କଥା ରଖିଲେ ସରକାର : ପାଇକମାଲ ଡାକ୍ତରଖାନା କୁ ସିଏଚସି ଘୋଷଣା

ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ସୁଶାନ୍ତ ସିଂ , ବିଧାୟିକା ବର୍ଷା ବରିହା ଓ ଅଂଚଳବାସୀ ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପାଇକମାଲ ଡାକ୍ତରଖାନା କୁ ସିଏଚସି ରେ ପରିଣତ କରିବା ପାଇଁ ବହୁ ଦିନ ଧରି ଅଞ୍ଚଳବାସୀ ଦାବି କରି ଆସୁଥିଲେ । ଏଠାରେ ସୂଚନାଯୋଗ୍ୟ ଯେ…

ଭାରତ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲ୍ଲାପାଳ ଙ୍କର ଠାରୁ ବି ପାୱାରଫୁଲ ପିଡ଼ି !!!!!!!

https://youtu.be/8N-_hrZPRSs ଲୋକେ ମରିଜାନ୍ତୁ ଆମେ କାମ ବନ୍ଦ କରି ଦେବୁ :- ପି ଡ଼ି ବରଗଡ :- ରାଜ୍ୟ ସରକାର ପ୍ରଶାସନକୁ ଲୋକଙ୍କ ନିକଟତର କରିବା ପାଇଁ , ସରକାର ଙ୍କର ସବୁ ଯୋଜନା କିଭଳି ତୃଣମୂଳ ସ୍ତରରେ ଶେଷ ବ୍ୟକ୍ତି ପର୍ଯନ୍ତ ପହଞ୍ଚିବ ସେଥିପ୍ରତି ସବୁ ପ୍ରକାର ଉଦ୍ୟମ ଚଳାଇଥିବା…

ରିଲାଏନ୍ସ ଉତ୍ତର ପ୍ରଦେଶରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ: ମୁକେଶ ଅମ୍ବାନି

ଉତ୍ତର ପ୍ରଦେଶ ଅର୍ଥନୀତି ୫ବର୍ଷ ମଧ୍ୟରେ ୧ ଟ୍ରିଲିଅନ ଡଲାରରେ ପରିଣତ ହେବ- ମୁକେଶ  -     ୧ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବ -     ୨୦୧୮ରୁ ଏପର‌୍ୟ୍ୟନ୍ତ ରିଲାଏନ୍ସ ୫୦ ହଜାର କୋଟି ଟଙ୍କା ନିବେଶ କରିସାରିଛି -     ୭୫ ହଜାର କୋଟି ଟଙ୍କାର ନୂଆ ନିବେଶକୁ ମିଶାଇ ମୋଟ…

କିଟ୍ କାର୍ନଭାଲ ଷ୍ଟାର ନାଇଟ୍‌ରେ ସୁନିଧିଙ୍କ ଧୁନ୍‌ରେ ନାଚିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର ସିଲଭର କାର୍ନିଭାଲ ଅବସରରେ ଅନୁଷ୍ଠିତ ଷ୍ଟାର ନାଇଟ୍‌ରେ ଜଲୱା ଦେଖାଇଛନ୍ତି ପ୍ରସିଦ୍ଧ ବଲିଉଡ ଗାୟିକା ସୁନିଧି ଚୌହାନ। ସେ ଥିଲେ ଷ୍ଟାର ନାଇଟ୍‌ର ମୁଖ୍ୟ ଆକର୍ଷଣ। ଷ୍ଟାର ନାଇଟ୍‌ରେ ସୁନିଧି ବଲିଉଡ଼ରେ ଗାଇଥିବା ବହୁ ସୁପର  ହିଟ୍  ଗୀତ ପରିବେଷଣ କରିଥିଲେ।…

ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଗୋପାଳପୁରର କାଳିପଲ୍ଲୀରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

୩୦୬ରୁ ଅଧିକ ରୋଗୀଙ୍କୁ ସେବା ପ୍ରଦାନ ଗୋପାଳପୁର,: ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଗଂଜାମ ଜିଲ୍ଲାର କାଳିପଲ୍ଲୀ ଗ୍ରାମରେ ଏକ ବହୁବିଧ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରମୁଖ୍ୟ ଲକ୍ଷ୍ୟ ଥିଲା ସ୍ଥାନୀୟ ଅଂଚଳର ଲୋକମାନଙ୍କୁ…

ଉଭୟ ପୁଅ ଓ ଝିଅଙ୍କୁ ଯୌନଶୋଷଣ ସମ୍ବନ୍ଧରେ ସଚେତନ କରିବାର ଆବଶ୍ୟକତା ରହିଛି : ସୁନୀତା କ୍ରିଷ୍ଣନ୍‌

ଭୁବନେଶ୍ୱର, : ପିଲାମାନଙ୍କୁ ଏକ ସୁରକ୍ଷିତ ଶୈଶବ ପ୍ରଦାନ କରିବା ସମସ୍ତଙ୍କର ଦାୟିତ୍ୱ। ସେମାନଙ୍କୁ ଭଲ ଓ ଖରାପ ସ୍ପର୍ଶ ଏବଂ ବ୍ୟବହାର ବିଷୟରେ ଶିଖାଇବା ଅଭିଭାବକ, ସମାଜ, ଶିକ୍ଷାନୁଷ୍ଠାନ ଏବଂ ସରକାରଙ୍କର କର୍ତ୍ତବ୍ୟ । ଉଭୟ ପୁଅ ଓ ଝିଅଙ୍କୁ ଛୋଟବେଳୁ ହିଁ ମାନସିକ ଓ ଶାରିରୀକ ସୁରକ୍ଷା…

ସମ୍‌ରେ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ଦ୍ୱାରା ଜଟିଳ ରକ୍ତ କର୍କଟ ରୋଗର ସଫଳ ଚିକିତ୍ସା

ଭୁବନେଶ୍ୱର, ୧୦/୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୨ ବର୍ଷୀୟା ମହିଳାଙ୍କୁ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ।…

ବାଇକ ଟ୍ରକ ମୁହାଁ ମୁହିଁ ଧକ୍କା, ୨ ମୃତ୍ୟୁ |

କାମାକ୍ଷାନଗର/ରିତେଶ ବ୍ରହ୍ମା  :-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଏନ.ଏଚ ୫୩ ମୁଣ୍ଡେଇଲ ଗ୍ରାମ ଛକ ନିକଟରେ ବାଇକ ଟ୍ରକ ମୁହାଁ ମୁହି ଧକ୍କା। ଧକା ଫଳରେ ଉଭୟେ ୨ ଜଣ ଙ୍କର ମୃତ୍ୟୁ ହୋଇଛି |ମୃତକ ୨ ଜଣେ ହେଉଛନ୍ତି ଜଣେ ପରଜଙ୍ଗ ଥାନା କନ୍ତୁର ଗ୍ରାମର ମାମୁଦ ସାହୁ। ଅନ୍ୟ ଜଣେ ହେଉଛନ୍ତି…

ଚାଷୀଙ୍କ ଫାର୍ମ ହାଉସ ବୁଲିଲେ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀ

କାମାକ୍ଷାନଗର/ରିତେଶ ବ୍ରହ୍ମା :ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହାଳ ଗାଁରେ ଜିଲ୍ଲାପାଳ ସରୋଜ କୁମାର ସେଠି । କଟାବାହାଳ ଗାଁର ଚାକିରିଆ ଦମ୍ପତ୍ତି ତପନ କୁମାର ପ୍ରଧାନ ଓ ସ୍ମିତା ପ୍ରଧାନଙ୍କ ଫାର୍ମ ହାଉସକୁ ବୁଲି ଦେଖିଛନ୍ତି ଜିଲ୍ଲାପାଳଙ୍କ ସମେତ…

ରିଲାଏନ୍‌ସ ଜୁଏଲ୍‌ସ ପକ୍ଷରୁ ସ୍ୱତନ୍ତ୍ର ଭାଲେଂଟାଇନ୍ ଡେ କଲେକ୍‌ସନର ଶୁଭାରମ୍ଭ

-ଚଳିତ ଭାଲେଂଟାଇନ୍ ଦିବସରେ ଉପସ୍ଥାପନ କରାଯାଉଛି ଆତ୍ମ ପ୍ରେମ ଦ୍ୱାରା ଅନୁପ୍ରେରିତ ଏକ୍ସକ୍ଲୁସିଭ୍ କଲେକ୍ସନ, 'ଖୁଦ୍ ସେ ଭି ପ୍ୟାର କରୋ' ମୁମ୍ବାଇ:  ଚଳିତ ଭାଲେଂଟାଇନ୍ ଦିବସରେ ରିଲାଏନ୍ସ ଜୁଏଲ୍ସ ଏହାର ଗ୍ରାହକମାନଙ୍କୁ ସବୁଠାରୁ ପ୍ରମୁଖ ବ୍ୟକ୍ତିଙ୍କୁ ଭୁଲି ନଯିବା ପାଇଁ କହିଛନ୍ତି, …