଳନ ଦଳ
ମେଲଛାମୁଣ୍ଡା,(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଳା କାୟାକଳ୍ପ ଆକଳନ ଦଳ ଡିପିଏମ ଗିରିଜା ପ୍ରସାଦ ମିଶ୍ର ଓ ଏଏମଏଏ୍କ୍ୟୁ ଦିପାଜଂଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଂଧ୍ୟାରେ ସମ୍ପର୍ଣ୍ଣ ହୋଇଯାଇଛି । ଏହି ଆକଳନ ଦଳକୁ ଜମଲା…
ଯୁଗ୍ମ ପ୍ରବେଶିକା ପରିକ୍ଷାରେ ଅଖିଲେଶ ଅଗ୍ରଓାଲଙ୍କ ବାଜିମାତ
୯୯.୯୯ ପ୍ରତିଶତ ସହ ରାୟପୁର ଟପର
ମେଲଛାମୁଣ୍ଡା,(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡା ବାସିନ୍ଦା ଅଖିଲେଶ ଅଗ୍ରଓାଲ ସର୍ବଭାରତୀୟ ଯୁଗ୍ମ ପ୍ରବେଶିକା ପରିକ୍ଷାରେ ୯୯.୯୯ ପ୍ରତିଶତ ମାର୍କ ରଖି ଛତିଶଗଡ ରାଜ୍ୟରେ ପ୍ରଥମ ସ୍ଥାନ ରଖିବା ସହ ମେଲଛାମୁଣ୍ଡା ଅଂଚଳରେ ପ୍ରଶଂସାର କେନ୍ଦ୍ର ବିନ୍ଦୁ…
ଯୁଗ୍ମ ପ୍ରବେଶିକା ପରିକ୍ଷାରେ ଅଖିଲେଶ ଅଗ୍ରଓାଲଙ୍କ ବାଜିମାତ
୯୯.୯୯ ପ୍ରତିଶତ ସହ ରାୟପୁର ଟପର
ମେଲଛାମୁଣ୍ଡା,(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡା ବାସିନ୍ଦା ଅଖିଲେଶ ଅଗ୍ରଓାଲ ସର୍ବଭାରତୀୟ ଯୁଗ୍ମ ପ୍ରବେଶିକା ପରିକ୍ଷାରେ ୯୯.୯୯ ପ୍ରତିଶତ ମାର୍କ ରଖି ଛତିଶଗଡ ରାଜ୍ୟରେ ପ୍ରଥମ ସ୍ଥାନ ରଖିବା ସହ ମେଲଛାମୁଣ୍ଡା ଅଂଚଳରେ ପ୍ରଶଂସାର କେନ୍ଦ୍ର ବିନ୍ଦୁ…
ମହାବିରୋଡ଼ ଗ୍ରାମ୍ୟ ବ୍ୟାଙ୍କ୍ ଡକାୟତି ଘଟଣାର ପର୍ଦ୍ଦାଫାଶ୍
୯ ଅଭିଯୁକ୍ତ ଗିରଫ, ୬ କେଜି ସୁନା ସହ ୪.୩୨ ଲକ୍ଷ ଟଙ୍କା ଜବତ
ଢେଙ୍କାନାଳ/ରିତେଶ ବ୍ରହ୍ମା: ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ମହାବିରୋଡ ଶାଖାରୁ ଗତ ୩ ତାରିଖରେ ହୋଇଥିବା ବଡଧରଣର ସଶସ୍ତ୍ର ଡକାୟତି ଘଟଣାରେ ପୁଲିସ୍ ୯ ଜଣ ଡକାୟତଙ୍କୁ ଗିରଫ କରିବା…
ନର୍ସିଂ କଲେଜରେ ଛାତ୍ରୀ ନିର୍ଯ୍ୟାତନା। ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ।
ଉମରକୋଟ /ଜିତେନ୍ଦ୍ର ମହାନ୍ତି-ଆତ୍ମହତ୍ୟା ଉଦ୍ୟମ କଲେ ନର୍ସିଂ କଲେଜ ଛାତ୍ରୀ। ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି । ଅବସ୍ଥା ଗୁରୁତର ଥିବାରୁ ସ୍ଵଇଚ୍ଛାରେ କୋରାପୁଟ ସ୍ଥାନାନ୍ତର ହେଲେ ପୀଡିତା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ…
ଓଡ଼ଗାଁ ବନାଞ୍ଚଳ ଅଧିକାରୀଙ୍କ ଦବଙ୍ଗଗିରି, ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦ
କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ,
ଖବର ସଂଗ୍ରହ କାରୀ ସାମ୍ବାଦିକଙ୍କ ନାମରେ ଆକ୍ରୋଶମୂଳକ ଭାବେ ଥାନାରେ କଲେ ଅଭିଯୋଗ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ଓଡ଼ଗାଁ ବାନାଞ୍ଚଳ ଅଧିକାରୀଙ୍କ କନ୍ଧମାଳ ଜିଲ୍ଲା ବୈୖାଦ୍ଧ…
ସୁବଳୟା ବିରାଟ ଧନୁଯାତ୍ରା ମହୋତ୍ସବ ତୃତୀୟ ସନ୍ଧ୍ୟା
କୃଷ୍ଣ ଜନ୍ମ ହେବାର ଶୁଣି କଂସ ବିଚଳିତ
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ବାବା ଅବଧୂତ ସାଂସ୍କୃତିକ ସଂଘ ପକ୍ଷରୁ ପ୍ରଥମ ବିରାଟ ଧନୁଯାତ୍ରା ମହୋତ୍ସବ ଗୁରୁବାର ଥିଲା ତୃତୀୟ ସନ୍ଧ୍ୟା । କଂସଙ୍କ ନଗର ପରିକ୍ରମା…
ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ମଣ୍ଡି: ଚଳିତ ବର୍ଷ ୩୦ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ଲକ୍ଷ୍ୟ
ସୁନ୍ଦରଗଡ଼/ରାଉରକେଲା (ବସନ୍ତ କୁମାର ଜେନା): ୯ ଫେବ୍ରୁଆରି ୨୦୨୩: ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨-୨୩ ବର୍ଷ ଲାଗି ଚାଷୀମାନଙ୍କଠାରୁ ଖରିଫ୍ ମାଣ୍ଡିଆ ସଂଗ୍ରହ କରାଯାଉଛି। ଏଥିପାଇଁ ଜିଲ୍ଲାରେ ମୋଟ ୪୦ଟି ମଣ୍ଡି ଖୋଲା ଯାଇଛି। ଚାଷୀମାନେ ନିକଟସ୍ଥ ମଣ୍ଡିକୁ ଆସି ସୁବିଧାରେ ମାଣ୍ଡିଆ ବିକ୍ରି କରି…
ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ସଚେତନତା
ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ ଜିଲ୍ଲା ପ୍ରଶାସନ ତଥା ନୟାଗଡ଼ ଡାକ ମଣ୍ଡଳ ପକ୍ଷରୁ ମିଳିତ ଭାବରେ ଜିଲ୍ଲାପାଳଙ୍କ କାଯ୍ୟାଳୟ ସଦଭାବନା ଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠତି ଏହି ବୈଠକରେ ନୟାଗଡ଼ ଡାକ ମଣ୍ଡଳ…
ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ
ସୁନ୍ଦରଗଡ଼/ରାଉରକେଲା ,(ବସନ୍ତ କୁମାର ଜେନା): ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି I ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଜନ , ଉଠା ଜଳସେଚନ ବିଭାଜନ ଏବଂ ଜଳସେଚନ ବିଭାଜନ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା…